Daily Archives

March 15, 2020

ଲାଇଭ୍ ସୋ’ରେ ଭୁଲ ଇଂରାଜୀ ଶବ୍ଦ କହି ସୋସିଆଲ ମିଡିଆରେ ଟ୍ରୋଲ ‌ହେଲେ ପାକିସ୍ତାନୀ ଖବର ଉପସ୍ଥାପିକା

ନୂଆଦିଲ୍ଲୀ: ପାକିସ୍ତାନୀ ନ୍ୟୁଜ୍ ମିଡିଆର ଅନେକ ଭିଡିଓ ପୂର୍ବରୁ ଭାଇରାଲ ହୋଇଛି। ଲାଇଭ୍ ସୋ’ରେ ଖବର ଉପସ୍ଥାପିକା-ଉପସ୍ଥାପକମାନେ କରୁଥିବା ‌ଭୁଲ ପାଇଁ ସେମାନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି। ଏବେ ପୁଣି ଜଣେ ଖବର ଉପସ୍ଥାପିକା ଲାଇଭ୍ ସୋ’ରେ ଭୁଲ ଇଂରାଜୀ କହିଥିବାରୁ…
ଅଧିକ ଖବର ଦେଖନ୍ତୁ...

ଜବତ ଟ୍ରକକୁ ମିଥ୍ୟା ପ୍ରଦୂଷଣ ପ୍ରମାଣପତ୍ର: ଏଜେନ୍‌ସିର ଚୁକ୍ତି ପ୍ରମାଣପତ୍ରକୁ ବାତିଲ୍‌ କଲେ ଆରଟିଓ

ରାୟଗଡ଼ା: ଜବତ ଟ୍ରକକୁ ମିଥ୍ୟା ପ୍ରଦୂଷଣ ପ୍ରମାଣପତ୍ର ଦେବା ଅଭିଯୋଗରେ ରାୟଗଡ଼ା ମା’ ମଝିଘରିଆଣି ମୋବାଇଲ୍‌ ପ୍ରଦୂଷଣ ଟେଷ୍ଟିଂ ଏଜେନ୍‌ସିର ଚୁକ୍ତି ପ୍ରମାଣପତ୍ରକୁ ୩ ମାସ ପାଇଁ ବାତିଲ୍‌ କରିଛନ୍ତି ଜିଲ୍ଲା ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳାଇ। ଏଥି ସହିତ ସଂପୃକ୍ତ ଏଜେନ୍‌ସିର ଆଇଡ଼ି…
ଅଧିକ ଖବର ଦେଖନ୍ତୁ...

ମାଇଗ୍ରେନରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ

ଆଜିକାଲିର କାର୍ଯ୍ୟବ୍ୟସ୍ତତା ପାଇଁ ଲୋକମାନେ ନିଜ ଉପରୁ ନଜର ହଟାଇ ଦେଉଛନ୍ତି । କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । କିନ୍ତୁ କିଛି ଲୋକ ଏହାକୁ ସାମାନ୍ୟ ଭାବି ଅଣଦେଖା କରିବାରୁ ଏହା ଧିରେ ଧିରେ ଭୟଙ୍କର ରୂପ ନେଉଛି । ପ୍ରତିଦିନର…
ଅଧିକ ଖବର ଦେଖନ୍ତୁ...

ଜୀବନ ହାରିଲେ ପ୍ରେମ ସଂପର୍କକୁ ନେଇ ଅବସାଦଗ୍ରସ୍ତ ଥିବା ଡାକ୍ତର

ହାଇଦ୍ରାବାଦ: ଅବସାଦଗ୍ରସ୍ତ ଥିବା ଜଣେ ଡାକ୍ତର ଶୁକ୍ରବାର ଦିନ ହାଇଦ୍ରାବାଦସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁର ଗୋଟିଏ ଦିନ ପରେ ଶନିବାର ଦିନ ଡାକ୍ତରଙ୍କ ମୃତଦେହ ମିଳିଥିବା ଜଣା ପଡ଼ିଛି। ମୃତକଙ୍କ ନାମ ଦଶାରାପୁ ସୁଭାଷ ବୋଲି ଚିହ୍ନଟ କରିଛି ପୁଲିସ। ଶନିବାର ଦିନ ଡାକ୍ତର…
ଅଧିକ ଖବର ଦେଖନ୍ତୁ...

ନିଜ ବାପାଙ୍କ ଭଳି ଜୀବନସାଥୀ ଚାହୁନାହାନ୍ତି ଆଲିଆ ଭଟ୍ଟ!

ମୁମ୍ବାଇ: ନିଜର ଫିଲ୍ମ ଏବଂ ପ୍ରେମ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ପ୍ରଥମେ ତାଙ୍କ ଅଭିନୟକୁ ଲୋକେ ପସନ୍ଦ କରୁ ନଥିବା ବେଳେ ଧିରେ ଧିରେ ସେ ନିଜ ଫିଲ୍ମ ଏବଂ ଫିଲ୍ମର କାହାଣୀ ଜରିଆରେ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ। ଏବେ…
ଅଧିକ ଖବର ଦେଖନ୍ତୁ...

୨୬ ଦାଦନ ଶ୍ରମିକ ଉଦ୍ଧାର, ୩ ଜଣ ଅଟକ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଇକ କତରା ଗ୍ରାମରୁ ୨୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ପୁଲିସ ଦାଦନ ଚାଲାଣ ଘଟଣାରେ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ବସ ଯୋଗେ ଗୁଣୁପୁର ଗୁଡାରି ଚାଲାଣ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ପାରମ୍ପରିକ ପୋଷାକ ପିନ୍ଧି ଥିବାରୁ ରେସ୍ତୋରାଁ ଭିତରକୁ ପ୍ରବେଶ କରାଇବାକୁ ଦେଲେ ନାହିଁ ଯୁବକ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ତାଙ୍କ ପିନ୍ଧା ପୋଷାକ ଯୋଗୁଁ ଏକ ରେସ୍ତୋରାଁରେ ପ୍ରବେଶ କରାଇ ଦିଆଯାଇ ନଥିଲା। ପରେ ଅନୁମତି ନ ମିଳିବାରୁ ସେ ସୋସିଆଲ ମିଡିଆରେ ଏ ନେଇ ଏକ ଭିଡିଓ ଜାରି କରିଥିଲେ। ନିଜ ସୋସିଆଲ ମିଡିଆ ପୋଷ୍ଟରେ ମହିଳା ଅଭିଯୋଗ କରିଥିଲେ ଯେ, ଦକ୍ଷିଣ ଦିଲ୍ଲୀର ଏକ ରେସ୍ତୋରାଁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଚୋରି କରି ଠିକା ସଂସ୍ଥା ଗଣିବ ୩ ଲକ୍ଷ ୯୫ ହଜାର ଟଙ୍କାର ତଣ୍ଡ

ବୌଦ୍ଧ : ସଂଶୋଧିତ ପରିବହନ ଆଇନ ଉଲଂଘନ କରିଥିବା ଘରୋଇ ବସକୁ ବୌଦ୍ଧ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ  ୭ଲକ୍ଷରୁ ଅଧିକ ଫାଇନ ପକାଇବା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ସର୍ବାଧିକ ଫାଇନ ପକାଇବା ଧାରାକୁ ଅପଣେଇଛି ସାଉଥ-କୋ ବୌଦ୍ଧ ଡିଭିଜନ। ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରିଥିବା ଏକ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼: ଥାନା ଆଗରେ ଧାରଣା ପରେ ଅଭିଯୁକ୍ତକୁ ଧରିଲା ପୁଲିସ

ଅନୁଗୁଳ: ଆଜି ଅନୁଗୁଳ ଥାନା ଅଙ୍ଗାରବନ୍ଧ ଗାଁରୁ ବାକି ଥିବା ବିଦ୍ୟୁତ ବିଲ ଆଦାୟ ବେଳେ ଜଣେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଆକ୍ରମଣ ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଅଙ୍ଗାରବନ୍ଧ ଗାଁର ସୁଶାନ୍ତ ଦାସଙ୍କ ପୁରୁଣା ବକେୟା ଥିବା ଟଙ୍କାକୁ ପରିଶୋଷ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତି ଟ୍ରେନ୍‌ ସମ୍ମୁଖରେ ସେଲ୍‌ଫି ନେବା କାଳ ହେଲା, ଜୀବନ ହାରିଲେ ଯୁବକ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ସମ୍ବଲପୁର: ଲେଭଲ କ୍ରସିଂ ପଡ଼ିଥିଲା। କିନ୍ତୁ ମାନିଲେନି। ଲେଭଲ କ୍ରସିଂ ପାର୍‌ କରି ଟ୍ରେନ୍‌ ଲାଇନ୍‌ ଉପରେ ବୁଲେଟ ଛିଡ଼ା କଲେ। ଆଉ ପଛରୁ ଆସୁଥିବା ମାଲଗାଡ଼ି ସହ ସେଲଫି ନେଉଥିଲେ। ଏହି ସମୟରେ ମାଲଗାଡ଼ି ତାଙ୍କୁ ଧକ୍କା ଦେଇ ପ୍ରାୟ ୫୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ହିଁ ଯୁବକଙ୍କ…
ଅଧିକ ଖବର ଦେଖନ୍ତୁ...