Daily Archives

March 25, 2019

ବାଲିଅନ୍ତା ନିକଟରେବ୍ୟାଙ୍କ କର୍ମଚାରୀଙ୍କଠାରୁ ନଗଦ ୧ ଲକ୍ଷ ୭୨ ହଜାର ଲୁଟ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ନିକଟରେ ଜଣେ ବ୍ୟାଙ୍କ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି । ବ୍ୟାଙ୍କ ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ବାଲିଅନ୍ତା ରଂଗବଜାର ନିକଟରେ ତାଙ୍କଠାରୁ ଲୁଟ ହୋଇଥିଲା । ଦୁର୍ବୁତ୍ତମାନେ ଏକ ପଲସରରେ ଆସି ତାଙ୍କୁ ଆକ୍ରମଣ କରି ପ୍ରାୟ ୧ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ, ୨ ଥର କରାଇଥିଲା ଗର୍ଭପାତ

ମୁମ୍ବାଇ : ମୁମ୍ବାଇରେ ରହୁଥିବା ଜଣେ ୨୬ବର୍ଷୀୟ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରୁଥିବାରୁ ପୁଲିସ ଅଭିଯୁକ୍ତ ବିରୋଧରେ ଏତଲା ରୁଜୁ କରିଛି । ୨୦୧୪-୨୦୧୯ ମଧ୍ୟରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଅନେକ ଥର ଶାରୀରିକ ସଂପର୍କ ରଖିଥିବା ବେଳେ ୨ଥର ଗର୍ଭପାତ କରାଇଥିବା ପୁଲିସ ଆଗରେ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ବାୟୋପିକ୍‌ ପ୍ରଦର୍ଶନକୁ ଆଚରଣ ବିଧିର ଉଲ୍ଲଂଘନ ବୋଲି ଅଭିଯୋଗ କଲା କଂଗ୍ରେସ; ନିର୍ବାଚନ ଆୟୋଗଙ୍କୁ ଜଣାଇଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମକୁ ନେଇ ଗୋଟେ ପରେ ଗୋଟେ ବିବାଦ ଦେଖିବାକୁ ମିଳୁଛି । ଏବେ କଂଗ୍ରେସ ଫିଲ୍ମର ରିଲିଜ୍‌ ତାରିଖକୁ ନେଇ ଆପତ୍ତି ଉଠାଇଥିବା ଦେଖା ଯାଇଛି । ଏ ନେଇ କଂଗ୍ରେସ ଆଜି ନିର୍ବାଚନ କମିସନ ଆଗରେ ମଧ୍ୟ ଅଭିଯୋଗ କରିଛି ବୋଲି…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆର ବୋର୍ଡିଂ ପାସ୍‌ରେ ନଜର ଆସିଲା ମୋଦିଙ୍କ ଫଟୋ, ବିବାଦ ପରେ ହଟାଇବାର ନିଷ୍ପତ୍ତି ନେଲା ଏୟାରଲାଇନ୍‌

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ବୋର୍ଡିଂ ପାସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ଫଟୋ ଥିବା ଖବର ସାମ୍ନାକୁ ଆସିବା ପରେ, ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏବେ ବଢ଼ୁଥିବା ବିବାଦକୁ ଦେଖି ଏୟାର ଇଣ୍ଡିଆ ପକ୍ଷରୁ ଫଟୋ ହଟାଇବା ନେଇ…
ଅଧିକ ଖବର ଦେଖନ୍ତୁ...

ଗେଲ ଧମାକା : ରାଜସ୍ଥାନ ଆଗରେ ୧୮୫ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ଜୟପୁର : ଜୟପୁରର ସଓ୍ଵାଇ ମାନ ସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୨୦୧୯ର ୪ର୍ଥ ମ୍ୟାଚରେ କିଙ୍ଗସ ଏକାଦଶ ପଂଜାବ ରାଜସ୍ଥାନ ରୟାଲ୍ସ ଆଗରେ ୧୮୫ ରନର ଲକ୍ଷ୍ୟ ରଖିଛି । ରାଜସ୍ଥାନ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପଂଜାବ ଇନିଂସରେ ଆକର୍ଷଣୀୟ ଥିଲା ଭେଟେରାନ…
ଅଧିକ ଖବର ଦେଖନ୍ତୁ...

ନୟନତାରାଙ୍କୁ ନେଇ ଡିଏମ୍‌କେ ନେତା ରାଧା ରବିଙ୍କ ବିବାଦୀୟ ବୟାନ: ଭିନ୍ନ ଭିନ୍ନ ଲୋକଙ୍କ ଶଯ୍ୟାସଙ୍ଗିନୀ ହେଉଥିବା…

ଚେନ୍ନାଇ : କିଛି ଦିନ ତଳେ ଅଭିନେତାରୁ ରାଜନେତା ପାଲଟିଥିବା ଡିଏମ୍‌କେ ନେତା ରାଧା ରବି ଅଭିନେତ୍ରୀ ନୟନତାରାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏଥି ପାଇଁ ଏବେ ତାଙ୍କୁ ଦଳର ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି । ଏକ ପ୍ରମୋସନାଲ ଇଭେଣ୍ଟରେ ସେ ଅଭିନେତ୍ରୀ ନୟନତାରାଙ୍କ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଯଦି ରାହୁଲ ଗାନ୍ଧୀ ବିଷ ପିିଇବା ପରେ ବଞ୍ଚିଯିବେ, ତେବେ ଆମେ ସେ ମହାପ୍ରଭୁ ଶିବଙ୍କ ଅବତାର ବୋଲି ମାନି ନେବୁ : ଗନପତ…

ଅହମଦାବାହଦ୍‌ : ସୋମବାର ଗୁଜୁରାଟର ଆଦିବାସୀ ବିକାଶ ମନ୍ତ୍ରୀ ଗନପତ୍‌ ବସାବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାହା ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଗାନ୍ଧୀ ସତରେ ମହାପ୍ରଭୁ ଶିବଙ୍କ ଅବତାର କି ନାହିଁ ଜାଣିବା ପାଇଁ ସେ ତାଙ୍କୁ ୫୦୦ଗ୍ରାମ୍‌ ବିଷ…
ଅଧିକ ଖବର ଦେଖନ୍ତୁ...

ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା 

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ଆଜି ଆଉ ୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବୀରମିତ୍ରପୁର ଆସନ ପାଇଁ ମକଲୁ ଏକ୍କା ଓ ଫୁଲବାଣୀ ପାଇଁ ଅଂଗଦ କହଁରଙ୍କ ନାଁ ଘୋଷଣା କରାଯାଇଛି । ଏହି ଦୁଇଟି ସ୍ଥାନରେ ଦଳ  ପ୍ରାର୍ଥୀ ବଦଳାଇଛି ।
ଅଧିକ ଖବର ଦେଖନ୍ତୁ...

ରାଜନୀତିର ନିଆରା ରଙ୍ଗ; କେହି ନୁହନ୍ତି କହାର ଶତ୍ରୁ… ଆଗ ମିତ୍ରତା ପରେ ଲଢ଼େଇ…

ଭୁବନେଶ୍ୱର: ‘କଥାରେ ଅଛି ରାଜନୀତିରେ କେହି କାହାର ଚୀରକାଳ ଶତ୍ରୁ ନ ଥାନ୍ତି; କିମ୍ବା ମିତ୍ର ମଧ୍ୟ। ରାଜନୀତିରେ ଆଜିର ମିତ୍ର; କାଲି ଶତ୍ରୁ ଏବଂ କାଲିର ଶତ୍ରୁ ଆଜି ମିତ୍ର... ଆଜି ପ୍ରାର୍ଥୀପତ୍ର ଦାଖଲ ଅବକାଶରେ ଦେଖିବାକୁ ମିଳିଥିବା ଏହିପରି ଦୁଇଟି ନିଆରା ଦୃଶ୍ୟ, ଏହି କଥାର ପ୍ରମାଣ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନ ଲାଗି ଖାସ୍‌ କାମ ମିଳିପାରେ। ନେତାଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟରେ ତ୍ବରିତ ଫଇସଲା ଲାଭପ୍ରଦ ହେବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଦେବ। ବୃଷ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ବନ୍ଧୁ ଓ ଜୀବନସାଥୀ…
ଅଧିକ ଖବର ଦେଖନ୍ତୁ...