Latest Posts
ରାଜ୍ୟ
ସବୁ ଦିନ ପରି ଘର ଆଗରେ ବସିଥିଲେ ମହିଳା; ସୁନା ଚେନ୍ ଝାମ୍ପିନେଲା ଦୁର୍ବୃତ୍ତ
ଲୁଟେରାମାନେ ଅଭିନୟ ଉପାୟରେ ଲୁଟ୍ କରି ଫେରାର ହେଉଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନ ପରିବର୍ତ୍ତେ, ଜନବସତିସ୍ଥଳରୁ ଲୁଟ୍ କରୁଛନ୍ତି। ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଅଞ୍ଚଳରେ ଜଣେ ମହିଳା ନିଜ ଘର ସାମ୍ନାରେ ପ୍ରତିଦିନ ଭଳି ଆଜି ସକାଳୁ ମଧ୍ୟ ବସିଥିବା ବେଳେ ଲୁଟ୍ର ଶିକାର ହୋଇଛନ୍ତି।
ଜିଲ୍ଲା
ସୁନା ଅଳଙ୍କାର ଲୁଟି ନେଲେ: ସିସିଟିଭିରେ ଦୁର୍ବୃତ୍ତଙ୍କ କାରନାମା କଏଦ୍
ସ୍ଥାନୀୟ ନିମାପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ଘରୁ ଗୁରୁବାର ଭୋର ସମୟରେ କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି କରିଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି...
ଖେଳ
ଏମଆଇର ବୋଲିଂ କୋଚ ହେଲେ ପାରସ ମହମ୍ବ୍ରେ
ଆଇପିଏଲ୍ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି | ମୁମ୍ବାଇ ଦଳ ପାଇଁ ଏକ ନୂଆ ବୋଲିଂ କୋଚ୍ ନିଯୁକ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବତନ ଟିମ୍ ଇଣ୍ଡିଆର କୋଚ୍ ପାରସ୍ ମହମ୍ବ୍ରେଙ୍କୁ ଏକ ସୁଯୋଗ ଦେଇଛି।
ରାଜନୀତି
ଯୋଗୀଙ୍କ ସମେତ ୯ ନେତାଙ୍କ ସୁରକ୍ଷାରୁ ହଟିବେ ଏନଏସଜି ବ୍ଲାକ୍ କ୍ୟାଟ୍ କମାଣ୍ଡୋ
ଆତଙ୍କବାଦ ବିରୋଧୀ କାର୍ଯ୍ୟ ଉପରେ ଏନଏସଜି ଗୁରୁତ୍ବାରୋପ କରିବା ଉଚିତ୍ ବୋଲି କେନ୍ଦ୍ର ସରକାର ମତ ଦେଇଛନ୍ତି। ଭିଆଇପିମାନଙ୍କୁ ସୁରକ୍ଷା କରିବାର କାର୍ଯ୍ୟ ବ୍ଲାକ୍ କମାଣ୍ଡୋଙ୍କ ଉପରେ ଏକ ବୋଝ। ଖୁବ୍ ଶୀଘ୍ର ୪୫୦ ବ୍ଲାକ୍ କ୍ୟାଟ୍ କମାଣ୍ଡୋଙ୍କୁ ଭିଆଇପି ସୁରକ୍ଷାରୁ ହଟାଇ ଦିଆଯିବ ବୋଲି ସରକାର କହିଛନ୍ତି...
ଅପରାଧ
ବଡ ଭାଉଜକୁ ହତ୍ୟା କରି ଚୋରି ହେବାର ଅଭିନୟ କଲା ସାନ ଯାଆ
ଉତ୍ତରପ୍ରଦେଶର ମୋରାଡାବାଦ ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ତାଙ୍କ ବଡ ଯାଆଙ୍କ ଗଳାକୁ କାଟି ହତ୍ୟା କରିଥିଲେ | ବାସ୍ତବରେ ସମଗ୍ର ବିଷୟ କାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ ଘଟିଛି |
ମନୋରଞ୍ଜନ
ସୁଶାନ୍ତଙ୍କ ଘରେ ରହୁଥିବା ଅଦା ଶର୍ମାଙ୍କ ପ୍ରତିକ୍ରିୟା
ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଘର ରହିଥିଲା ଖାଲି। ଏଠାରେ ରହିବାକୁ କେହି ରାଜି ହେଉ ନଥିଲେ। କିନ୍ତୁ ଦୀର୍ଘ ୪ବର୍ଷ ପରେ ଅଦା ଶର୍ମା ସୁଶାନ୍ତଙ୍କ ଘରକୁ ରହିବାକୁ ଆସିଛନ୍ତି।