Daily Archives

January 19, 2019

ଲକ୍ଷାଧିକ ଟଙ୍କା ସହ ଧରା ହେଲେ ଜୟପୁର ଜାତୀୟ ରାଜପଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର/ଜୟପୁର: ଜାତୀୟ ରାଜପଥ ଡିଭିଜନ ଜୟପୁର ନିର୍ବାହୀ ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭୁବନେଶ୍ୱର ନୟାପଲ୍ଲୀ ଓ ରଘୁନାଥପୁର ସ୍ଥିତ ବାସଭବନ, ଜୟପୁର ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ବ୍ୟାପକ…
ଅଧିକ ଖବର ଦେଖନ୍ତୁ...

ଅନ୍ତଃରାଜ୍ୟ ଦାନିଏଲ୍‌ ସ୍ମାରକୀ ହକି ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣୀପାଲି ଚାମ୍ପିଅନ

ବୀରମହାରାଜପୁର: ଅନ୍ତଃରାଜ୍ୟ ଦାନିଏଲ୍‌ ସ୍ମାରକୀ ହକି ଟୁର୍ଣ୍ଣାମେଣ୍ଟରେ ଶନିବାର ଆଦିବାସୀ କ୍ଲବ ଗେନ୍ଦ୍ରାମାଲକୁ ୨-୧ ଗୋଲ୍‌ରେ ପରାସ୍ତ କରି ଦକ୍ଷିଣିପାଲିର ଶାନ୍ତିପ୍ରକାଶ କ୍ଲବ ଚାମ୍ପିଅନ୍‌ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁରଧାପାଲିଠାରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ ୨୦୧୯ : ଏମସିଏଲ, ନାଲକୋ ଶ୍ରେଷ୍ଠ ସିଏସ୍ଆର୍ ବ୍ରାଣ୍ଡ୍, ବୃହତ ଶିଳ୍ପ…

ଭୁବନେଶ୍ୱର : ଆଜି ଏଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବର୍ଷ ୨୦୧୯ର ବ୍ରାଣ୍ଡସ ଅଫ ଓଡ଼ିଶା, ପ୍ରାଇଡ୍‌ ଅଫ ଇଣ୍ଡିଆ : ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥିଭାବେ ଯୋଗଦେଇ ବିଭିନ୍ନ ବର୍ଗରେ ବିଜୟୀ ଶିଳ୍ପ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ବ୍ରାଣ୍ଡ ସାରା ଦେଶର ଗର୍ବ ହୋଇପାରିବେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଗାମୀ ଦିନରେ ଓଡ଼ିଶାରେ ଅନେକ ବ୍ରାଣ୍ଡ ସୃଷ୍ଟିହେବେ ଯେଉଁଗୁଡ଼ିକ କେବଳ ଆମ ରାଜ୍ୟର ନୁହେଁ ସାରା ଦେଶର ଗର୍ବ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି । ସମ୍ବାଦ ପକ୍ଷରୁ ଆୟୋଜିତ ବ୍ରାଣ୍ଡସ ଅଫ ଓଡ଼ିଶା ପ୍ରାଇଡ୍‌ ଅଫ ଇଣ୍ଡିଆ : ସମ୍ବାଦ…
ଅଧିକ ଖବର ଦେଖନ୍ତୁ...

‘ବିରୋଧୀ ଦଳଙ୍କ ମହାଗଠବନ୍ଧନ ମୋ ବିରୋଧରେ ନୁହେଁ; ଦେଶବାସୀଙ୍କ ବିରୋଧରେ’: ନରେନ୍ଦ୍ର ମୋଦି

ସିଲ୍‌ଭାସା (ଗୁଜୁରାଟ): କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା କୋଲକତା ଠାରେ ଆୟୋଜିତ ମହାରାଲିର ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ବାଲିଗୁଡ଼ାରେ ପ୍ରଥମ ମାଓ ପତ୍ରିକା

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଂଚଳରେ ଶନିବାର ପ୍ରଥମ ଥର ମାଓ ପତ୍ରିକା ଦେଖାଯାଇଛି। ସୂଚନା ଅନୁସାରେ ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏକ କାନ୍ଥରେ ମାଓ ପତ୍ରିକାର ଦୁଇଟି ପୃଷ୍ଠା ଲଗାଯାଇଛି। ପୋଷ୍ଟରରେ କେକେବିଏନ୍‌ ମାଓ ସଂଗଠନର ବିପ୍ଲବୀ ଡେଙ୍ଗୁରା ଦ୍ୱାରା ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ପୁଣି ତେଲଦର ବୃଦ୍ଧି : ପେଟ୍ରୋଲ ୧୮ ପଇସା ଓ ଡିଜେଲ ୨୧ ପଇସା ବଢିଲା

ନୂଆଦିଲ୍ଲୀ : ଶନିବାରଦିନ ପୁଣି ତେଲଦର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଥିବାର ଏହି ଦରବୃଦ୍ଧି ହୋଇଛି । ଆଜି ପେଟ୍ରୋଲ ଲିଟର ପିଛା ୧୭-୧୮ ପଇସା ଓ ଡିଜେଲ ଲିଟର ପିଛା ୧୯-୨୧ ପଇସା ବୃଦ୍ଧି ପାଇଛି । ଆଜିର ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ହଇଚଇ ସୃଷ୍ଟି କରିଛି ‘ଖୁସି ତ!’ ମ୍ୟୁଜିକ୍‌ ର‍୍ୟାପ୍‌

ଭୁବନେଶ୍ୱର: ପୂର୍ବରୁ ଆମେ ଅନେକ ହିନ୍ଦି ଗୀତର ର‍୍ୟାପ୍‌ ଦେଖି ସାରିଛନ୍ତି। ଓଡ଼ିଆ ଗୀତକୁ ନେଇ ର‍୍ୟାପ୍‌ ହୋଇଥିବା କଥା ପ୍ରାୟ ବିରଳ। ନିକଟରେ ସୋସିଆଲ୍‌ ମିଡିଆରେ ଛାଇବାରେ ଲାଗିଛନ୍ତି ଓଡ଼ିଆ ପୁଅ ସମୀର ରିଷୁ ମହାନ୍ତି। ସମୀର ପୂର୍ବରୁ ଓଡ଼ିଆ ଗୀତ ‘ବୋଉ’, ‘ମୁଁ ହେଲି ଓଡ଼ିଆ’ ଆଦି ଶୀର୍ଷକରେ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ଟାଟା ପ୍ରିମିୟମ ନାଁରେ ଚା’ ପ୍ୟାକିଂ କରି ବିକୁଥିଲେ, ଧରାପଡ଼ି ଗଲେ ଜେଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବର୍ଦ୍ଧିତ ଲୋକ ସଂଖ୍ୟା ଯୋଗୁଁ କଳା ବେପାରୀ ଓ କଳା କାମରେ ସଂପୃକ୍ତ ଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ନନ୍ଦନକାନନ ପୁଲିସ ଶନିବାର ଏଭଳି ଏକ ଘଟଣାର ପ୍ରଘଟ କରିଛି। ସୂଚନା ଅନୁସାରେ ନନ୍ଦନକାନନ ଥାନା ଅନ୍ତର୍ଗତ ଟାଙ୍ଗୀ ଗାଁର କାହ୍ନଚରଣ ଦାସଙ୍କ…
ଅଧିକ ଖବର ଦେଖନ୍ତୁ...

କ୍ଷମତାର ଗର୍ବରେ ମୋଦି ଏବେ ଅନ୍ଧ ହୋଇ ଯାଇଛନ୍ତି ବୋଲି ମହାରାଲିରେ ଅଭିଯୋଗ କରି ‘ବିଜେପି ହଟାଓ, ଦେଶ ବଚାଓ’ ନାରା…

କୋଲକାତା: ମୋଦିଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ର ସରକାରର ‘ଏକ୍ସପାରି’ ତାରଖ ଚାଲିଗଲାଣି। ତେଣୁ, ତାକୁ ଏବେ ଶାସନ କ୍ଷମତାରୁ ବିଦା କରିବା ସହ ନୂଆ ସରକାରକୁ ଶାସନ କ୍ଷମତାକୁ ଆଣିବାକୁ ପଡ଼ିବ। ଏକଥା ସମସ୍ତେ ବୁଝି ସାରିଲେଣି ଏବଂ ଆଗାମୀ ଦିନରେ କେନ୍ଦ୍ରରେ ନୂଆ ସରକାରର ଉଦୟ ନଶ୍ଚୟ ଘଟିବ…
ଅଧିକ ଖବର ଦେଖନ୍ତୁ...