Daily Archives

June 16, 2019

ଗୃହମନ୍ତ୍ରୀ ହେବା ପରେ ପ୍ରଥମ ଥର କାଶ୍ମୀର ଯିବେ ଅମିତ ଶାହା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା ଜୁନ ୩୦ରେ ଜମ୍ମୁକାଶ୍ମୀର ଗସ୍ତରେ ଯିବେ | ଗୃହମନ୍ତ୍ରୀ ହେବା ପରେ ଶାହା ପ୍ରଥମ ଥର କାଶ୍ମୀର ଗସ୍ତରେ ଯିବେ | ଏହି ଗସ୍ତ ସମୟରେ ଶାହା କାଶ୍ମୀରରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ |…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ନିଆଁରେ ଜଳିଗଲା ଅନେକ ଦୁର୍ଲ୍ଲଭ ଗଛ

ରୁଦ୍ରପ୍ରୟାଗ: ଉତ୍ତରାଖଣ୍ଡ ଜଙ୍ଗଲରେ ଏବେ ଲାଗିଥିବା ନିଆଁ ଥମିବାର ନାଁ ନେଉନାହିଁ | ଯାହାଫଳରେ ହେକ୍ଟର ହେକ୍ଟର ଜଙ୍ଗଲରେ ବହୁ ମୂଲ୍ୟ ଦୁର୍ଲଭ ଗଛ ନିଆଁରେ ଜଳିଯାଇଛି | ବନବିଭାଗ ଓ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ପ୍ରଚେଷ୍ଟା ଜାରି ରହିଛି | ବିଶେଷ କରି ଉତ୍ତରକାଶୀ ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

ପୁଣି ସେନା କଲା ସର୍ଜିକାଲ ଷ୍ଟ୍ରାଇକ, ଧ୍ୱସ୍ତ ହେଲା ଆତଙ୍କୀ ଶିବିର

ନୂଆଦିଲ୍ଲୀ: ଭାରତ ଓ ମିଆଁମାର ସୀମାରେ ସେନା ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ କରିଛି | ମଣିପୁର,ନାଗାଲାଣ୍ଡ ଓ ଆସାମରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ବଂସ କରିଦେଇଛି ସେନା | ଏହି ଅପରେସନର ନାମ ସନସାଇନ-୨ ନାମରେ ନାମିତ କରାଯାଇଛି | ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂଜାର୍ଚ୍ଚନାରେ ଅଧିକ ସମୟ କଟିବ। ଗରିବଙ୍କୁ ସାହାଯ୍ୟ କରିବେ। ବେପାରିଙ୍କ ଲାଗି ଦିନଟି ଭଲ ରହିବ। ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଶୁଭରଙ୍ଗ: ମେରୁନ। ଆରାଧନା: ହର ପାର୍ବତୀ। ବୃଷ: ଧୈର୍ଯ୍ୟ ଧରି ରହିଲେ ଆପଣଙ୍କୁ ଆରାମ ମିଳିବ।…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ବନ୍ଦ କରିବାରେ ବିଫଳ ହୋଇଥିବାରୁ କଳା ତାଲିକାଭୁକ୍ତ ହୋଇପାରେ ପାକିସ୍ତାନ

ନୂଆଦିଲ୍ଲୀ : ଆଜିଠାରୁ ଆମେରିକାର ଫ୍ଲୋରିଡାଠାରେ ଆରମ୍ଭ ହେଉଛି ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକ ଉପରେ ପାକିସ୍ତାନୀ ଅର୍ଥନୀତିର ଭାଗ୍ୟ ନିର୍ଭର କରୁଛି । ତେବେ ବୈଠକରୁ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ଯୋଗ କଲେ ବିଏସ୍‌ଏଫ ଯବାନ

ମାଲକାନଗିରି: ଦକ୍ଷିଣ ଓଡ଼ିଶାର ନକ୍ସଲ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ବିଏସ୍‌ଏଫ୍‌ ଯବାନମାନେ ଯୋଗ କରିଛନ୍ତି। ଅନ୍ତର୍ଜାତୀୟ ଯୋଗ ଦିବସ (ଜୁନ ୨୧) ଅବସରରେ ସାବେରୀ ନଦୀର ଗୁରୁପ୍ରିୟା ସେତୁ ନିକଟରେ ଯବାନମାନେ ଶୁକ୍ରବାର ସ୍ୱତନ୍ତ୍ର ଶିବିର ଆୟୋଜନ କରିଛନ୍ତି। ଶିିବିରରେ ବିଏସ୍‌ଏଫ…
ଅଧିକ ଖବର ଦେଖନ୍ତୁ...

ନିଜ ନବଜାତକ ଶିଶୁ କନ୍ୟାର ମୃତ୍ୟୁ ହେବା ପରେ ହସ୍ପିଟାଲ୍‌ ଛାତରୁ ଡେଇଁ ଜୀବନ ଦେଲେ ମହିଳା

ବରେଲି: ଉତ୍ତରପ୍ରଦେଶର ବରେଲିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବରେଲିର ଜିଲ୍ଲା ହସ୍ପିଟାଲ୍‌ରେ ଜଣେ ପ୍ରସୂତୀ ନିଜର ନବଜାତ ଶିଶୁ କନ୍ୟାକୁ ଜନ୍ମ ଦେବାର ସପ୍ତାହ ପରେ ଶିଶୁଟିର ମୃତ୍ୟୁ ଘଟିଥିବାରୁ ୨୨ ବର୍ଷୀୟା ମହିଳା ଜଣକ ହସ୍ପିଟାଲ୍‌ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ହେଉଛି ସାମୁଦ୍ରିକ ଝଡ଼ ବାୟୁ, ଆସନ୍ତା କାଲି ସ୍ଥଳଭାଗ ଛୁଇଁବ

ନୂଆଦିଲ୍ଲୀ : ସାମୁଦ୍ରିକ ବାତ୍ୟା ବାୟୁ ପୁଣି ଥରେ ଗୁଜରାଟ ଆଡକୁ ମୁହାଁଇଛି । କିନ୍ତୁ ଏଥର ଏହା ଦୁର୍ବଳ ହୋଇଯାଇଛି । ଏହା ଆସନ୍ତା କାଲି ଅର୍ଥାତ ସୋମବାର ଦିନ ମଧ୍ୟରାତ୍ରୀ ସୁଦ୍ଧା ଏହା ଗୁଜୁରାଟ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ତେବେ ଉପକୂଳ ଛୁଇଁବା ବେଳକୁ ଏହା ଦୁର୍ବଳ ହୋଇ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ସପ୍ତାହରେ ସାଂସଦମାନଙ୍କୁ ରାତ୍ର ଭୋଜନ କରାଇବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀଠାରେ ଜୁନ୍‌ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ନିର୍ବାଚନରେ ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ରାତ୍ର ଭୋଜନ(ଡିନର୍‌ ପାର୍ଟି) ପାଇଁ ନିମନ୍ତ୍ରଣ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ରବିବାର ସମସ୍ତ ସଦସ୍ୟମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ: ରୋହିତଙ୍କ ଶତକ, କୋହଲି-ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ପାକିସ୍ତାନକୁ ୩୩୭ ରନ୍‌ ଟାର୍ଗେଟ ଦେଲା ଟିମ୍‌…

ମଂଚେଷ୍ଟର: ରୋହିତ ଶର୍ମାଙ୍କ ଶତକ, ଅଧିନାୟକ ବିରାଟ କୋହଲି ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ରବିବାର ପାକିସ୍ତାନକୁ ଭାରତ ୩୩୭ ରନ୍‌ ଟାର୍ଗେଟ ଦେଇଛି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ଓ୍ଵିକେଟ ହରାଇ ୩୩୬ ରନ୍‌ ସଂଗ୍ରହ କରିଛି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)…
ଅଧିକ ଖବର ଦେଖନ୍ତୁ...