Latest Posts
ରାଜ୍ୟ
ବେତିଆପଡା ଗାଁରେ ଚାଞ୍ଚଲ୍ୟ: ଜୀବନ ନେଲା ମହୁମାଛି
କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି | ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲ୍ରେ ଭର୍ତ୍ତି କରାଯାଇ ବର୍ତ୍ତମାନ ସୁସ୍ଥ ହୋଇ ଘରେ ଅଛନ୍ତି l
ଜିଲ୍ଲା
ବୃଦ୍ଧାଙ୍କୁ କଚାଡି ମାରିଲା ହାତୀ
ପରିସ୍ରା କରିବାକୁ ଆସି ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି।୬୧ ବର୍ଷୀୟ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡି କୁଳଡିହା ହାତୀ ମାରିଦେଇଛି। ବିଳମ୍ବିତ ରାତିରେ ହାତୀ ଏଭଳି କାଣ୍ଡ ଭିଆଇଛି...
ଖେଳ
ପନ୍ତ, ଗିଲ୍ଙ୍କ ଶତକ: ଭାରତ ସୁଦୃଢ଼
ପାଖାପାଖି ୬୩୪ ଦିନ ପରେ ଟେଷ୍ଟ୍ କ୍ରିକେଟ୍କୁ ଫେରି ଆବେଗ ଓ ଆତ୍ମବିଶ୍ବାସଭରା ଷଷ୍ଠ ଶତକରେ ଋଷଭ ପନ୍ତ (୧୦୯) ସମସ୍ତଙ୍କ ହୃଦୟ ଜିତିବାର ମାତ୍ର କିଛି ମିନିଟ୍ ପରେ କଳାତ୍ମକ ବ୍ୟାଟିଂ ପାଇଁ ପରିଚିତ ଶୁବମନ୍ ଗିଲ୍ (୧୧୯*) ପଞ୍ଚମ ଓ ପରାକ୍ରମୀ ଶତକ...
ରାଜନୀତି
ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନ: ଦିସାନାୟକେଙ୍କ ସ୍ଥିତି ସଦୃଢ଼
ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ୨୨ ଜିଲ୍ଲା ମଧ୍ୟରୁ ୭ ଜିଲ୍ଳାର ଫଳାଫଳ ଅନୁଯାୟୀ, ଏନପିପି ନେତା ୫୬ପ୍ରତିଶତ ଭୋଟ୍ ପାଇଥିବାବେଳେ ଅନ୍ୟ ଦୁଇ ପ୍ରାର୍ଥୀ ୧୯ପ୍ରତିଶତ ଭୋଟ୍ ପାଇଛନ୍ତି। ଦିସାନାୟକେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୫୦ ପ୍ରତିଶତରୁ ଅଧିକ ଭୋଟ୍ରେ ଜିତିବାର ଆଶା ରହିଛି...
ଅପରାଧ
ମେଜର ଓ ବାନ୍ଧବୀଙ୍କୁ ରାସ୍ତାରେ ଆକ୍ରମଣ ମାମଲା: ସକାଳେ ଗିରଫ ୭ ଇଂଜିନିୟରିଂ ଛାତ୍ରଙ୍କୁ ଜାମିନ
ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ପଥରଗାଡ଼ିଆ ରାସ୍ତାରେ ଆକ୍ରମଣ କରିଥିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ୭ ଇଂଜିନିୟରିଂ ଛାତ୍ରଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ମନୋରଞ୍ଜନ
ମଲୟାଲମ୍ ଚଳଚ୍ଚିତ୍ରରେ ଓଡ଼ିଶୀ ଗୀତ
ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଦେଶର ଅଗ୍ରଗଣ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ କେରଳ ଅନ୍ୟତମ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଲୟାଲି ସିନେମାର ଢେର୍ ପ୍ରାଧାନ୍ୟ ରହିଛି।