Daily Archives

January 22, 2019

ନା ଭାଙ୍ଗିଥିଲା କବାଟ, ନା ଘରକୁ କିଏ ପଶିଥିଲା, ତଥାପି ଚୋରି ହୋଇଗଲା ୧୫ଲକ୍ଷ ଟଙ୍କା ଓ ୨୫ତୋଳା ସୁନା, ସିସିଟିଭି ଦେଖି…

ଜଳନ୍ଧର : ଜଲନ୍ଧରରେ ରହୁଥିବା ଜଣେ ହୋଲସେଲ୍‌ ବଡ଼ ବ୍ୟବସାୟୀଙ୍କ ଘରୁ ୧୫ଲକ୍ଷ ଟଙ୍କା ଏବଂ ୨୫ତୋଳା (୧ତୋଲା-୧୧.୩ଗ୍ରାମ୍‌)ସୁନା ଚୋରି ହୋଇଥିଲା । ଘରକୁ ଏତେ ସବୁ ଜିନିଷ ଚୋରି ହୋଇଥିଲେ ମଧ୍ୟ ଚୋରି ହେବାର କୌଣସି ଚିହ୍ନ ଘରେ ଦେଖିବାକୁ ମିଳି ନଥିଲା । ଘରର କବାଟ ଠିକ୍‌ ଥିବା ସହ ଘରକୁ କେହି…
ଅଧିକ ଖବର ଦେଖନ୍ତୁ...

ମଲ୍ଲାଇକାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ କରୁଥିଲେ ଡ୍ରାଇଭର, ଜାଣିବା ପରେ ଚାକିରିରୁ ବାହାର କଲେ

ମୁମ୍ବାଇ : ବଲିଉଡ୍‌ କଳାକାର ଅର୍‌ବାଜ୍‌ ଖାନ୍‌ ଏବଂ ମଲ୍ଲାଇକା ଆରୋରା ପରସ୍ପରଠାରୁ ଅଲଗା ହେବା ପରେ ଏବେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ି ସାରିଛନ୍ତି । ଅର୍‌ବାଜ୍‌ ମଡେଲ ଜର୍ଜିଆଙ୍କୁ ଡେଟ୍‌ କରୁଥିବା ବେଳେ ମଲ୍ଲାଇକା ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା ହୋଉଛି ।…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା ସହାୟତା ଲାଗି ଦାନ ଆକାରରେ ମିଳିଥିବା ୩.୨୬କୋଟିର ଚେକ୍‌ ବାଉନ୍ସ ହେଲା

ଥିରୁବନନ୍ତପୁରମ୍‌ : ଗତ ବର୍ଷ କେରଳରେ ଆସିଥିବା ବନ୍ୟା ରାଜ୍ୟର ହଜାର ହଜାର ଲୋକଙ୍କୁ ପ୍ରଭାବିତ କରିଥିଲା । ଅନେକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଅନେକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ବନ୍ୟାରେ ଅନେକ ଧନଜୀବନ ନଷ୍ଟ ହୋଇଥିବା ବେଳେ କେରଳକୁ ପୁଣି ଥରେ ପୂର୍ବ ଭଳି କରିବା ପାଇଁ ଦେଶର…
ଅଧିକ ଖବର ଦେଖନ୍ତୁ...

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ୧୭୫ଟି ବିରଳ ସାର୍କ ଜବତ

ରାଜନଗର : ବିରଳ ଅଲିଭ୍‌ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ସାମୁଦ୍ରକ ଅଭୟାରଣ୍ୟ ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ଏକ ଆନ୍ଧ୍ର ଟ୍ରଲରକୁ ଜବତ କରାଯାଇଛି। ଏହି ଟ୍ରଲରରୁ ୩ ପ୍ରଜାତିର ବିରଳ ସାର୍କ ଜାତୀୟ ମାଛ ୧୭୫ଟି ଜବତ କରାଯାଇଛି। ଏହି ୩ ପ୍ରଜାତିର ସାର୍କ ଜାତୀୟ ମାଛକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା; ପଶ୍ଚିମବଙ୍ଗ ଗସ୍ତ ଅଧା ରଖି ଦିଲ୍ଲୀ ଫେରିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍…

ନୂଆଦିଲ୍ଲୀ:  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ବିଗିଡ଼ିଯାଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ । ଦିଲ୍ଲୀପଙ୍କ କହିବା ମୁତାବକ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ନିଜର ଖରାପ ସ୍ଵାସ୍ଥ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତିକ ହେଲ୍‌ଥ ମେଡିକନ୍‌ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର,: ସ୍ଥାନୀୟ ଓୟୁଏଟି ଭେଟେରିନାରି କଲେଜ ପ୍ରେକ୍ଷାଳୟରେ ଆୟୋଜିତ ଦୁଇ ଦିନିଆ ପ୍ରଥମ ଆ‘ର୍ଜାତିକ ସ୍ୱାସ୍ଥ୍ୟ ସମ୍ମିଳନୀ ’ହେଲ୍‌ଥ ମେଡିକନ୍‌-୨୦୧୯’ ଆଜି ଉଦ୍‌ଯାପିତ ହୋଇଯାଇଛି। ଇଣ୍ଡିଆନ ପ୍ରୋକ୍ଟୋଲୋଜି ସୋସାଇଟି (ଆଇପିଏସ୍‌) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ପୋଷ୍ଟର ମାରି ଜାନୁଆରି ୩୧ରେ ଭାରତ ବନ୍ଦ ଡକରା ଦେଲେ ମାଓବାଦୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବଦଳା ଥାନା ଅନ୍ତର୍ଗତ ବେଲଘର ରାସ୍ତାର ଜନାବାଲି ନିକଟରେ ମଙ୍ଗଳବାର ମାଓବାଦୀ ଏକ ଗଛରେ ପୋଷ୍ଟର ଏବଂ ବ୍ୟାନର ମାରିଛନ୍ତି। ମାଓବାଦୀଙ୍କ ଏହି ପୋଷ୍ଟର ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ନାମରେ ଲଗାଯାଇଛି ବୋଲି ପୁଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଆମାଜନ ଏବଂ ଫ୍ଲିପ୍‌କାର୍ଟରେ ଭିଭୋର ସାଧାରଣତନ୍ତ୍ର ଅଫର

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ୭୦ ତମ ସାଧୀରଣତନ୍ତ୍ର ଦିବସ ପାଳନ ଅବସରରେ ଆମାଜନ ଏବଂ ଫ୍ଲିପ୍‌କାର୍ଟରେ ୪ ଦିନିଆ ଆକର୍ଷଣୀୟ ଅଫର ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଛି। ଆମାଜନରେ ଏହା ୨୦ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ସେହିପରି…
ଅଧିକ ଖବର ଦେଖନ୍ତୁ...

ବଡ଼ଭାଇ ଆଇପିଏସ ଅଫିସର, ସାନଭାଇ ଆତଙ୍କବାଦୀ, ସେନା ଗୁଳିରେ ମଲା

ନୂଆଦିଲ୍ଲୀ : ବଡ଼ ଭାଇ ଆଇପିଏସ ଅଫିସର । ପୁଲିସର ଜଣେ ବରିଷ୍ଠ ଅଧିକାରୀ । ସାନଭାଇ କିନ୍ତୁ ଜଣେ କୁଖ୍ୟାତ ଆତଙ୍କବାଦୀ । ବଡ଼ଭାଇ ଆନଇନର ରକ୍ଷକ ହୋଇଥିବାବେଳେ ସାନଭାଇ ଦେଶବିରୋଧରେ ଯୁଦ୍ଧ ଲଢୁଥିଲା । ସେହି ସାନଭାଇକୁ ଆଜି ଭାରତୀୟ ସେନା ମାରି ଦେଇଛି । ଜାମ୍ମୁ ଓ କାଶ୍ମୀର ପୁଲିସ ସୁତ୍ରରୁ…
ଅଧିକ ଖବର ଦେଖନ୍ତୁ...

ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌

ମୁମ୍ବାଇ: ପୂର୍ବରୁ ବିଭିନ୍ନ ଷ୍ଟାର୍‌ ଏବଂ ଷ୍ଟାର୍‌ କିଡଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇ ସାରିଛି। ନିକଟରେ କିଙ୍ଗ୍‌ଖାନ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହୋଇଥିବା ସୂଚନା ରହିଛି। ଏ ସଂପର୍କରେ ନିଜେ ଆର୍ଯ୍ୟନ୍ ହିଁ ସୂଚନା ଦେଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...