Daily Archives

January 11, 2019

ଯୁବପିଢ଼ିଙ୍କ ଅପେକ୍ଷା ବୟସ୍କମାନେ ହିଁ ଫେସ୍‌ବୁକ୍‌ରେ ବେଶି ଗୁଜବ ଖବର ପ୍ରଘଟ କରାଉଛନ୍ତି: ସର୍ଭେ

ଆମେ ଏକ ଏପରି ସମୟରେ ରହୁଛେ, ଯେଉଁଟି ଡିଜିଟାଲ୍‌ ମିଡିଆ ପାଲଟିଛି ଏକ ପ୍ରମୁ୍‌ଖ କଥା। ଜ୍ଞାନକୌଶଳ ଯେତେ ଅଧିକ ବଢ଼ିବାରେ ଲାଗିଛି ପ୍ରତ୍ୟେକ ଜିନିଷର ବିଶ୍ୱସନୀୟତା ସେତେ ବେଶି କମିବାରେ ଲାଗିଛି। ଏବେକାର ଏକ ବିରାଟ ସମସ୍ୟା ପଲଟିଛି ଫେସ୍‌ବୁକ୍‌। ଫେସ୍‌ବୁକ୍‌ ଜରିଆରେ ଅନେକ ଗୁଜବ ଖବ ସବୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣକୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା: ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କେନ୍ଦ୍ରାପଡ଼ା ଜ଼ିଲ୍ଲା ଦୌରାଜଜ ବାସୁଦେବ ପଣ୍ଡା ଶୁକ୍ରବାର ଜଣକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଦୌରାଜଜ ପଣ୍ଡା ଆଜି ୧୪ ଜଣ ସାକ୍ଷୀଙ୍କ ବୟାନକୁ ପ୍ରମାଣିତ କରିବା ପରେ ଅଭିଯୁକ୍ତ ଦିଲୀପ ବାରିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୧ ରେ ଦେଖାଯିବ ସୁପର ବ୍ଲଡ ଓଲଫ ମୁନ, କଣ ଏହା ଯୋଗୁଁ ବିଶ୍ୱରେ ଭୂମିକମ୍ପ ଓ ସୁନାମୀ ବଢିବ ? କଣ କହୁଛନ୍ତି…

ଭୁବନେଶ୍ୱର : ଆସନ୍ତା ୨୦ ଓ ୨୧ରେ ଦୃଶ୍ୟମାନ ହେବ ସୁପରବ୍ଲଡ ଓଲଫ ମୁନ । ଜାନୁୟାରୀ ୨୧ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବାକୁ ଯାଉଥିବାବେଳେ ଏହାକୁ କୁହାଯାଉଛି ସୁପରବ୍ଲଡ ଓଲଫ ମୁନ ଏକଲିପ୍ସ । ଏପରି ହେଲେ ଚନ୍ଦ୍ରର ରଂଗ ଲାଲ ତମ୍ବାରଙ୍ଗର ଦେଖାଯିବ । ସୁପର ବ୍ଲଡ ଓଲଫ ମୁନ…
ଅଧିକ ଖବର ଦେଖନ୍ତୁ...

ସୋ’ ପ୍ରଦର୍ଶନ ହେବାର ୧୦ ମିନିଟ୍‌ ପୂର୍ବରୁ ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଉପରେ ଲାଗିଲା ରୋକ,…

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଆଧିରିତ ଚଳଚ୍ଚିତ୍ର ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ରିଲିଜ୍‌ ଶୁକ୍ରବାର ହୋଇଥିବା ବେଳେ କୋଲକାତା ଏବଂ ଲୁଧିୟାନାରେ ଏହାର ପ୍ରଦର୍ଶନ ଉପରେ ରୋକ ଲଗାଯାଇଛି। ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଗସ୍ତରେ ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନ ପରେ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି। ଏଥି ପାଇଁ ରେଳବାଇ, ଜିଲ୍ଲା ପ୍ରଶାସନ ଏବଂ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ମୋଦୀ ବଲାଙ୍ଗୀର ଗସ୍ତରେ ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ…
ଅଧିକ ଖବର ଦେଖନ୍ତୁ...

ସିବିଏସଇର ନୂଆ ବ୍ୟବସ୍ଥା : ୨୦୨୦ରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ଢ଼ାଞ୍ଚା ବଦଳିବ

ନୂଆଦିଲ୍ଲୀ: କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)  ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷଠାରୁ ବଦଳିବ ସିବିଏସଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷାର ରୂପରେଖ । ଆସନ୍ତା ବର୍ଷରୁ ଦଶମ ଶ୍ରେଣୀ ଛତ୍ରଛାତ୍ରୀମାନେ ଦୁଇଟି ବିକଳ୍ପରେ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ତିନିଦିନିଆ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ; ବଲିଉଡ୍ କିମ୍ବଦନ୍ତୀ ୱାହିଦା ରହମାନ୍‌ ବଖାଣିଲେ…

ଭୁବନେଶ୍ବର : ଆଜି ଭୁବନେଶ୍ବରର ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମ୍ୟାନେଜ୍‌ମେଣ୍ଟ୍‌ ପରିସରରେ ଆରମ୍ଭ ହୋଇଛି ସାହିତ୍ୟର କୁମ୍ଭମେଳା ଭାବେ ପରିଚିତ ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ। ‘ସମ୍ବାଦ’ ସହଯୋଗରେ ଆୟୋଜିତ ଏଇ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ବିଶିଷ୍ଟ କବି ଜୟନ୍ତ…
ଅଧିକ ଖବର ଦେଖନ୍ତୁ...

ତେଲଦର ବୃଦ୍ଧି : ପେଟ୍ରୋଲ ୧୯ ପଇସା ଓ ଡିଜେଲ ୨୮ ପଇସା ବଢିଲା

ନୂଆଦିଲ୍ଲୀ : ବିଗତ କିଛି ସପ୍ତାହ ଧରି ଲଗାତାର ତେଲଦର କମିବା ପରେ ଏବେ ବୃଦ୍ଧି ପାଇବା ଆରମ୍ଭ କରିଛି । ଆଜି ପେଟ୍ରୋଲ ଲିଟର ପିଛା ୧୯ ପଇସା ଓ ଡିଜେଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଛି । ଆଜିର ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୦୭ ଓ ଡିଜେଲ ଦର ଲିଟର ପିଛା ଟ.୬୨.୮୧…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା-କେ.ଏଲ୍‌ ରାହୁଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍‌ ରାହୁଲଙ୍କୁ ମହିଳାଙ୍କ ପ୍ରତି ବିବାଦୀୟ ଟିପ୍ପଣୀ ପାଇଁ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପ୍ରଶାସକ ସମିତି (ସିଓଏ) ଶୁକ୍ରବାର ଏହି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ଭିତରକନିକା ଜାତୀୟ ଉଦ୍ୟାନ ନିକଟରେ ଭାସୁଛି ବୃହତ୍ତ ତିମି, ଲମ୍ବ ଏତିକି

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଅଂଚଳରେ ବୈତରଣୀ ନଦୀ କୂଳରେ ସମୁଦ୍ର ମୁହାଣରେ ପୁଣି ଥରେ ଏକ ବୃହତ୍ତ ତିମି ଭାସୁଥିବା ଶୁକ୍ରବାର ଦେଖାଯାଇଛି। ସୂଚନା ଅନୁସାରେ ଜାତୀୟ ଉଦ୍ୟାନର ଅହିରାଜପୁର ନିକଟରେ ଆଜି ଅପରାହ୍ନରେ ଏକ ୩୦ ଫୁଟ ବିଶିଷ୍ଟ ତିମି…
ଅଧିକ ଖବର ଦେଖନ୍ତୁ...