ପୁରୀ ରଥଯାତ୍ରାରେ ଫ୍ରିଡମ୍ ଷ୍ଟଲ୍‌

ଭୁବନେଶ୍ବର : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଫ୍ରିଡମ ପରିବାର ପକ୍ଷରୁ ପୁରୀ ଗୁଣ୍ଡିଚା ମନ୍ଦିରଠାରେ ଫ୍ରିଡମ ଷ୍ଟଲ୍‌ ସ୍ଥାପନ କରାଯାଇଛି। ଏହି ଷ୍ଟଲ ଆସନ୍ତା ବାହୁଡା଼ ପର୍ଯ୍ୟନ୍ତ ଗ୍ରାହକଙ୍କୁ ସେବା ଯୋଗାଇବ। ଷ୍ଟଲ୍‌କୁ ଫ୍ରିଡମ ତେଲର ଓଡ଼ିଶା ମୁଖ୍ୟ ଅମିୟ କୁମାର ଧଳ ଉଦଘାଟନ କରିଥିଲେ। କଂପାନି ପକ୍ଷରୁ ଗ୍ରାହକମାନଙ୍କୁ ଏକ ଲିଟର ତେଲ କିଣା ଉପରେ ନିଶ୍ଚିତ ଉପହାର ପ୍ରଦାନ କରାଯାଉଛି। ଏଥିସହିତ ୫ ଲିଟର ସୋରିଷ ତେଲ ଜାର କିଣିଲେ ଗୋଟିଏ ନନ୍‌ଷ୍ଟିକ୍‌ କଡ଼େଇ ମାଗଣା ଥିବା ବେଳେ ୫ ଲିଟର ସନ୍‌ଫ୍ଲାୱାର ତେଲ କିଣିଲେ ଗୋଟିଏ ବାଲ୍‌ଟି ମାଗଣାରେ ଦିଆଯାଉଛି। ଏହି ଅବସରରେ ଜିବନେଶ୍ୱର୍ ବେହେରା, ପ୍ରମୋଦ ଖିଲାର ଓ ତ୍ରିଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର