Daily Archives

February 16, 2019

ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତୀୟ ଗୀତ ଗାଇବାରୁ ପାକିସ୍ତାନୀ ସ୍କୁଲ୍‌ର ପଞ୍ଜିକରଣ ରଦ୍ଦ୍‌

ଇସ୍‌ଲାମବାଦ୍‌: ଏକ ସାଂସ୍କୃତିକ ଉତ୍ସବରେ କିଛି ଛାତ୍ରଛାତ୍ରୀ ଏକ ଭାରତୀୟ ଗୀତ ଗାଇ ଭାରତୀୟ ଜାତୀୟ ପତାକା ଉଡ଼ାଇବା ପରେ ‘ଜାତୀୟ ସ୍ୱାଭିମାନ’ କ୍ଷୁର୍ଣ୍ଣ ହୋଇଛି ଦର୍ଶାଇ ପାକିସ୍ତାନର କରାଚୀରେ ଥିବା ସ୍କୁଲ୍‌ର ପଞ୍ଜିକରଣକୁ ବାତିଲ କରି ଦିଆଯାଇଛି। ଏ ନେଇ ସ୍କୁଲ୍‌ ପରିଚାଳକଙ୍କୁ ବୁଧବାର…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଥର ବାପା ହୋଇଥାଆନ୍ତେ ସହିଦ୍‌ ରତନ! ପତ୍ନୀଙ୍କ ମୁହଁରୁ ଖୁସି ଖବର ଶୁଣିବା ପରେ ସହିଦ ହେଲେ ବୀର ଯବାନ

ପୁଲଓ୍ଵାମା: ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ୍‌ ଯବାନଙ୍କୁ ହରାଇଛି ଭାରତ। ସହିଦ ହୋଇଥିବା ଯବାନମାନଙ୍କ ପରିବାରରେ ଏଯାଏ ବନ୍ଦ ହୋଇନି କାନ୍ଦବୋବାଳି। କିଏ ପୁଅ ହରାଇଛି ତ କିଏ ସ୍ୱାମୀ, ପୁଣି କିଏ ବାପା ତ କିଏ ଭାଇ! ଗତ ୩ ଦିନ ହେବ ଦେଶରେ ଶୋକାକୂଳ ପରିବେଶ ଲାଗି ରହିଛି।…
ଅଧିକ ଖବର ଦେଖନ୍ତୁ...

ପୁଲାଓ୍ଵାମା ଆକ୍ରମଣ କୌଣସି ଭାରତୀୟ ରାଜନୈତିକ ଦଳ ଘଟାଇଥାଇ ପାରନ୍ତି ବୋଲି ପ୍ରକାଶ କଲା ପାକିସ୍ତାନୀ ଖବରକାଗଜ ‘ଦ…

ଇସ୍‌ଲାମବାଦ: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଗତ ତିନି ଦଶନ୍ଧି ମଧ୍ୟରେ ହୋଇଥିବା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣକୁ ନେଇ ପୁଣି ଥରେ ପାକିସ୍ତାନୀ ଗଣମାଧ୍ୟମର ନିନ୍ଦନୀୟ ରେହେରା ସାମ୍ନାକୁ ଆସିଛି। ଆକ୍ରମଣରେ ୪୦ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ପରେ ପାକିସ୍ତାନୀ ଖବରକାଗଜ ‘ଦ…
ଅଧିକ ଖବର ଦେଖନ୍ତୁ...

ପୁତ୍ର କର୍ତ୍ତବ୍ୟ ନିଭାଇଲା ଅଢ଼େଇ ବର୍ଷର ଶିଶୁ! ସହିଦ ବାପାଙ୍କ ମୁହଁରେ ମୁଖାଗ୍ନି ଦେଇ ଦେଲା ଅନ୍ତିମ ବିଦାୟ

ଡେରାଡୁନ୍‌: ପୁଲଓ୍ଵାମାଠାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦେଶର ଅନେକ ବୀର ଯବାନ ସହିଦ ହେବା ପରେ ସାରା ଦେଶରେ ଶୋକର ଛାୟା। ଅନେକ ମାଆଙ୍କର କୋଳ ଶୂନ୍ୟ ହୋଇଯାଇଛି, ଅନେକ ପତ୍ନୀଙ୍କ ମଥାରୁ ସିନ୍ଦୂର ଲିଭିଯାଇଛି ତ ପୁଣି କେତେ କୁନି ପିଲାଙ୍କ ମଥାରୁ ହଟିଯାଇଛି ବାପାଙ୍କ ହାତ!…
ଅଧିକ ଖବର ଦେଖନ୍ତୁ...

ମୁଜାଫରପୁର ସେଲଟର ହୋମ୍‌ ଯୌନ ଶୋଷଣ ମାମଲାରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଯାଞ୍ଚ ପରିସରକୁ ଆଣିବାକୁ…

ପାଟନା: ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବିହାର ମୁଜାଫରପୁର ସେଲଟର ହୋମ୍‌ ଯୌନ ଶୋଷଣ ମାମଲାର ବିଚାର କରୁଥିବା ପୋକ୍ସୋ କୋର୍ଟ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଏକ ବଡ଼ ଝଟକା ଦେଇଛି। କୋର୍ଟ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୌ: ସହିଦ୍‌ଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ଛାତ୍ର ଗିରଫ, କଲେଜ ପ୍ରଶାସନ କଲା ବହିଷ୍କାର

ଲକ୍ଷ୍ମୌ: ଜମ୍ମୁ-କଶ୍ମୀରରେ ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ଜଣ ଯବାନ ସହିଦ୍‌ ହୋଇଥିଲେ। ଆଜି ସମଗ୍ର ଦେଶ ସେମାନଙ୍କୁ ଝୁରୁଛି। ସେମାନଙ୍କ ପରିବାର ଆଖିରେ ଲୁହ ରହୁନାହିଁ। ଏପରି ସମୟରେ ଜୟନାରାୟଣ ପୋଷ୍ଟ ଗ୍ରାଜୁଏଟ୍ କଲେଜ (ଜେଏନ୍‌ପିଜି)ର ଜଣେ ଛାତ୍ର ସିଆରପିଏଫ୍‌…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ଆଶଙ୍କା ମଧ୍ୟରେ ପାକିସ୍ତାନ ସୀମା ଠାରୁ ଅଳ୍ପକିଛି ଦୂରରେ ଭାରତୀୟ ବାୟୁସେନା ଆରମ୍ଭ କଲା ବୃହତ ସମରାଭ୍ୟାସ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଆଜି ଆରମ୍ଭ ହୋଇଛି ସମରାଭ୍ୟାସ ବାୟୁଶକ୍ତି ୨୦୧୯ । କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ବଢିଚାଲିଥିବାବେଳେ ସାଂକେତିକ ଦୃଷ୍ଟିକୋଣରୁ ଏହି ଯୁଦ୍ଧାଭ୍ୟାସର ଗୁରୁତ୍ୱ ବଢିଯାଇଛି । କାରଣ…
ଅଧିକ ଖବର ଦେଖନ୍ତୁ...

ସହିଦଙ୍କ ସମ୍ମାନରେ ବିରାଟ କୋହଲି ନେଲେ ବଡ଼ ନିଷ୍ପତ୍ତି, ବାତିଲ କଲେ ପୁରସ୍କାର ବିତରଣୀ ସମାରୋହ

ନୂଆଦିଲ୍ଲୀ: କ୍ରିକେଟର ବିରାଟ କୋହଲି ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ ଆରପି-ଏସଜି ଭାରତୀୟ ଖେଳ ସମ୍ମାନ କାର୍ଯ୍ୟକ୍ରମକୁ ଶନିବାର ବାତିଲ କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ୪୦ ଜଣ…
ଅଧିକ ଖବର ଦେଖନ୍ତୁ...

୧୮ରେ ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ!

ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ଦିନ ସମଗ୍ର ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି। ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ‘ସମ୍ବାଦ’କୁ…
ଅଧିକ ଖବର ଦେଖନ୍ତୁ...

କାହିଁକି ବଦଳିଲା ସାଉଦି ଯୁବରାଜଙ୍କ ପାକିସ୍ତାନ ଗସ୍ତ ?

ରିୟାଦ : ଆଜି ପାକିସ୍ତାନ ଗସ୍ତରେ ଆସିବାକୁ ଥିବା ସାଉଦି ଆରବର ଯୁବରାଜ ମହମ୍ମଦ ବିନ ସଲମାନ ନିଜର କାର୍ଯ୍ୟକ୍ରମକୁ ଗୋଟିଏ ଦିନ ବିଳମ୍ବିତ କରିଛନ୍ତି  । ନୂଆ କାର୍ଯ୍ୟକ୍ରମ ଅନୁସାରେ ସେ ଆସନ୍ତା କାଲି ଇସ୍ଲାମାବାଦରେ ପହଞ୍ଚିବେ । ଏକ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ସହ ସେ ପାକିସ୍ତାନକୁ…
ଅଧିକ ଖବର ଦେଖନ୍ତୁ...