ଏଡ୍‌ସକୁ ନେଇ ଆପଣ ଏହି ସବୁ ଭୁଲ୍‌ଧାରଣା ରଖିଛନ୍ତି କି?

ଏଚ୍‌ଆଇଭି ଭୂତାଣୁ ସଂକ୍ରମଣରୁ ହେଉଥିବା ଏଡ଼୍‍ସ ମୁଖ୍ୟତଃ ଏକ ଯୌନ ସଂକ୍ରମିତ ଓ ରକ୍ତ ସଂକ୍ରମିତ ରୋଗ । ଏହା ଦୂରାରୋଗ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଓଷଧ ବାହାର କରାଯାଇପାରି ନାହିଁ । ଏହି ଭାଇରାସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିବା ସହ…
ଅଧିକ ଖବର ଦେଖନ୍ତୁ...

କମ ବୟସରେ ଆପଣ ସବୁ ଜିନିଷ ଭୁଲି ଯାଉଛନ୍ତି କି? ହୋଇପାରେ ଏହି ୪ଟି କାରଣ

ଆଜିକାଲିକା ବ୍ୟସ୍ତବହୁଳ ଜୀବନ ଏବଂ କାର୍ଯ୍ୟବ୍ୟସ୍ତତା ପାଇଁ ଲୋକମାନେ କିଛି କିଛି ଜିନିଷ ଭୁଲି ଯାଉଛନ୍ତି । ସବୁ ଜିନିଷକୁ ମନେରଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନାହିଁ । ଆଗରୁ ଲୋକମାନଙ୍କ ପାଖରେ ଏଭଳି ସମସ୍ୟା ଅଧିକ ବୟସ ହେବା ପରେ ଦେଖାଯାଉଥିବା ବେଳେ  ଏବେ ଏହା ପ୍ରାୟ ସମସ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

କଳା ବ୍ରାହ୍ମଣ ଅଶୁଭ ନା ବ୍ରାହ୍ମଣ କନ୍ୟା ? ଇଞ୍ଜିନିୟର ପଦ ପାଇଁ ପଚରାଯାଇଥିବା ଏହି ପ୍ରଶ୍ନକୁ ନେଇ ଜୋର ଧରିଲା ବିବାଦ

ଚଣ୍ଡିଗଡ଼ : ହରିୟାଣାର ଅର୍ବାନ ଡ଼େଭ୍‌ଲପ୍‌ମେଣ୍ଟ ଅଥରିଟିର ଜୁନିୟର ସିଭିଲ ଇଞ୍ଜିନିୟର ପଦ ପାଇଁ ଏପ୍ରିଲ ୧୦ରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ହରିୟାଣା କର୍ମଚାରୀ ଚୟନ ଆୟୋଗ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ କଳାକାରଙ୍କ ପ୍ରଭାବ: ଦୁଇ ବର୍ଷରେ ଅଙ୍ଗଦାନ ଦେବାର ପ୍ରତିଜ୍ଞାରେ ୧୬୫୦୦ ପ୍ରତିଶତ ବୃଦ୍ଧି

ମୁମ୍ବାଇ : କଥାରେ ଅଛି ଅଙ୍ଗଦାନ ମହାପୁଣ୍ୟ । ଜଣେ ଲୋକ ନିଜର ଅଙ୍ଗଦାନ କରିବା ଦ୍ୱାରା ଅନ୍ୟ ଜଣେ ନୂଆ ଜୀବନ ପାଇଥାଏ । ଏହି କଥାକୁ ପୂର୍ବରୁ ଦେଶରେ ଖୁବ୍‌ କମ ଲୋକ ବୁଝୁଥିଲେ । ମୃତ୍ୟୁ ପରେ ସେମାନେ ନିଜ ନିଜ ସଂପର୍କୀୟଙ୍କ ଅଙ୍ଗକୁ ଦାନ ନ କରି ଶେଷକୃତ୍ୟ ସଂପନ୍ନ କରି ଦେଉଥିଲେ ।…
ଅଧିକ ଖବର ଦେଖନ୍ତୁ...

ଇଶା ଅମ୍ବାନିଙ୍କ ନିର୍ବନ୍ଧ ସଂପନ୍ନ : ଶ୍ରୀଦେବୀଙ୍କ ଗୀତରେ ନାଚିଲେ ନୀତା

ନୂଆଦିଲ୍ଲୀ : ଗତକାଲି ଦେଶର ଜଣାଶୁଣା ଉଦ୍ୟେଗପତି ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନି ପିରାମଲ ଏଣ୍ଟରପ୍ରାଇସେସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆନନ୍ଦ ପିରାମଲଙ୍କ ସହ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛିା ରବିବାର ଆନନ୍ଦ ଇଶାଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ବେଳେ ସୋମବାର ଦୁଇ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ; ଡ଼ରି ନ ଯାଇ ଉପସ୍ଥିତ ବୁଦ୍ଧି ଖଟାଇ ଏମିତି ବର୍ତ୍ତିଲେ ପୀଡ଼ିତା

ଲକ୍ଷୌ୍ନ : ଉତ୍ତରପ୍ରଦେଶରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଖବର ସାମ୍ନାକୁ ଆସିଛିା ତେବେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନାବାଳିକା ଜଣକ ବର୍ତ୍ତି ଯାଇଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ସେହି ସ୍କୁଲର ଜଣେ ଚପରାସୀ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ବ୍ରେକ୍‌ରେ ସମସ୍ୟା ହେତୁ ମାରୁତି ନୂଆ ସ୍ୱିଫ୍ଟ ଓ ବଲେନୋକୁ ଫେରାଇ ଆଣିବ, ମାଗଣାରେ ବଦଳାଇବ ବ୍ରେକ୍‌ ଯନ୍ତ୍ରାଂଶ

ନୂଆଦିଲ୍ଲୀ: ମାରୁତି ସୁଜୁକି ଡିସେମ୍ବର ୨୦୧୭ରୁ ୨୦୧୮ ମାଚ୍ଚ୍‌ର୍ ୧୬ ତାରିଖ ଭିତରେ ପ୍ରସ୍ତୁତ ହୋଇଥିବା ସ୍ୱିଫ୍ଟ ଓ ବଲେନୋ କାର୍‌ର ବ୍ରେକ୍‌ ବ୍ୟବସ୍ଥାରେ ତ୍ରୁଟି ଥିବା ଦର୍ଶାଇ ସେଗୁଡ଼ିକୁ ସଜାଡିବା ଲାଗି ଏକ କ୍ୟାମ୍ପେନ୍‌ ଲଞ୍ଚ କରିଛି। ଏହା ଫଳରେ ବଜାରରେ ବିକ୍ରି ହୋଇଥିବା ୫୨,୬୮୬ଟି…
ଅଧିକ ଖବର ଦେଖନ୍ତୁ...

ପୋଲିଓ  ହଟାଓ ଅଭିଯାନ ଲାଗି ଅମିତାଭ ବଚ୍ଚନଙ୍କୁ ପ୍ରଶଂସା କଲେ ବିଲ୍‌ ଗେଟ୍‌ସ

ମୁମ୍ବାଇ : ଭାରତକୁ ପୋଲିଓ ମୁକ୍ତ କରିବା ପାଇଁ ବଲିଉଡ୍‌ର ସେହେନଶାହ  ଅମିତାଭ ବଚ୍ଚନ ବହୁତ ଦିନ ପୂର୍ବରୁ ନିଜର ଏକ  ଅଭିଯାନ ଆରମ୍ଭ କରିଥିଲେ । ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇ ସେ  ପୋଲିଓ ମୁକ୍ତ  ଭାରତ ଲାଗି ଯାତ୍ରା ଆରମ୍ଭ କରିଥିଲେ । ଜଣେ ଅଭିନେତା ହୋଇ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ରିଲିଜ ହେଲା ‘ସମଶେରା’ର ଟିଜର : ପ୍ରଥମ ଥର ଲାଗି ଡ଼କାୟତ ଲୁକ୍‌ରେ ନଜର ଆସିଲେ ରଣବୀର

ମୁମ୍ବାଇ : ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ବଲିଉଡକୁ ଡକାୟତଙ୍କ କାହାଣୀ ନେଇ ଫିଲ୍ମ ନିର୍ମାଣ ହୋଇଛି । ଆଗରୁ ବିନୋଦ ଖାନ୍ନା ଏବଂ ଧର୍ମେନ୍ଦ୍ରଙ୍କୁ ଏହି ଚରିତ୍ରରେ ଦର୍ଶକ ଦେଖିବାକୁ ପାଇଥିବା ବେଳେ ଏବେ ପୁଣି ଥରେ ସେହି ଲୁକ୍‌କୁ ନେଇ ଫେରିଛନ୍ତି ବଲିଉଡ୍‌ର ଚକୋଲେଟ ବଏ ରଣବୀର କପୁର ।…
ଅଧିକ ଖବର ଦେଖନ୍ତୁ...

ସାହରିଆ ଜନଜାତିର ମହିଳାଙ୍କ ପାଇଁ ମୋବାଇଲ ନିଷେଧ କଲା ପଞ୍ଚାୟତ

ଏବେ ବି ରାଜସ୍ଥାନରେ ଜାରି ରହିଛି ପଞ୍ଚାୟତର ବୋଲବାଲା। ରାଜସ୍ତାନର ସୀମାବର୍ତ୍ତୀ ସୋଇପୁର ଜିଲ୍ଲାର ୨୭ଟି ଗ୍ରାମରେ ବସବାସ କରନ୍ତି ସାହରିଆ ଜନଜାତି । ଗତ ସପ୍ତାହରେ ଓଛା ଗ୍ରାମର ପଞ୍ଚାୟତ ସାହରିଆ ମହିଳାଙ୍କ ପାଇଁ ମୋବାଇଲ ବ୍ୟବହାର ନିଷିଦ୍ଧ କରିଛି । ପଞ୍ଚାୟତ ଅନୁଯାୟୀ ମୋବାଇଲ…
ଅଧିକ ଖବର ଦେଖନ୍ତୁ...