Daily Archives

August 20, 2019

ଆସିଲାନି ୧୦୨ ଆମ୍ବୁଲାନ୍‌ସ, ଅଟୋରେ ଶିଶୁ ଜନ୍ମ କଲେ ଗର୍ଭବତୀ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଅଞ୍ଚଳା ପଞ୍ଚାୟତ ଅନ୍ତର୍ଗତ ଭାଲୁଗୁଡ଼ା ଗ୍ରାମର ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା ପରେ ଆଜି ସକାଳେ ୧୦୨ ଆମ୍ବୁଲାନ୍‌ସକୁ ବାରମ୍ବାର ଫୋନ କରିବା ପରେ ମଧ୍ୟ ଆମ୍ବୁଲାନ୍‌ସ ନ ଆସିବାରୁ ବାଧ୍ୟ ହୋଇ ଏକ ଅଟୋ ଗାଡ଼ିରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ସଲମାନଙ୍କ ଉପରେ ଲାଗିପାରେ ପ୍ରତିବନ୍ଧକ

ମୁମ୍ବାଇ : ଭାରତ-ପାକିସ୍ତାନ ମଧ୍ୟରେ ଅଶାନ୍ତିର ବାତାବରଣ ଥିବା ବେଳେ ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂହ ପାକିସ୍ତାନରେ ସଙ୍ଗୀତ ପରିବେଷଣ କରିଥିଲେ । ତାଙ୍କର ଏଭଳି କାମକୁ ଦେଶ ବିରୋଧି ଆଖ୍ୟା ଦିଆଯିବା ସହ ଅଲ୍‌ ଇଣ୍ଡିଆ ସିନେ ଓ୍ଵାର୍କସ୍‌ ଆସୋସିଏସନ୍‌ ଓ ଫେଡେରେସନ୍‌ ଅଫ୍‌ େଓ୍ଵଷ୍ଟର୍ନ…
ଅଧିକ ଖବର ଦେଖନ୍ତୁ...

ଜେଏନୟୁ ସାରଳା ଚେୟାର-ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦିକବି ସାରଳା ଦାସ ଚେୟାର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଅଛି। ଏହି ଚୁକ୍ତିରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ଭାଷା, ସାହିତ୍ୟ ଓ ସଂସ୍କୃତି ସଂସ୍ଥାନର ଡିନ୍‌…
ଅଧିକ ଖବର ଦେଖନ୍ତୁ...

ଯକୃତ ୭୫ପ୍ରତିଶତ ଖରାପ ହୋଇସାରିଛି, ଟିବି ଓ ହେପାଟାଇଟିସ୍‌ ବିର ଶିକାର ଅମିତାଭ ବଚ୍ଚନ !

ନୂଆଦିଲ୍ଲୀ : ବଲିଉଡ୍‌  ଶେହେନ୍‌ଶାହା ଅମିତାଭ ବଚ୍ଚନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ଏକା ସାଙ୍ଗରେ ସେ ଟିବି ଓ ହେପାଟାଇଟିସ୍‌ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି । ଏହା ସହ ତାଙ୍କର  ଯକୃତ ମଧ୍ୟ ୭୫ପ୍ରତିଶତ ଖରାପ ହୋଇ ସାରିଥିବା କହିଛନ୍ତି ଅମିତାଭ ବଚ୍ଚନ । ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ବାପା କରୁଥିଲା ଦୁଷ୍କର୍ମ,ମା’ ଦେଉଥିଲା ଗର୍ଭପାତ କରିବାର ଔଷଧ ! ୧୫ବର୍ଷ ପରେ ଏଭଳି ବର୍ବର କାଣ୍ଡର ଖୁଲାସା କଲେ…

ଲକ୍ଷ୍ନୌ : ୧୫ବର୍ଷ ଧରି ନିଜ ଝିଅ ସହ ବାପା ଦୁଷ୍କର୍ମ କରିବା ଭଳି ବର୍ବର କାଣ୍ଡ ସାମ୍ନାକୁ ଆସିଛି । ଏଭଳି ଅମାନବୀୟ କାଣ୍ଡ ଘଟିଛି ଉତ୍ତରପ୍ରଦେଶର ଲକ୍ଷ୍ନୌରେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ପୀଡ଼ିତାଙ୍କ ଜନ୍ମ କଲା ମା’ ସବୁ ଜାଣି ମଧ୍ୟ ୧୫ବର୍ଷ କାଳ ଚୁପ୍‌ ରହିଥିଲେ । ଅନେକ ସମୟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର କୌଣସି ଇଚ୍ଛା ପୂରା ହେବ। ଶାସନରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ। ଆପଣଙ୍କର ଆର୍ଥିକ ସ୍ଥିତି ମଜଭୁତ ରହିବ। ଘରକୁ ଅତିଥି ଆସିବା ହେତୁ ଖୁସିର ମାହୋଲ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଧବଳେଶ୍ବର। ବୃଷ: ଆଜି କୌଣସି ବଡ଼ ଫଇସଲା ନେବାରେ ନିବୃତ୍ତ…
ଅଧିକ ଖବର ଦେଖନ୍ତୁ...

ଚିଦାମ୍ବରମଙ୍କୁ ଖୋଜୁଛନ୍ତି ସିବିଆଇ ଓ ଇଡିର ଏକାଧିକ ଟିମ, କିନ୍ତୁ ତାଙ୍କର ପତ୍ତା ମିଳୁନାହିଁ

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ସିବିଆଇ ଓ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)ର ଏକାଧିକ ଟିମ ଖୋଜୁଥିବାବେଳେ ତାଙ୍କ ପତ୍ତା ମିଳୁନାହିଁ । ତାଙ୍କ ଫୋନ ମଧ୍ୟ ବନ୍ଦ ରହିଛି । ଶେଷଥର ପାଇଁ ତାଙ୍କୁ ସଂଧ୍ୟା ୫ଟାରେ ଦେଖାଯାଇଥିଲା । ତେବେ ସୁପ୍ରିମ କୋର୍ଟରୁ ସେ…
ଅଧିକ ଖବର ଦେଖନ୍ତୁ...

୪୯ ବର୍ଷ ହେବ ଲୁଣ ଖାଇ ନାହାନ୍ତି ବିଜେପିର ଏହି ବରିଷ୍ଠ ନେତା

ରାୟପୁର: ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ନନ୍ଦକୁମାର ସାଏ ଆଦିବାସୀଙ୍କୁ ମଦ ପିଇବା ଠାରୁ ଦୂରରେ ରଖିବା ଉଦ୍ଦେଶ୍ୟ ନେଇ ନିଜର ଉଦ୍ୟମ ଜାରି ରଖିଛନ୍ତି। ସେ ଏହି ଲକ୍ଷ୍ୟକୁ ପୂରା କରିବା ପାଇଁ ଗତ ୪୯ ବର୍ଷ ହେବ ଲୁଣର ସ୍ୱାଦ ମଧ୍ୟ ଚାଖି ନାହାନ୍ତି। ଆଦିବାସୀ ନେତା ସାଏ ଅବିଭକ୍ତ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରରୁ ଆଣିଥିବା ଖଣ୍ଡ ଓ ଉଲକାପିଣ୍ଡରୁ ବନିଲା ଆଇଫୋନ୍‌

ନୂଆଦିଲ୍ଲୀ: ଆପେଲ ସେପ୍ଟେମ୍ବରରେ ଆଇଫୋନ୍‌ ୧୧ ଲଞ୍ଚ କରିବାକୁ ଯାଉଛି। କିନ୍ତୁ କଷ୍ଟମାଇଜଡ ଓ ମହଙ୍ଗା ଆଇଫୋନ୍‌ ବନାଉଥିବା ଲଗ୍‌ଜରୀ ବ୍ରାଣ୍ଡ Caviar ଏହାର ଲଞ୍ଚ ପୂର୍ବରୁ ନୂଆ ଫ୍ଲାଗ୍‌ସିପ୍‌ର କଷ୍ଟମାଇଜଡ ଭର୍ସନ ପ୍ରସ୍ତୁତ କରିଛି। ଏହି ନୂଆ ଡିଭାଇସ୍‌ ପ୍ରୋଟୋଟାଇପ୍‌ ଉପରେ ଆଧାରିତ।…
ଅଧିକ ଖବର ଦେଖନ୍ତୁ...

୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର : ୨ ବର୍ଷ ପୂର୍ବରୁ ଲକ୍ଷ୍ୟ ହାସଲ କରିବାକୁ ସରକାରଙ୍କ ଦୃଢୋକ୍ତି

ନୂଆଦିଲ୍ଲୀ : ସରକାର ୨୦୨୨ ସୁଦ୍ଧା ଦେଶର ସମସ୍ତଙ୍କୁ  ପକ୍କାଘର ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ସରକାର ୨ ବର୍ଷ ପୂର୍ବରୁ ଅର୍ଥାତ ୨୦୨୦ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିନେବେ ବୋଲି କେନ୍ଦ୍ର  ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରୀ ହରିଦୀପ ସିଂ ପୁରୀ କହିଛନ୍ତି । ଏଠାରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...