Advertisment
Latest Posts
Advertisment
ଜିଲ୍ଲା
ନୌସେନା ଯୁଦ୍ଧ ଜାହାଜରେ ସେଲ୍ର ଲୁହା: ଆଇଏନ୍ଏସ୍ ‘ନିସ୍ତାର’ ଓ ‘ଅଜୟ’ ଲାଗିଛି ଜଟିଳ-ଗ୍ରେଡ୍ ଇସ୍ପାତ
ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍) ତା’ର ଅବଦାନ ଅବ୍ୟାହତ ରଖିଛି। ସ୍ଥଳ, ବାୟୁ ଓ ନୌସେନା ପାଇଁ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧାସ୍ତ୍ରରେ ଲାଗିଛି ସେଲ୍ର ଲୁହା। ତେବେ ସେଲ୍ର ଅନ୍ୟ ସମସ୍ତ ୟୁନିଟ୍ ଅପେକ୍ଷା ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ସିଂହଭାଗ ରହିଛି...
Gallery
ବାଣିଜ୍ୟ
ପେଟିଏମରୁ ସମାପ୍ତ ହେବ ଚୀନ କମ୍ପାନୀର ନିୟନ୍ତ୍ରଣ
ଦେଶର ପ୍ରସିଦ୍ଧ ଫିନ୍ଟେକ୍ କମ୍ପାନୀ ପେଟିଏମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି | ବାସ୍ତବରେ ଚୀନର ଆଣ୍ଟ ଗ୍ରୁପ ପେଟିଏମରେ ଥିବା ଏହାର ଅଂଶଧନ ବିକ୍ରି କରିବାକୁ ଯାଉଛି।
ଅପରାଧ
‘ରୁଫ୍ ଟପ୍ ଲଣ୍ଡନ’ ମାଲିକ ଗିରଫ: ମହିଳା ସରକାରୀ କର୍ମଚାରୀଙ୍କ ସହ ଶାରୀରିକ ସମ୍ପର୍କ ରଖି ୪୦ ଲକ୍ଷ ଠକେଇ, ଟଙ୍କା ମାଗିବାରୁ ତଣ୍ଟି ଚିପି ହତ୍ୟା ଉଦ୍ୟମ
କଟକର ଏକ ସରକାରୀ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଧୋକା ଦେଇ ଗିରଫ ହୋଇଛନ୍ତି ଜଣେ ହୋଟେଲ୍ ମାଲିକ। ତ୍ରିଶୂଳିଆରେ ଥିବା ‘ରୁଫ୍ ଟପ୍ ଲଣ୍ଡନ’ ହୋଟେଲ୍ ମାଲିକ ଏହି ମହିଳାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ସହିତ ୪୦ ଲକ୍ଷ ଟଙ୍କା ଠକି ନେଇଥିଲେ।
ମନୋରଞ୍ଜନ
ଏମିତି ବଦଳିଯାଇଥିଲା ସାମନ୍ଥାଙ୍କ କାହାଣୀ
ବେଳେବେଳେ ନିଜ ପରିଶ୍ରମ ସହ ଭାଗ୍ୟ ଏମିତି ସାଥ ଦେଇଥାଏ ଯେ ଜଣେ ସଫଳତାର ଶିଖରକୁ ଛୁଇଁଥାଏ |ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବାବଦରେ କହିବୁ ଦିନେ, ଯାହାଙ୍କ ପାଖରେ କେବେ ଖାଇବା ପାଇଁ ଟଙ୍କା ନଥିଲା, ଆଜି ସେ ନିଜେ କୋଟି କୋଟି ଟଙ୍କାର ମାଲିକାଣୀ।
ପୁନଶ୍ଚ ପୃଥିବୀ
‘ପରିବେଶ ପଞ୍ଚାୟତ ସମାଜ ପାଇଁ ଦିଗ୍ଦର୍ଶକ’
ପରିବେଶ ଆମ ସଂପତ୍ତି। କିନ୍ତୁ ଆମେ ପ୍ଲାଷ୍ଟିକ ବ୍ୟବହାର କରି ତାକୁ ନଷ୍ଟ କରୁଛୁ। ଗାଡ଼ି ଧୂଆଁରେ ବି ପରିବେଶ ନଷ୍ଟ ହେଉଛି। ପରିବେଶକୁ ବଞ୍ଚାଇବା ପାଇଁ ଗଛ ଲାଗୁଛି ସତ, କିନ୍ତୁ ଜଙ୍ଗଲ ହ୍ରାସ ସ୍ଥିତି ଉଦ୍ବେଗଜନକ।