Daily Archives

January 19, 2019

ବାପାଙ୍କ ଦେହ ଖରାପ ହେବା ପରେ ୪ବର୍ଷ ପର୍ଯ୍ୟନ୍ତ ଦୁଇ ଝିଅ ପୁଅ ହୋଇ ଚଳାଉଥିଲେ ସେଲୁନ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦୁଇ ଝିଅ ୪ବର୍ଷ ପର୍ଯ୍ୟନ୍ତ ପୁଅ ହୋଇ ନିଜ ବାପାଙ୍କ ସେଲୁନ ସମ୍ଭାଳିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ବାପାଙ୍କ ଦେହ ଖରାପ ହେବା ପରେ କିଛି ଦିନ ପର୍ଯ୍ୟନ୍ତ ସେଲୁନ୍‌ଟି ବନ୍ଦ ରହିଥିଲା । କିନ୍ତୁ ସେଲୁନଟି ଘର ସମ୍ଭାଳିବା ପାଇଁ ଆୟର ଏକ ମାତ୍ର ମାଧ୍ୟମ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ଛାଡୁନି ବନ ବିଭାଗ ଗାଲୁ, ଆହତ ହାତୀ ଅବସ୍ଥା ସଙ୍କଟାପନ୍ନ

ତୁମୁଡିବନ୍ଧ(ସନ୍ତୋଷ ଦାସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଲଘର ରେଞ୍ଜର ଲଙ୍କାଗଡ଼ ନିକଟସ୍ଥ ଜଙ୍ଗଲରେ ଆଜକୁ ୫ ଦିନ ହେବ ଏକ ମାଈ ହାତୀ ଅସୁସ୍ଥ ହୋଇ ଛଟପଟ ହେଉଛି କିନ୍ତୁ ବନ ବିଭାଗ ଗାଲୁ ଛାଡ଼ୁନି। ବାରିଙ୍ଗିଲିର କେନ୍ଦୁପଡା ଜଙ୍ଗଲରେ ଆହତ ହାତୀକୁ ନେଇ ଅଧିକାରୀମାନେ ସାମନ୍ୟ…
ଅଧିକ ଖବର ଦେଖନ୍ତୁ...

ମାନବିକତାର ଆଉ ଏକ ଉଦାହରଣ ଦେଲା ଭାରତୀୟ ରେଳବାଇ: ପାରା ଜୀବନ ବଞ୍ଚାଇବା ପାଇଁ ଅଟକିଲା ଟ୍ରେନ୍‌

ମୁମ୍ବାଇ: ମୁମ୍ବାଇର ଗୁରୁଗ୍ରାମରେ ଘଟିଥିବା ଘଟଣା ଏବେ ସୋସିଆଲ ମିଡିଆ ସହ ଚାରି ଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଗୁଡ଼ିର ମାଞ୍ଝାରେ ଫସି ରହିଥିବା ପାରାକୁ ବଞ୍ଚାଇବା ପାଇଁ ପଶ୍ଚିମ ରେଳପଥ ଯେଉଁ ପଦକ୍ଷେପ ନେଇଥିଲା, ତାହାକୁ ନେଇ ଚାରିଆଡ଼େ ପ୍ରଶଂସା କରାଯାଉଛି । ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ସ୍ୱରା ଭାସ୍କରଙ୍କ ଖୁଲାସା: ନିର୍ଦ୍ଦେଶକ ମୋ ସହ ଯୌନ ଶୋଷଣ କରିଥିଲେ ସତ, କିନ୍ତୁ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କର ଶୁକ୍ରବାର ନିଜ ସହ ଘଟିଥିବା ଏକ ଅପ୍ରୀତିକର ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି । କିଛି ବର୍ଷ ତଳେ ଜଣେ ନିର୍ଦ୍ଦେଶକ ତାଙ୍କର ଯୌନ ଶୋଷଣ କରିଥିବା କଥା ସେ କହିଛନ୍ତି । କିନ୍ତୁ ଯୌନ ଶୋଷଣର ଶିକାର ହେବା ସମୟରେ ଯୌନ ଶୋଷଣ କାହାକୁ କୁହନ୍ତି,…
ଅଧିକ ଖବର ଦେଖନ୍ତୁ...

ଇ-କମର୍ସ କ୍ଷେତ୍ରରେ ପାଦ ଦେବ ରିଲାଏନ୍ସ : ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ଏହି ଘୋଷଣା କଲେ ମୁକେଶ ଅମ୍ବାନି

ମୁମ୍ବାଇ : ୱାଲମାର୍ଟ୍ ଓ ଆମାଜନକୁ ଟକ୍କର ଦେବ ରାଲାଏନ୍ସ।  ଏସିଆର ସବୁଠୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର  ଅଧ୍ୟକ୍ଷ ମୁକେଶ ଅମ୍ବାନି ଇ-କମର୍ସ କ୍ଷେତ୍ରରେ ପାଦ ଦେବା କଥା ଘୋଷଣା କରିଛନ୍ତି । ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀରେ ମୁକେଶ ଏହି ଘୋଷଣା କରି ଥିବାବେଳେ ଆଗକୁ ଜୋରଦାର…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ଏହି ବାବାଙ୍କୁ, କୁମ୍ଭମେଳାରେ ଛିଡ଼ା ହୋଇ ରହିଛନ୍ତି ଦୀର୍ଘ ୯ ବର୍ଷ ହେଲା

ପ୍ରୟାଗରାଜ: କୁମ୍ଭମେଳାରେ ଜମିଛି ସାଧୁସନ୍ଥଙ୍କ ଭିଡ। ୧୫ ଜାନୁଆରୀ ୨୦୧୯ରେ ସାରାଦେଶରେ ମକର ସଂକ୍ରାନ୍ତିର ଉତ୍ସବ ଚାଲିଥିବା ବେଳେ ପ୍ରୟାଗରାଜରେ ଆସ୍ଥାର ମହାପର୍ବ କୁମ୍ଭମେଳା-୨୦୧୯ ମଧ୍ୟ ଆରମ୍ଭ ହୋଇଯାଇଛି। ସଂଗମ ନଗରୀରେ ବାବାମାନଙ୍କ ଭିନ୍ନ ଭିନ୍ନ ରୂପ ଲୋକଙ୍କ ମଧ୍ୟରେ ଆକର୍ଷଣର…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳ ହ୍ଵାଟସ୍‌ଆପ୍‌ରେ ଲେଖିଥିଲେ; ଏସ୍‌ଡିଏମ୍‌ ହେବାର ଇଚ୍ଛା ଅଛି ତ ବିଜେପିକୁ ଜିତାଅ, ଭାଇରାଲ ହେଲା…

ଭୋପାଲ: ମଧ୍ୟପ୍ରଦେଶରେ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ ହ୍ଵାଟ୍‌ସ୍‌ଆପ୍‌ରେ କରାଯାଇଥିବା ଏକ ଚାଟ୍‌ର ସ୍କ୍ରିନ୍‌ସଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦୁଇଜଣ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବା ନେଇ କଥା ହେଉଥିବା ଦେଖା ଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଭାଇର ସ୍କୁଲ ବନ୍ଦ ନ ହେଉ ବୋଲି ଭଉଣୀ ନିର୍ମାଣ କଲା ସ୍ୱତନ୍ତ୍ର ସାଇକେଲ: ଦିବ୍ୟାଙ୍ଗ ଭାଇ ପାଇଁ ଭଉଣୀ ପାଲଟିଲା…

ଜୀବନରେ ଏମିତି କିଛି ସମ୍ପର୍କ ଥାଏ ଯାହା ଆପଣଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆଉ ସେହି ସମ୍ପର୍କ ମଧ୍ୟରୁ ଗୋଟିଏ ହେଉଛି  ଭାଇଭଉଣୀର ସମ୍ପର୍କ। ସେଥିରେ ନା ଥାଏ କୌଣସି ସ୍ୱାର୍ଥ ନା ଥାଏ କୌଣସି ସର୍ତ୍ତ । ଆସନ୍ତୁ ଜାଣିବା ଏମିତି ଜଣେ ଭଉଣୀଙ୍କ ବିଷୟରେ ଯିଏ…
ଅଧିକ ଖବର ଦେଖନ୍ତୁ...

ହୁକା ଟାଣିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉନାହିଁ, ଦିଲ୍ଲୀରେ ବନ୍ଦ ହେବନି ହୁକା ବାର : ଗ୍ରୀନ ଟ୍ରିବୁନାଲ

ନୂଆଦିଲ୍ଲୀ : ହୁକା ଟାଣିବା ଦ୍ୱାରା ପରିବେଶ ପ୍ରଦୂଷଣ ହୁଏ ନାହିଁ । ଏଣୁ ଦିଲ୍ଲୀରେ ହୁକ୍କା ବାର ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ । ହୁକାବାର ଦ୍ୱାରା ପ୍ରଦୂଷଣ ବଢୁଛି ଓ ଏଥିପାଇଁ ହୁକ୍କା ବାର ଦିଲ୍ଲୀରେ ନିଷିଦ୍ଧ ହେଉ ବୋଲି ଦାବି କରି ଜାତୀୟ ଗ୍ରୀନ…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ଦିନ ବ୍ୟବଧାନ ପରେ ମାଆଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଗୁଜୁରାଟ ଗସ୍ତ କରି ଶନିବାର ଗାନ୍ଧିନଗରରେ ମାଆ ହୀରାବେନ୍‌ଙ୍କ ସହ ସାକ୍ଷାତ୍‌ କରିଛନ୍ତି। ସାଧାରରତଃ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ମାଆଙ୍କ ସହ ନିଜ ଜନ୍ମଦିନରେ ଭେଟ ହୁଅନ୍ତି। ମାତ୍ର ଭାଇବ୍ରାଣ୍ଟ୍‌ ଗୁଜୁରାଟ ଗ୍ଲୋବାଲ୍‌…
ଅଧିକ ଖବର ଦେଖନ୍ତୁ...