Daily Archives

March 25, 2020

ଅନୁଗୁଳ : ଲକ୍‌ଡାଉନ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ୨୪ ଜଣଙ୍କ ନାମରେ ମାମଲା ରୁଜୁ

ଅନୁଗୁଳ : କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ନିମନ୍ତେ ସରକାରଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ମାନୁ ନାହାନ୍ତି ଲୋକେ। ଲକ୍‌ଡାଉନ୍‌ ସମୟରେ ବହୁଲୋକ ତୀବ୍ରଗତିରେ ବାଇକ୍‌ରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ଅନୁଗୁଳ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୪ ଜଣଙ୍କ ନାମରେ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର : କରୋନା ମହାମାରୀକୁ ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜ ସାଂସଦ ପାଣ୍ଠିରୁ ୨୦ ଲକ୍ଷ ଟଙ୍କା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପ୍ରଦାନ କରିଛନ୍ତି। ଡାକ୍ତରଖାନା ଆଇସିୟୁ ପାଇଁ ଏକ ଭେଣ୍ଟିଲେଟର, ୧୦୦ଟି ଇନଫ୍ରା-‌ରେଡ୍‌ ଥର୍ମୋମିଟର ସହ ଡାକ୍ତରଖାନା…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ବେଳେ ଘରକୁ ବାହାରିଲେ ଦେବାକୁ ପଡିବ ଅଢ଼େଇ ଲକ୍ଷ ଟଙ୍କାର ଜରିମାନା

ରୋମ: ଇଟାଲୀରେ କରୋନା ସଂକ୍ରମଣ ହେତୁ ପ୍ରତିଦିନ ଶହ ଶହ ଲୋକଙ୍କ ମୃତ୍ୟୁ ହେତୁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ଚୀନ୍ ପରେ, ଇଟାଲୀ ହେଉଛି ସେହି ସହର ଯେଉଁଠାରେ ପ୍ରତିଦିନ ସର୍ବାଧିକ ମୃତ୍ୟୁ ଘଟୁଛି | ମଙ୍ଗଳବାର ଦିନ, ଇଟାଲୀରେ ଗୋଟିଏ ଦିନରେ ସର୍ବାଧିକ ୭୨୩ ଜଣଙ୍କର…
ଅଧିକ ଖବର ଦେଖନ୍ତୁ...

୨୧ ଦିନିଆ ଲକଡାଉନ : ଗୋପାଳପୁର ବନ୍ଦର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅଧୀନରେ ଆସୁଥିବାରୁ ଗୋପାଳପୁର ପୋର୍ଟସ୍ ଲିମିଟେଡ୍ (ଜିପିଏଲ୍)ରେ କାର୍ଯ୍ୟ ସ୍ୱାଭାବିକ ରହିଛି । ବର୍ଥରେ ମାଲ ପରିଚାଳନା ଜାରି ରହିଛି । କରୋନା-୧୯ ବ୍ୟାପିବାକୁ ରୋକିବା ଲାଗି ବନ୍ଦର ତରଫରୁ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ବଗିକୁ ବି କରିହେବ କରୋନା ହସ୍ପିଟାଲ, ଉପାୟ ଦେଲେ ଅମିତାଭ ବଚ୍ଚନ

ମୁମ୍ବାଇ: କରୋନା ପାଇଁ ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ଅନେକ ବଲିଉଡ ତାରକା ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ସୁପରଷ୍ଟାର ଅମିତାଭ ବଚ୍ଚନ କ୍ରମାଗତ ଭାବରେ କରୋନା ସମ୍ବଳିତ ସବୁ ସୂଚନା ସହ ଏହାକୁ ମୁକାବିଲା କରିବାର ଉପାୟ ମଧ୍ୟ ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବୈବାହିକ ଜୀବନ ସୁଖଦ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ବୃଷ: ନିଜ ଉପରେ ଭରସା ରଖନ୍ତୁ, ସଫଳତା ପାଇବେ। ଅଫିସରେ କାର୍ଯ୍ୟ ହାଲୁକା ହେବ। କବିମାନେ ନୂଆ କବିତା ରଚନା କରିବେ। ମିଥୁନ: କୌଣସି କଥାକୁ ନେଇ ମନ…
ଅଧିକ ଖବର ଦେଖନ୍ତୁ...

ଚା’ ପିଇଲେ କରୋନାରୁ ଆରୋଗ୍ୟ ମିଳିବା ଖବର ମିଥ୍ୟା; କହିଲା ପିଆଇବି

ନୂଆଦିଲ୍ଲୀ: ଚୀନର ଉହାନ୍‌ରେ କରୋନା ଭାଇରସ୍‌ କୋଭିଡ୍‌-୧୯ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଜିନ୍‌ସେଙ୍ଗ ନାମକ ଏକ ଆୟୁର୍ବେଦୀୟ ଚେରମୂଳିରେ ପ୍ରସ୍ତୁତ ଚା’ ଦିନକୁ ୩ କପ୍‌ ପିଇବାକୁ ଦିଆ ଯାଉଥିଲା, ଯାହାକି ଅନେକ ପରିମାଣରେ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା। No! There is no evidence to…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟକରି ଓଡ଼ିଆଙ୍କୁ ବିଦେଶରୁ ସଚେତନ କଲେ ଗଞ୍ଜାମର ଯୁବକ

ବ୍ରହ୍ମପୁର (ପ୍ରଦୀପ କିଶୋର ସାହୁ): ଭୟର ଏକ ନୂଆ ନାଁ କରୋନା। ଟିକିଏ କାଶ କି ଛିଙ୍କ ଶବ୍ଦରେ ଚମକି ପଡ଼ୁଛି ମଣିଷ। କରୋନା ଭୟରେ ସନ୍ତୁଳି ହେଉଛି ସାରା ମାନବ ସମାଜ। ସମଗ୍ର ବିଶ୍ବ ଅଟକିଯାଇଛି। ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସଚେତନତାର ବାର୍ତ୍ତା ପ୍ରଚାର କରିବାରେ ପ୍ରବାସୀ ଭାରତୀୟ ଓ…
ଅଧିକ ଖବର ଦେଖନ୍ତୁ...

ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର: ପ୍ରତି ୨୦ କିମି ବ୍ୟବଧାନରେ ଏକ ଢାବା ଓ ଗ୍ୟାରେଜ ଖୋଲା ରହିପାରିବ

ଭୁବନେଶ୍ୱର: ତାଲାବନ୍ଦ ସମୟରେ ମାଲ ପରିବହନକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ଆଜି ସବୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସରକାର ଉଲ୍ଲେଖ କରିଛନ୍ତି ଯେ, ପ୍ରତି ୨୦ କିଲୋମିଟରରେ ଗୋଟିଏ ଢାବା ଓ ଗ୍ୟାରେଜ ଖୋଲା ରହିବ । ସେହିପରି ଢାବାରେ କେବଳ ମାଲ ପରିବହନ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ କରୋନା ମୁକାବିଲା ନିମନ୍ତେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦେଲେ ୧କୋଟି ଟଙ୍କା

ବାରିପଦା: ମୟୂରଭଞ୍ଜରେ କରୋନା ମୁକାବିଲା ନିମନ୍ତେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନିଜ ସାଂସଦ ପାଣ୍ଠିରୁ ୧କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କ ସହିତ ଟେଲିଫୋନ୍ ଜରିଆରେ ଆଲୋଚନା କରି ସେ ଏହି ଅର୍ଥ ପ୍ରଦାନ କରିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି। Sasmit Patra…
ଅଧିକ ଖବର ଦେଖନ୍ତୁ...