ଭୁବନେଶ୍ବର: ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରେ ପୁଣି ନୂଆ ୩୭୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୦ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
Covid-19 Report For 8th September
New Positives Cases: 3748
In quarantine: 2210
Local contacts: 1538(Details of local contacts will be shared by concerned Dist Administration)
District Wise Cases
1. Angul: 57
2. Balasore: 103
3. Bargarh: 92
4. Bhadrak: 46
5. Balangir: 163— I & PR Department, Odisha (@IPR_Odisha) September 9, 2020
22. Mayurbhanj: 3
23. Nawarangpur: 121
24. Nayagarh: 69
25. Nuapada: 107
26. Puri: 387
27. Rayagada: 82
28. Sambalpur: 79
29. Sonepur: 124
30. Sundargarh: 157
31. State Pool: 176New Recovery: 2787
Cumulative Tested: 2226436
Positive: 135130
Recovered: 102185
Active Case: 32312— I & PR Department, Odisha (@IPR_Odisha) September 9, 2020
ଏବେ ରାଜ୍ୟରେ ମୋଟ୍ ୧୦୨୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨,୩୧୨ରେ ପହଞ୍ଚିିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୭୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।