Latest Posts
ରାଜ୍ୟ
ଭରତପୁର ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ
ଭରତପୁର ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଯେହେତୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହୋଇସାରିଛି ଏବଂ କ୍ରାଇମବ୍ରାଞ୍ଚ୍ ମଧ୍ୟ ଏହାର ତଦନ୍ତ କରୁଛି। ତେଣୁ ତଦନ୍ତ ଘଟଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଓଡ଼ିଶା ହାଇକୋର୍ଟ।
ଜିଲ୍ଲା
ବାଲେଶ୍ଵରରେ ଅବିକା ୨୦୨୫ କ୍ୟାଲେଣ୍ଡର ସିଜିନ-୫ର ଅଡିସନ ଅନୁଷ୍ଠିତ ହୋଇଯାଇଅଛି
ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାର ଏବଂ ବାନ୍ଧକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୨୦ ମସିହାରୁ ଅବିକା ପ୍ରସ୍ତୁତ କରିଆସୁଛି ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର-"ଅବିକା କ୍ୟାଲେଣ୍ଡର" ।
ଖେଳ
୯୨ବର୍ଷର ରେକର୍ଡ ଭାଙ୍ଗିଲା: ପରାଜୟକୁ ଟପିଲା ଭାରତର ବିଜ
ନିଜ ଘରୋଇ ପଡ଼ିଆ ଚେପକ୍ରେ ଆର୍ ଅଶ୍ବିନ ଶତକ ହାସଲ ସହ ୬ ୱିକେଟ୍ ସଫଳତା ଅର୍ଜନ କରି ଭାରତକୁ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ୨୮୦ ରନ୍ର ବୃହତ୍ ବିଜୟ ଦେଇଛନ୍ତି।
ରାଜନୀତି
ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲେ; କେଜ୍ରିୱାଲ୍ଙ୍କ ଆସନ ଖାଲି ଛାଡ଼ିଲେ ଅତିଶୀ
ଦିଲ୍ଳୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ନିଜର ସମ୍ମାନ ଦେଖାଇ ତାଙ୍କ ଆସନରେ ବସିନାହାନ୍ତି ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ଅତିଶୀ। ରାମ-ଭରତଙ୍କ ସହ କଲେ ନିଜ କାହାଣୀର ତୁଳନା।
ଅପରାଧ
ଦୁଷ୍କର୍ମକାରୀ କବଳରୁ ଶିଶୁକୁ ଉଦ୍ଧାର କଲା ମାଙ୍କଡ଼
ଉତ୍ତରପ୍ରଦେଶର ଜଣେ ଯୁବକ ୬ ବର୍ଷର ଶିଶୁକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ମାଙ୍କଡ଼ଦଳ ଆସି ଉଦ୍ଧାର କରିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚର୍ଚ୍ଚାର ପରିସରରେ ରହିଛି ଘଟଣା।
ମନୋରଞ୍ଜନ
ପାକିସ୍ତାନୀ ଅଭିନେତାଙ୍କ ଫିଲ୍ମ ରିଲିଜ ନେଇ ଧମକ ଦେଲେ ରାଜ ଠାକରେ
ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଫିଲ୍ମକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଫିଲ୍ମ 'ଦି ଲିଜେଂଡ ଅଫ ମୌଲା ଜାଟ'କୁ ନେଇ ଆପତ୍ତି ଜଣାଇଛନ୍ତି।