Daily Archives

February 26, 2020

‘ଜମ୍ମୁ- କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ରହିଛି ଏବଂ ଭବିଷ୍ୟତରେ ମଧ୍ୟ କାଳ କାଳ ପାଇଁ ରହିବ’: ମିଳିତ…

ଜେନିଭା: ‘ଜମ୍ମୁ- କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା, ଆଜି ବି ରହିଛି ଏବଂ ଆଗାମୀ ଭବିଷ୍ୟତରେ ମଧ୍ୟ କାଳ କାଳ ପାଇଁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ’; ବୋଲି ଆଜି ମିଳିତ ଜାତିସଂଘ ମାନବାଧିକାର ପରିଷଦର ୪୩ତମ ଅଧିବେଶନରେ ବେଶ ସ୍ପଷ୍ଟ ଭାବେ ଘୋଷଣା କରିଛନ୍ତି ବୈଦେଶିକ…
ଅଧିକ ଖବର ଦେଖନ୍ତୁ...

ଫେରୁଛନ୍ତି ଡାଇମଣ୍ଡ ପ୍ରିନସେସ ଜାହାଜରେ ଥିବା ଭାରତୀୟ

ନୂଆଦିଲ୍ଲୀ : ଜାପାନର ୟାକାହାମା ବନ୍ଦରରେ ଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଥିବା ଭାରତୀୟ ମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଭାରତ ଫେରାଇ ଅଣାଯାଉଛି । ତେବେ କେବଳ ସଂକ୍ରମିତ ହୋଇନଥିବା ଭାରତୀୟମାନଙ୍କୁ ଫେରାଇ ଅଣାଯାଉଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧ ଦମ୍ପତିଙ୍କ ଠାରୁ ୧୬ ଭରି ସ୍ୱର୍ଣ୍ଣ ଅଳଙ୍କାର ଲୁଟ୍‌ ଅଭିଯୋଗ

ନବରଙ୍ଗପୁର: ଟାଉନ ଥାନା ଅନ୍ତର୍ଗତ ଦଶରାପଦା ଅଞ୍ଚଳର ବରିଷ୍ଠ ନାଗରିକ ପି.ଲକ୍ଷ୍ମଣ ରାଓ (୭୪) ଓ ତାଙ୍କ ସ୍ତ୍ରୀ ପି.ଜୟଲକ୍ଷ୍ମୀ(୭୦)ଙ୍କ ଠାରୁ ୧୬ ଭରି ସ୍ୱର୍ଣ୍ଣ ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧ ଦମ୍ପତି ଥାନରେ ପୁଲିସକୁ ଜଣାଇଛନ୍ତି। ସୂଚନା ଅନୁସାରେ ଲକ୍ଷ୍ମଣ ଓ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହିଂସା: ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଆପ୍ ନେତ‌ାଙ୍କୁ ଦାୟୀ କଲେ ପରିବାର ଲୋକେ

ନୂଆଦିଲ୍ଲୀ: ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷରେ ବୁଧବାର ସକାଳେ ଚାନ୍ଦବାଗ ଅଞ୍ଚଳରୁ ଜଣେ ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ ଅଧିକାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ମିଳିଥିଲା। ମଙ୍ଗଳବାର ରାତିରେ ଉତ୍ତ୍ୟକ୍ତ ଲୋକଙ୍କ ଟେକାପଥର ମାଡ଼ରେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ…
ଅଧିକ ଖବର ଦେଖନ୍ତୁ...

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ, ମାର୍ଚ୍ଚ ୧୧ରୁ ୨ୟ ପର୍ଯ୍ୟାୟ

ଭୁବନେଶ୍ୱର : ଗତ ଫେବ୍ରୁଆରୀ ୧୪ରୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ବୁଧବାରଦିନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି । ମାର୍ଚ୍ଚ ୧୧ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ବଜେଟ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟସ୍‌ ଆପ୍‌ ଗ୍ରୁପ୍‌ରୁ ସାଙ୍ଗମାନେ ବାହାର କରିଦେବାରୁ ସାମ୍ବାଦିକ ଛାତ୍ର କଲେ ଆତ୍ମହତ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗମାନେ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରୁ ବାହାର କରି ଦେବାରୁ ଜଣେ ୧୮ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତଛାତ୍ର ସାମ୍ବାଦିକତା ପାଠ୍ୟକ୍ରମରେ ପଢ଼ୁଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ନାମୁନି ନାମକ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ : ଦଙ୍ଗା ପ୍ରପୀଡ଼ିତ ଅଞ୍ଚଳରେ ଖାଦ୍ୟ ଓ ଜରୁରୀ ସାମଗ୍ରୀ ଦର ଆକାଶଛୁଆଁ

ନୂଆଦିଲ୍ଲୀ : ଦିଲ୍ଲୀର ଦଙ୍ଗା ପ୍ରପୀଡ଼ିତ ଅଞ୍ଚଳରେ ଦିଲ୍ଲୀ ପୁଲିସ ୧୪୪ ଧାରା ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଲାଗୁ କରିଛି । ଦଙ୍ଗା ରୋକିବାକୁ ପୁଲିସ ଜାଫରାବାଦ, ମୌଜପୁର, ବାବରପୁର, ନୂରଇଲାହୀ ଆଦି ସ୍ଥାନରେ ଫ୍ଲାଗମାର୍ଚ୍ଚ କରୁଛି । ଅନ୍ୟପକ୍ଷରେ ଏସବୁ ଅଞ୍ଚଳରେ ରହୁଥିବା ଲୋକମାନେ ଭୀଷଣ…
ଅଧିକ ଖବର ଦେଖନ୍ତୁ...

ହିଂସା ପାଇଁ ଦିଲ୍ଲୀରେ ସିବିଏସଇ ପରୀକ୍ଷା ବାତିଲ୍, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଲେ; ହିଂସା ପାଇଁ ‘ଆପ୍’ ନୁହେଁ…

ନୂଆଦିଲ୍ଲୀ: ଗତ ୩ଦିନ ଧରି ଦିଲ୍ଲୀରେ ହିଂସା ଲାଗି ରହିଥିବାରୁ ପରିସ୍ଥିତିକୁ ଦେଖି ଫେବ୍ରୁଆରି ୨୭ରେ ଥିବା ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସଇ) ପରୀକ୍ଷାକୁ ବାତିଲ କରାଯାଇଛି। ଫେବ୍ରୁଆରି ୨୫ ଏବଂ ଫେବ୍ରୁଆରି ୨୬ରେ ଥିବା ପରୀକ୍ଷାକୁ ମଧ୍ୟ ହିଂସା କାରଣରୁ ବାତିଲ…
ଅଧିକ ଖବର ଦେଖନ୍ତୁ...

ପୁଣି ଜଣେ ବ୍ରେନ୍‌ ଡେଡ୍‌ ବ୍ୟକ୍ତିଙ୍କ କିଡନି ବଞ୍ଚିଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବା ପାଇଁ ଉଦ୍ୟମ ଆରମ୍ଭ

ଭୁବନେଶ୍ୱର: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ପାଦ ଆଗକୁ ଅଗ୍ରସର ହେଉଥିବା ପରିଲକ୍ଷିତ ହେଉଛି। ରାଜ୍ୟର ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ମୃତ (ବ୍ରେନ୍‌ ଡେଡ୍‌) ଜଣେ ରୋଗୀଙ୍କ ଶରୀରରରୁ କିଡନି ବାହାର କରାଯିବା ପ୍ରକ୍ରିୟା ଚାଲିଛି। ସଂପୃକ୍ତ ମୃତ…
ଅଧିକ ଖବର ଦେଖନ୍ତୁ...