Daily Archives

January 19, 2020

ଭଦ୍ରକ: ଶିଳ୍ପ ନାଁରେ ପଡ଼ିଆ ପଡ଼ିିଛି ୨୫୦ ଏକର ଜମି, ନିର୍ମାଣ ହେଲାନି କାରଖାନା

ଭଦ୍ରକ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ବର୍ଷ ହେବ ଘୋଷଣା କରିଆସୁଛନ୍ତି ଯେ, ଭଦ୍ରକକୁ ଶିଳ୍ପ ସମୃଦ୍ଧ କରାଯିବ। ଏଥି ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି। ମାତ୍ର ବର୍ଷ ବର୍ଷ ଧରି ଶିଳ୍ପ ନାଁରେ ୨୫୦ ଏକର ଜମି ପଡ଼ିଆ ପଡ଼ିଥିଲେ ବି ଏଠାରେ କାରଖାନା ନିର୍ମାଣ ହୋଇପାରୁ ନାହିଁ। ଫଳରେ…
ଅଧିକ ଖବର ଦେଖନ୍ତୁ...

ଆରତି ଦେବୀ ହତ୍ୟା ଘଟଣା: ପତ୍ନୀହନ୍ତା ସମେତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର: ବହୁଚର୍ଚ୍ଚିତ ସମ୍ବଲପୁର ଜିଲ୍ଲା ସାକ୍ଷୀପଡ଼ା ବାହାଲପଡ଼ାର ଆରତି ଦେବୀ(୨୦) ହତ୍ୟା ଘଟଣାରେ ଗିରଫ ହୋଇଥିବା ପତ୍ନୀହନ୍ତା କୁନାଲ ଯାଦବ(୨୪) ସମେତ ମୋଟ ୫ ଜଣଙ୍କୁ ମହିଳା ଥାନା ପୁଲିସ୍‌ ରବିବାର କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନେ ହେଲେ ଧନୁପାଲି ଥାନା ସାକ୍ଷୀପଡ଼ାରେ…
ଅଧିକ ଖବର ଦେଖନ୍ତୁ...

ମୁଣ୍ଡବିନ୍ଧା ହେଉଥିଲେ ଘରେ ଆପଣାନ୍ତୁ ଏହି ତୁଟୁକା ଉପଚାର

ବ୍ୟସ୍ତ ଜୀବନଶୈଳୀ ଏବଂ ଖାଦ୍ୟରେ ଅନିୟମିତତା କାରଣରୁ ଅନେକ ସମୟରେ ଆମରେ ମୁଣ୍ଡବିନ୍ଧା ହୋଇଥାଏ । ତେବେ ଏଥିପାଇଁ ବଜାରରେ ମିଳୁଥିବା ମେଡିସିନ ବ୍ୟବହାର ନକରି ଘରୋଇ ଉପାୟରେ ଏହାକୁ ଆପଣ ଦୂରେଇ ପାରିବେ । କାରଣ ମୁଣ୍ଡବିନ୍ଧା ଭଳି ସମସ୍ୟା ପାଇଁ ସବୁବେଳେ ମେଡ଼ିସିନ ବ୍ୟବହାର କରିବା ବୃକକ…
ଅଧିକ ଖବର ଦେଖନ୍ତୁ...

ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ନେଇ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ : ଜଣେ ଗିରଫ, ୧ ଲକ୍ଷ ୩୦ ହଜାର ଟଙ୍କା ଜବତ

ବସ୍ତା : ଗୋଟିଏ ପଟେ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲା ରବିବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଚାଲିଥିବା ବେଳେ ଅନ୍ୟ ପଟେ ଏହାକୁ ନେଇ ସରଗରମ୍‌ ହୋଇଉଠିଛି ସଟ୍ଟା ବଜାର। ବିଶ୍ୱ  କ୍ରିକେଟ୍‌ର ଦୁଇ ମହାରଥୀଙ୍କ ମଧ୍ୟରେ ଖେଳାଯାଉଥିବା…
ଅଧିକ ଖବର ଦେଖନ୍ତୁ...

୨ ଲକ୍ଷ ଟଙ୍କିଆ ଫ୍ୟାନ, ଆପଣଙ୍କ କଥାରେ ବୁଲିବ-ଚୁପ କହିଲେ ଅଟକିଯିବ

ନୂଆଦିଲ୍ଲୀ: ଫିଚର ଫୋନ ପରେ ଏବେ ଆମେ ସମସ୍ତେ ସ୍ମାର୍ଟଫୋନକୁ ଆପଣାଉଛେ | କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏବେ ଏମିତି ଏକ ଫ୍ୟାନ ଆସିଯାଇଛି ଯାହା ଆପଣଙ୍କ କଥା ହିସାବରେ କାମ କରିବ | ଲକଜଏୟାର ନାମକ କମ୍ପାନୀ ଭାରତରେ ଏମିତି ଏକ ସ୍ମାର୍ଟ ଫ୍ୟାନ ଲଞ୍ଚ କରିଛି ଯାହାକି ଆଇଓଟି…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣୀ ଅଭିନେତ୍ରୀ ପ୍ରିୟାମଣିଙ୍କ ସହ ଫିଲ୍ମ ମୈଦାନରେ ନଜର ଆସିବେ ଅଜୟ ଦେବଗନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାଣାଜୀ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି | ଫିଲ୍ମଟି ଏ ଯାଏଁ ୧୪୫ କୋଟି ଟଙ୍କାର ଆୟ କରିସାରିଲାଣି | ଫିଲ୍ମରେ ଅଜୟ ଦେବଗନ, ସୈଫ ଅଲ୍ଲୀ ଖାନ, ଓ କାଜଲଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି | ଐତିହାସିକ ବିଷୟବସ୍ତୁରେ…
ଅଧିକ ଖବର ଦେଖନ୍ତୁ...

ଭାଲୁ କାମୁଡ଼ାରେ ବୃଦ୍ଧ ଗୁରୁତର, ଅନ୍ୟ ଜଣେ ବୃଦ୍ଧଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜୀବନ ପାଇଲେ ମୁରା ଯାନୀ

ଝରିଗାଁ: ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ବେଲଝରୀ ଗ୍ରାମର ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ମୁରା ଯାନୀ (୭୦) ଲହୁଲୁହାଣ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି…
ଅଧିକ ଖବର ଦେଖନ୍ତୁ...

ପ୍ରତିମାସରେ ରଦ୍ଦ ହେଉଛି ୮ ଲକ୍ଷ ଅନଲାଇନ ଟ୍ରେନ ଟିକଟ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟ ଯାତାୟାତ କରିବା ପାଇଁ ଟ୍ରେନ ଉପରେ ନିର୍ଭର କରିଥାନ୍ତି | କିନ୍ତୁ ଲୋକଙ୍କ ତୁଳନାରେ ଟ୍ରେନ ସଂଖ୍ୟା କମ ରହିଛି ଯେଉଁଥିପାଇଁ ପ୍ରତିମାସ ୮ ଲକ୍ଷ ଅନଲାଇନ ଟିକଟ ବାତିଲ କରିବାକୁ ପଡୁଛି ବୋଲି ଏକ ରିପୋର୍ଟରେ କୁହାଯାଇଛି | ମିଳିଥିବା ସୂଚନା ମୁତାବକ ଚଳିତ…
ଅଧିକ ଖବର ଦେଖନ୍ତୁ...

ମେରାଇନ ଡ୍ରାଇଭ: ଫ୍ଲପ ପ୍ରକଳ୍ପ କିଭଳି ସାଜିଥିଲା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ

ମୁମ୍ବାଇ: ମାୟାନଗରୀ ମୁମ୍ବାଇ | ମୁମ୍ବାଇକୁ ଯାଉଥିବା ପର୍ଯ୍ୟଟକ ଗେଟ ୱେ ଅଫ ଇଣ୍ଡିଆ, ଛତ୍ରପତି ଶିବାଜୀ ଟର୍ମିନାଲ ସହ ମେରାଇନ ଡ୍ରାଇଭକୁ ମଧ୍ୟ ବୁଲିବାକୁ ଯାଇଥାନ୍ତି | ବିଶାଳ କୋଠା ସହ ସମୁଦ୍ରର ଲହଡି ଏଠାକୁ ପର୍ଯ୍ୟଟକଙ୍କୁ ଟାଣିଆଣିଥାଏ | ଆଜି ଆମେ ଆପଣଙ୍କୁ ମେରାଇନ ଡ୍ରାଇଭ ବାବଦରେ…
ଅଧିକ ଖବର ଦେଖନ୍ତୁ...

ସମ୍ପର୍କ ରଖିବା ପରେ ୨୦ ଜଣ ନବବିବାହିତାଙ୍କୁ ହତ୍ୟା କରିଥିବା ସିରିୟଲ କିଲର ବାବଦରେ ଜାଣନ୍ତି କି ?

ବାଙ୍ଗାଲୋର: ଆପଣ ସିରିୟଲ କିଲରଙ୍କ ବାବଦରେ ଶୁଣିଥିବେ | କିନ୍ତୁ ଜାଣିଛନ୍ତି କି ଦକ୍ଷିଣ ଭାରତରେ ଏମିତି ଜଣେ ସିରିୟଲ କିଲର ଥିଲେ ଯେ କି ୨୦ ଜଣ ନବବିବାହିତାଙ୍କୁ ବିଷ ଦେଇ ମାରିଦେଇଥିଲେ | ସମ୍ପର୍କ ରଖିବା ପରେ ସାଇନାଇଡ଼ ଭଳି ମାରାତ୍ମକ ବିଷ ଦେଇ ହତ୍ୟା କରୁଥିବା ଏହି ହତ୍ୟାକାରୀକୁ…
ଅଧିକ ଖବର ଦେଖନ୍ତୁ...