Daily Archives

August 22, 2019

ଭିସୁଟ୍‌ ଛାତ୍ରଙ୍କୁ ରାଗିଂ ଭିଡ଼ିଓ ଭାଇରାଲ ଘଟଣା: ବର୍ଷେ ଯାଏଁ ପରୀକ୍ଷା ଦେଇପାରିବେନି ୧୦ ଛାତ୍ର

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ କ୍ରତୁ ଛାତ୍ରାବାସର ଦ୍ଵିତୀୟ ବର୍ଷ ବିଟେକ୍‌ ଛାତ୍ରଙ୍କୁ ରାଗିଂ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ଓ ଆଣ୍ଟିଂ ରାଗିଂ କମିଟି ଗୁରୁବାର…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ପୁରୁଷ ସହ ଫେରାର ହେଲେ ବିବାହିତ ମହିଳା, କାବୁ କରି ମୁହଁ କଳା କରିବା ସହ ଜୋତା ମାଳ ପିନ୍ଧାଇ ବୁଲାଇଲେ ଗାଁ ଲୋକେ

କରନାଲ : ହରିୟାଣାର କର୍‌ନାଲରେ ଜଣେ ବିବାହିତ ମହିଳା ଅନ୍ୟ ପୁରୁଷ ସହ ଅବୈଧ ସଂପର୍କ ରଖି ଫେରାର ହେବା ପରେ ଗାଁ ଲୋକେ ସେମାନଙ୍କ ସହ ଯେଉଁ ଭଳି ଭାବରେ ବ୍ୟବହାର କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମହିଳାଜଣଙ୍କ ଦଳିତ ଯୁବକଙ୍କ ସହ ଫେରାର ହୋଇଥିବାରୁ ଗାଁ ଲୋକେ ଦୁହିଁଙ୍କୁ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ସମର୍ଥନରେ ବାହାରିଲେ କଙ୍ଗନା, ପାକିସ୍ତାନକୁ ଦେଲେ କଡ଼ା ଜବାବ

ମୁମ୍ବାଇ : ଜଣେ ପାକିସ୍ତାନୀ ମହିଳାଙ୍କୁ ଉଚିତ୍‌ ଜବାବ ଦେଇଥିବାରୁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କ ଜବାବ ଶୁଣି ପାକିସ୍ତାନୀ ମହିଳାଜଣଙ୍କ ରାଗିଯିବା ସହ ପ୍ରିୟଙ୍କାଙ୍କୁ ନେଇ ବିବାଦୀୟ ମତ ରଖିବା ଆରମ୍ଭ କରି ଦେଇଥିଲେ । ଏମିତିକି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଓଏଏସ୍‌ ସ୍ତରରେ ଅଦଳ ବଦଳ: ବରଗଡ଼ ଜିଲ୍ଲାପାଳ ହେଲେ ଜ୍ୟୋତିରଞ୍ଜନ ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ରାଜ୍ୟ ସରକାର ଗୁରୁବାର ଅଦଳ ବଦଳ କରିଛନ୍ତି। ବରଗଡ଼ ଜିଲ୍ଲାପାଳ ଭାବେ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ମିଳିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ସରୋଜ ସାମଲଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ଇନ୍ଦ୍ରମଣି…
ଅଧିକ ଖବର ଦେଖନ୍ତୁ...

ପୁଲିସର ବର୍ବରତା : ବିଚ୍‌ ରାସ୍ତାରେ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ପୁଲିସକର୍ମୀ

କାନୁପର : ଉତ୍ତରପ୍ରଦେଶର କାନପୁରରେ ପୁଲିସ କରିଥିବା ବର୍ବରତାକୁ ନେଇ ଏବେ ଲୋକେ ନିନ୍ଦା କରିବା ଆରମ୍ଭ କରିଛନ୍ତି । ଜଣେ ମହିଳାଙ୍କୁ ବିଚ୍‌ ରାସ୍ତାରେ ଘୋଷଡ଼ି ଘୋଷାଡ଼ି ପୁଲିସ ପିଟୁଥିବାର ଦୃଶ୍ୟ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିଛି । ମହିଳାଙ୍କୁ ସୁରକ୍ଷା ଦେବାକୁ ଥିବା ପୁଲିସକର୍ମୀଙ୍କ…
ଅଧିକ ଖବର ଦେଖନ୍ତୁ...

ଭିସୁଟ୍‌ ଛାତ୍ରଙ୍କୁ ରାଗିଂ ଭିଡ଼ିଓ ଭାଇରାଲ ଘଟଣା: କୁଳପତି କହିଲେ- ତଦନ୍ତ ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ବେଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ କ୍ରତୁ ଛାତ୍ରାବାସର ଦ୍ଵିତୀୟ ବର୍ଷ ବିଟେକ୍‌ ଛାତ୍ରଙ୍କୁ ରାଗିଂ କରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଖୋଦ୍‌ କୁଳପତି ପ୍ରଫେସର ଅଟଳ ଚେଧୁରୀ,…
ଅଧିକ ଖବର ଦେଖନ୍ତୁ...

ଡେଟିଂକୁ ନେଇ ହେଉଥିବା ଚର୍ଚ୍ଚାକୁ ବନ୍ଦ କରିବା ପାଇଁ ଅନୁଷ୍କାଙ୍କୁ ଅଜବ ଉପଦେଶ ଦେଲେ ପ୍ରଭାସ

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ହେଉଥିବା ଚର୍ଚ୍ଚା ଅନେକ ପୁରୁଣା । ଫିଲ୍ମ ବାହୁବଳୀରେ ଏକା ସାଙ୍ଗରେ କାମ କରିବା ପରଠାରୁ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏମିତିକି ପ୍ରଭାସ ଅନୁଷ୍କାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜେଜେ ଅଦାଲତରେ ଚୌକିଦାର, ବାପା ବିଚାରପତିଙ୍କ ଗାଡ଼ି ଚାଳକ, ଏବେ ପୁଅ ବିଚାରପତି ବନି ସୃଷ୍ଟି କଲେ ଉଦାହରଣ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଜବଲପୁରରେ ଜଣେ ୨୬ବର୍ଷୀୟ ଯୁବକ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଜିଲ୍ଲା ବିଚାରପତି ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ଏବେ ସେ ବିଚାରପତି ବନିବାକୁ ଯାଉଥିବା ବେଳେ ତାଙ୍କ ସଂଘର୍ଷ ଏବେ ସମସ୍ତଙ୍କୁ ପ୍ରେରଣା ଦେଇଛି । ନିଜ ବାପାଙ୍କ ସ୍ୱପ୍ନ ପୂରଣ କରି ଚେତନ…
ଅଧିକ ଖବର ଦେଖନ୍ତୁ...

୬ଟି ଏୟାରପୋର୍ଟରେ ଏୟାର ଇଣ୍ଡିଆକୁ ଇନ୍ଧନ ଯୋଗାଣ ବନ୍ଦ

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ବିମାନସେବା କମ୍ପାନି ଏୟାର ଇଣ୍ଡିଆକୁ ଇନ୍ଧନ ଦେବାକୁ ମନା କରିଦେଇଛନ୍ତି ତୈଳମାର୍କେଟିଂ କମ୍ପାନି । ପୂର୍ବ ବକେୟା ଥିବାରୁ ୬ଟି ଏୟାରପୋର୍ଟ କୋଚି, ପୁଣେ, ପାଟଣା, ରାଞ୍ଚି, ଭାଇଜାଗ ଓ ମୋହାଲିରେ ଏୟାରଇଣ୍ଡିଆ ବିମାନରେ ଇନ୍ଧନ ଭରିବାକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣ ଊର୍ଜା ଓ ପ୍ରେରଣାରେ ଭରି ରହିବେ। ବହୁ ଦିନରୁ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହୋଇପାରେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...