‘ପାକିଜା’ ଅଭିନେତ୍ରୀ ଗୀତା କପୁରଙ୍କୁ  ଡାକ୍ତରଖାନାରେ ଏକା ଛାଡ଼ିଦେଲା ପୁଅ! ତାକୁ ଝୁରିଝୁରି ଅସହାୟ ଅବସ୍ଥାରେ…

ମୁମ୍ବାଇ : ପୁଅକୁ ଅପେକ୍ଷା କରି କରି ଆର ପାରିକୁ ଚାଲି ଯାଇଛନ୍ତି ଅଭିନେତ୍ରୀ ଗୀତା କପୁର । ମୁମ୍ବାଇରେ ଥିବା ଏସ୍‌ଆର୍‌ବି ଡ଼ାକ୍ତରଖାନାରେ ସକାଳ ୯ଟା ସମୟରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିବା  ଜଣାପଡ଼ିଛି । ଅଭିନେତ୍ରୀ ଗୀତା କପୁରଙ୍କ ବିୟୋଗ ପରେ ଏହି ଖବରକୁ ସମସ୍ତଙ୍କ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଜୀବନର ଶେଷ ସମୟରେ ଏହି ତିନି ସେଲିବ୍ରିଟିଙ୍କ ପାଖରେ ନ ଥିଲା ଚିକିତ୍ସା ପାଇଁ ଅର୍ଥ

କୁହାଯାଏ ମଣିଷ ଯେତେ ଶୀଘ୍ର ଉପରକୁ ଉଠିଥାଏ ସେତେ ଶୀଘ୍ର ତଳକୁ ଖସିଥାଏ । ବଲିଉଡ଼ରେ କିଛି କଳାକାର ଏମିତି ଅଛନ୍ତି ଯେଉଁମାନେ ଏକ ସମୟରେ ଲୋକାମାନଙ୍କ ମନରେ ରାଜ କରୁଥିଲେ । କିନ୍ତୁ ସେମାନଙ୍କ ଶେଷ ସମୟରେ ନିଜର ଚିକିତ୍ସା ପାଇଁ ବି ଟଙ୍କା ଯୋଗାଡ଼ କରିପାରି ନାହାନ୍ତି । ଶନିବାର ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଭିଡ଼ିଓ ବଦଳାଇଲା ଶିବାଙ୍ଗୀଙ୍କ ଜୀବନ: ୧୬ବର୍ଷରେ ଏଭରେଷ୍ଟ ଚଢ଼ି ରଚିଲେ ଇତିହାସ

ପାନିପତ୍‌ : ଗୋଡ଼ ନ ଥିଲେ ବି ଏଭରେଷ୍ଟ ଚଢ଼ି ଇତିହାସ ରଚିଥିଲେ ଅରୁଣିମା ସିହ୍ନା । ତାଙ୍କର ଏହି ଯାତ୍ରାର ଭିଡ଼ିଓ ଦେଖି ଏବେ ଜଣେ ନାବାଳିକା ସେପରି କାର୍ଯ୍ୟ କରି ଦେଖାଇଛନ୍ତି। ଅରୁଣିମାଙ୍କ ଭିଡ଼ିଓ ଦେଖିବା ପରେ ପୃଥିବୀର ଉଚ୍ଚତମ ଶୃଙ୍ଗରେ ପହଁଞ୍ଚିବା ପାଇଁ ନିଷ୍ପତି ନେଇଥିଲେ ସେ । ନିଜ…
ଅଧିକ ଖବର ଦେଖନ୍ତୁ...

ଏହି ସର୍ତ୍ତ ମାନିବା ପରେ ‘ରେସ୍‌-୩’ରେ ବବି ଦେଓଲଙ୍କୁ ମିଳିଥିଲା କାମ, ସଲମାନ ରଖିଥିଲେ ଏହି ସର୍ତ୍ତ

ମୁମ୍ବାଇ : ଏଇ କିଛି ମାସ ହେଲାଣି ‘ରେସ୍‌-୩’ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମର ଟ୍ରେଲର ରିଲିଜ ପରେ ଏବେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଫିଲ୍ମରେ ସଲମାନଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ବବି ଦେଓଲଙ୍କୁ ନେଇ ।…
ଅଧିକ ଖବର ଦେଖନ୍ତୁ...

ମୋ ପୁଅ ହେଲ୍‌ମେଟ୍‌ ପିନ୍ଧିଥିଲେ ଆଜି ଏ ଅବସ୍ଥା ହୋଇ ନଥାନ୍ତା ! ୫ ମାସ ହେଲା କୋମାରେ ଥିବା ପୁଅର ମା’ଙ୍କ କୋହାଭରା…

ଜଳନ୍ଧର୍‌ : "ମୋ ପୁଅ ହେଲ୍‌ମେଟ୍‌ ପିନ୍ଧିଥିଲେ ଆଜି ସେ ଏପରି ଅବସ୍ଥାରେ ନଥାନ୍ତା । ୧୬ଲକ୍ଷ ଟଙ୍କା ଏବଂ ଘର ବିକି ସାରିବା ପରେ ବି ସେ ଆଜି ଅଚଳ । ଏବେ ଆମେ କରଜ କରିବା ଅବସ୍ଥାକୁ ଆସି ଯାଇଛୁ । ୫ ମାସ ହେଲା ଆମ ଘରେ କେହି ଶାନ୍ତିରେ ଶୋଇ ନାହାନ୍ତି।" ଏପରି କହି ଜୋରରେ କାନ୍ଦି ପକାଇଥିଲେ…
ଅଧିକ ଖବର ଦେଖନ୍ତୁ...

କୁଆଡେ ଗଲେ କମେଡି କିଙ୍ଗ୍‌ କପିଲ ? ମାସେ ହେଲାଣି ଦେଖିବାକୁ ମିଳୁନାହାନ୍ତି !

ମୁମ୍ବାଇ : ଏଇ କିଛି ଦିନ ମଧ୍ୟରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଜୀବନରେ ଏମିତି କିଛି ଘଟି ଯାଇଛି ଯାହା ବିଷୟରେ ସେ ନିଜେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ଗୋଟେ ସମୟରେ ତାଙ୍କୁ କମେଡ଼ି କିଙ୍ଗ୍‌ କୁହାଯାଉଥିବା ବେଳେ ଏବେ ତାଙ୍କୁ ପରଦା ଉପରେ ଦର୍ଶକେ ଦେଖିବା ପାଇଁ ପାଉ…
ଅଧିକ ଖବର ଦେଖନ୍ତୁ...

ଟିଉସନ୍‌ ମ୍ୟାଡ଼ମ୍‌ଙ୍କ ଯୌନ ଲାଳସା : ଛାତ୍ର ସହ ରଖିଥିଲେ ଶାରୀରିକ ସଂପର୍କ, ଟିଉସନ୍‌ ବନ୍ଦ ହେବାରୁ ପିଇ ଦେଲେ ବିଷ

ଚଣ୍ଡିଗଡ଼ : ସାମ୍ନାକୁ ଆସିଛି ଜଣେ ଟିଉସନ୍‌ ମ୍ୟାଡ଼ମ୍‌ଙ୍କ ପ୍ରେମ କାହାଣୀ । ଅନ୍ୟ କାହା ସହ ନୁହେଁ , ବରଂ ନିଜ ଛାତ୍ରଙ୍କ ସହ ରଖିଥିଲେ ପ୍ରେମ ସଂପର୍କ । ପାଠ ନ ପଢ଼ାଇ ରଖୁଥିଲେ ଶାରୀରିକ ସଂପର୍କ । ପରୀକ୍ଷାରେ ନମ୍ବର କମ ଆସିବା ପରେ ବାହାରିଲା ସବୁ ସତ । ନମ୍ବର କମ ଆସିବାରୁ ଘର ଲୋକେ…
ଅଧିକ ଖବର ଦେଖନ୍ତୁ...

ଖୁସି ରହିବାକୁ ଚାହୁଁଥିଲେ ‘ଫେସ୍‌ବୁକ୍‌’ ରେ ଦିନକୁ ୨୨ ମିନିଟ୍‌ ଓ ଇନଷ୍ଟାଗ୍ରାମରେ ୨୬ ମିନିଟରୁ ଅଧିକ ସମୟ ଦିଅନ୍ତୁ…

ସ୍ମାର୍ଟଫୋନ୍‌ ଉପଭୋକ୍ତାମାନେ ତାଙ୍କର ମୋବାଇଲ୍‌ରେ ଯେଉଁ ସବୁ ଆପ୍ଲିକେସନ୍‌ ବ୍ୟବହାର କରୁଛନ୍ତି, ତାହା ବ୍ୟକ୍ତିକୁ ଖୁସି ଦେଉଛି ନା ନିରାଶା ଓ ଅବସାଦ ଆଡ଼କୁ ଟାଣିନେଉଛି ତାହା ଜାଣିବାକୁ ଯାଇ ମୋବାଇଲ୍‌ ଆପ୍‌ସର ମନିଟରିଙ୍ଗ୍‌ କରୁଥିବା ସଂସ୍ଥା ‘ମୋମେଣ୍ଟ୍‌’ ୨ ଲକ୍ଷରୁ ଅଧିକ ମୋବାଇଲ୍‌…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷ ପରେ ଏକ୍ସ ବୟଫ୍ରେଣ୍ଡ୍‌ ରଣବୀରଙ୍କ ସହିତ ନଜର ଆସିବେ ସୋନମ୍‌

ମୁମ୍ବାଇ: ମେ ୩୦ରେ ଅଭିନେତା ରଣବୀର କପୁର୍‌ଙ୍କ ଅଭିନୀତ ଫିଲ୍ମ ‘ସଂଜୁ’ର ଟ୍ରେଲର୍‌ ରିଲିଜ୍‌ ହେଉଛି। ଏହାସହିତ ନିର୍ଦ୍ଦେଶକ ରାଜ୍‌କୁମାର ହିରାନୀ ମଧ୍ୟ ଫିଲ୍ମ‘ସଂଜୁ’ର ଏକ ନୂଆ ଫଟୋ ସେୟାର୍‌ କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ ସୋନମ୍‌ କପୁର୍‌ ବି ନଜର ଆସୁଛନ୍ତି। ତେବେ ସେ ଏହାର…
ଅଧିକ ଖବର ଦେଖନ୍ତୁ...

ମମତାଙ୍କୁ ମଇଳା ମାଡ଼ିବାରୁ ବଞ୍ଚାଇଲେ ମୋଦି ! ତେଣେ ଫଟୋ ସେସନ୍‌ ବେଳେ ରାଜ୍ୟପାଳଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରୁ…

ନୂଆଦିଲ୍ଲୀ : ରାଜନୀତିରେ ସବୁ ସମ୍ଭବ। ପରସ୍ପରର ବିରୋଧୀ ଭାବେ ପରିଚିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟକ୍ତିଗତ ସ୍ତରରେ ପରସ୍ପରର ସହ ବେଶ୍‌ ବନ୍ଧୁତ୍ୱପୂର୍ଣ୍ଣ ବୋଲି ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦି ଏବେ ପଶ୍ଚିମବଙ୍ଗ…
ଅଧିକ ଖବର ଦେଖନ୍ତୁ...