ରାଜ୍ୟ
ପରମ୍ପରା ନାଁରେ ସାହି, ଗଳିକନ୍ଦିରେ ଜୁଆ ଖେଳ
କନ୍ଧମାଳ ଜିଲ୍ଲା ଜି ଉଦୟଗିରିରେ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା ଅନୁସାରେ କୁମାର ପୂର୍ଣ୍ଣିମାରେ ନୂତନ ପୋଷାକ ପରିଧାନ କରି ନିଜ ନିଜ ଇଷ୍ଟ ଦେବୀଙ୍କୁ ଆରାଧନା କରିବା ପୂର୍ଣ୍ଣ ଚାନ୍ଦକୁ ଦେଖି ଲିଆ ଫିଙ୍ଗିବା ସହ ଗୁରୁଜନମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ସହ ସୁସ୍ଵାଦ ଖାଦ୍ୟ ସହ ପିଠା ପଣା ମିଷ୍ଟାର୍ଣ ପ୍ରସ୍ତୁତ କରି ଘରେ ଘରେ ପର୍ଵ ପାଳନ କରାଯାଏ।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଭାରତର ଅଲଆଉଟ ହେବା ପରେ ଭୁଲ ସ୍ୱୀକାର କଲେ ରୋହିତ ଶର୍ମା
ଭାରତର ଏଭଳି ଲଜ୍ୟାଜନକ ସ୍କୋର ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଭୁଲକୁ ସ୍ୱୀକାର କରିଛନ୍ତି। ବେଙ୍ଗାଲୁରୁ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ ରୋହିତ ଶର୍ମା ନିଜେ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ।
ରାଜନୀତି
ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ନେତା ନୟାବ ସିଂ ସାଇନି
ଗୁରୁବାର ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପି ନେତା ନୟାବ ସିଂ ସାଇନି। ଗୁରୁବାର ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ଶୀର୍ଷ ପଦବୀରେ ସେ ଦ୍ବିତୀୟ ଥର ପାଇଁ ଅବସ୍ଥାପିତ ହୋଇଛନ୍ତି।
ଅପରାଧ
ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ଘଟଣା: ନ୍ୟାୟ ଦାବି କଲେ ଭଉଣୀ
୧୮ନଂ ଜାତୀୟ ରାଜପଥର ଅଜାଡ଼ିହ ଛକ ନିକଟରେ ଗତ ସୋମବାର ଭୋର ସକାଳୁ ବେତନଟୀ ଅଞ୍ଚଳର ଜନୈକ ଯୁବକ ଆଶୁତୋଷ ଔରଫ ବୁଡୁଙ୍କ କ୍ଷତାକ୍ତ ମୃତଦେହ ମିଳିଥିବା ବେଳେ ଗତକାଲି ଉକ୍ତ ମାମଲାରେ ଜଡିତ ବେତନଟୀ ଅଞ୍ଚଳର ୩ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି।
ମନୋରଞ୍ଜନ
ଲରେନ୍ସ ସହିତ ଜୁମ୍ କଲରେ କଥା ହେବାକୁ ଚାହେ: ସଲମାନଙ୍କ ପୂର୍ବ ପ୍ରେମିକା ସୋମି
ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ଅନେକ ବର୍ଷ ହେଲାଣି ହତ୍ୟା ଧମକ ଦେଇ ଆସୁଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ଜୁମ୍ କଲରେ କଥା ହେବାକୁ ଚାହୁଛନ୍ତି ସୋମି ଅଲି ।