Daily Archives

March 11, 2019

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ : ଫେସ୍‌ବୁକ୍‌, ଟୁଇଟ୍‌ର ଏବଂ ୟୁଟ୍ୟୁବ୍‌ ସହ ଜଡ଼ିତ ଏହି ୫ଟି କଥାର ପାଳନ କରିବାକୁ…

ନୂଆଦିଲ୍ଲୀ : ଗତକାଲି ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ଘୋଷଣା କରିବା ସହ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କହିଥିଲେ ।  ଏପ୍ରିଲ ୧୧ତାରିଖରୁ ମତଦାନ ଆରମ୍ଭ ହୋଇ ମେ ୧୯ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମତଦାନ ହେବ ବୋଲି ଘୋଷଣା କରିଥିଲେ। ତେବେ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ପଡ଼ିଆରେ ମଲାଗୋରୁ ଫିଙ୍ଗିବାକୁ କେନ୍ଦ୍ର କରି ଉତ୍ତେଜନା

ଭଦ୍ରକ: ଭଦ୍ରକ ବ୍ଲକ୍‌ ଏରେଇ ପଞ୍ଚାୟତର କାଠୁଆସାହି ନିକଟସ୍ଥ ପଡ଼ିଆରେ ମଲାଗୋରୁ ଫିଙ୍ଗିବାକୁ କେନ୍ଦ୍ର କରି ଉତ୍ତେଜନା ଦେଖା ଯାଇଛି। ସୂଚନାଯୋଗ୍ୟ, ଏକ ବେଆଇନ ଗୋରୁ ଟ୍ରକ୍‌ରେ ମଲାଗୋରୁ ଅଣାଯାଇ ଏହି ସ୍ଥାନରେ ଫିଙ୍ଗୁଥିବାର ଗ୍ରାମବାସୀମାନେ ଦେଖିଥିଲେ। ପରେ ଗ୍ରାମବାସୀମାନେ ଏକତ୍ରିତ…
ଅଧିକ ଖବର ଦେଖନ୍ତୁ...

୬୮ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ୨୦୧୯ ଲୋକସଭା ନିର୍ବାଚନରେ ଲାଗୁ ହେବ ଏହି ୮ଟି ନୂଆ ନିୟମ

ନୂଆଦିଲ୍ଲୀ : ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ମସିହାରେ  ହୋଇଥିଲା । ସେବେଠାରୁ ଭାରତୀୟ ନିର୍ବାଚନ ବ୍ୟବସ୍ଥା ପରିବର୍ତ୍ତନର ବିଭିନ୍ନ ଦିଗ ଦେଖି ସାରିଛି । ଆଜିର ଲୋକତନ୍ତ୍ର ସବୁଠାରୁ ବଡ଼ ଏବଂ ସଶକ୍ତ ହୋଇଥିବା ବେଳେ  ନିର୍ବାଚନ କମିସନର ନିର୍ବାଚନ ବ୍ୟବସ୍ଥାରେ ସେଭଳି ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ: ଏୟାର ଷ୍ଟ୍ରାଇକ୍‌ ଓ ଅନ୍ତରୀଣ ବଜେଟ ବିଜେପି ପାଇଁ ବରଦାନ ସାବ୍ୟସ୍ତ ହେବ; ସେଫୋଲୋଜିଷ୍ଟ

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ହାମ୍‌ଲା ପରେ ଭାରତୀୟ ବାୟୁସେନା ପକ୍ଷରୁ କରା ଯାଇଥିବା ଏୟାର ଷ୍ଟ୍ରାଇକ୍‌ ଓ ଏନ୍‌ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ସଂସଦରେ ଆଗତ କରିଥିବା ତାଙ୍କର ଶେଷ ତଥା ଅନ୍ତରୀଣ ବଜେଟ ଚଳିତ ସପ୍ତଦଶ ଲୋକସଭା ନିର୍ବାଚନରେ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ଯୋଗ ରହିଛି। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଗୁପ୍ତେଶ୍ବର। ବୃଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ…
ଅଧିକ ଖବର ଦେଖନ୍ତୁ...

ବିଷମକଟକ ତହସିଲଦାରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଶୁଭେନ୍ଦୁ ଜେନା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ତହସିଲଦାରଙ୍କ ଗାଡ଼ି ସୋମବାର ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ହସିଲଦାର ଶୁଭେନ୍ଦୁ ଜେନା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଶୁଭେନ୍ଦୁଙ୍କ ସହିତ ଥିବା ତାଙ୍କ ଡ୍ରାଇଭର ଓ ୩ଜଣ ସାମାନ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସମ୍ପର୍କରେ ଖବର…
ଅଧିକ ଖବର ଦେଖନ୍ତୁ...

ଇଥିଓପିଆ ବିମାନ ଦୁର୍ଘଟଣାରେ ମୃତ ୧୪୯ ଯାତ୍ରୀଙ୍କ ମଧ୍ୟରେ ଅଛନ୍ତି କାନାଡାରେ ରହୁଥିବା ୬ ଭାରତୀୟ ବଂଶୋଦ୍ଭବ

ନାଇରୋବି : ଗତକାଲି ଇଥିଓପିଆନ୍‌ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଭରିବାର ୬ମିନିଟ୍‌ ପରେ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ଦୁର୍ଘଟଣାରେ ୧୪୯ଯାତ୍ରୀଙ୍କ ସମତେ ୮ଜଣ କ୍ର୍ୟୁ ମେମ୍ବର ମୃତ୍ୟୁବରଣ କରିଥିଲେ । ଏବେ ମୃତକଙ୍କ ମଧ୍ୟରେ ୬ଜଣ ଭାରତୀୟ ବଂଶୋଦ୍ଭବ ଥିଲେ ବୋଲି ସୂଚନା ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ଟେପ୍‌ରୁ ମିଳିଲା ବାଲାକୋଟର ଅସଲ ସତ! ବାୟୁସେନା କରିଥିବା ଷ୍ଟ୍ରାଇକ୍‌ରେ ଖାଲି ଆତଙ୍କବାଦୀ ନୁହଁନ୍ତି, ପାକ୍‌ ସେନାର…

ନୂଆଦିଲ୍ଲୀ: ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନର ବାଲାକୋଟଠାରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଉପରେ ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ରେ ଶହ ଶହ ଆତଙ୍କବାଦୀଙ୍କ ସମେତ ୪ ଜଣ ପାକିସ୍ତାନୀ ସୈନିକ ବି ନିହତ ହୋଇ ଥାଇପାରନ୍ତି ବୋଲି ସୂଚନା ରହିଛି। ଏ ନେଇ ବୈଦେଶିକ ସଚିବ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ୨ନାବାଳକଙ୍କ ମୃତ୍ୟୁ

ରାଇରଙ୍ଗପୁର: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଜାମୁଡାଳି ଗାଁ ମାତକୋମ ସାହିରେ ଖେଳୁଥିବା ବେଳେ ଅସାବଧାନତାରୁ ପୋଖରୀରେ ବୁଡି ସୋମବାର ୨ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଜି ସକାଳେ ଜାମୁଡାଳି ଗାଁ ମାତକୋମ ସାହି ନିକଟରେ ଏକ ପୋଖରୀକୁ ଏହି ଦୁଇ ନାବାଳକ…
ଅଧିକ ଖବର ଦେଖନ୍ତୁ...

ବିମୁଦ୍ରାକରଣ ଘୋଷଣା ପୂର୍ବରୁ ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ନିଷ୍ପତ୍ତିକୁ ବିରୋଧ କରିଥିଲେ ବହୁ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କଳାଧନ ଉପରେ ଅଙ୍କୁଶ ଲଗାଇବାରେ କେତେ ସକ୍ଷମ ହୋଇଛି ବିମୁଦ୍ରାକରଣ ? ଏହାକୁ ନେଇ ବିବାଦ ଲାଗି ରହିଛି । ବିମୁଦ୍ରାକରଣ ଯୋଗୁଁ ଦେଶରେ କଳାଧନ ଉପରେ ଅଙ୍କୁଶ ଲାଗିବା ସହ ଇ-ପେମେଣ୍ଟ ବଢ଼ିଛି ବୋଲି ଦାବି କରିଆସୁଛି ମୋଦି ସରକାର । ଅନ୍ୟପଟେ ବିମୁଦ୍ରାକରଣ ମୋଦିଙ୍କର ଏକ ଭୁଲ…
ଅଧିକ ଖବର ଦେଖନ୍ତୁ...