Daily Archives

November 6, 2017

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: କ୍ରାଇମବ୍ରାଞ୍ଚ ଦାବି ନେଇ ନବୀନ ନିବାସରେ ପହଞ୍ଚିଥିବା ବିଷ୍ଣୁ ଦାସ ଭେଟି ପାରିଲେ…

ଭୁବନେଶ୍ୱର: ସୋମବାର ସକାଳେ ବିଜେଡି ଦଳିତ ସେଲର ଆବାହକ ବିଷ୍ଣୁଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଥିଲେ। ହେଲେ ବିଷ୍ଣୁଦାସ ନବୀନଙ୍କୁ ଦେଖାକରି ପାରି ନଥିଲେ। ଏହି ପ୍ରସଙ୍ଗରେ ବିଷ୍ଣୁ ଦାସ କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇରେ କରୁଣାନିଧିଙ୍କୁ ଭେଟିଲେ ମୋଦି, ଦିଲ୍ଲୀ ଆସିବାକୁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚେନ୍ନାଇସ୍ଥିତ ଗୋପାଳପୁରମ୍‌ଠାରେ ଥିବା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧିଙ୍କୁ ତାଙ୍କ ବାସବଭନରେ ଭେଟିଛନ୍ତି। ଏହା ସହ ମୋଦି, କରୁଣାନିଧିଙ୍କୁ ଦିଲ୍ଳୀସ୍ଥିତ ନିଜ ବାସଭବନକୁ ନିମନ୍ତ୍ରଣ କରିଛନ୍ତି। ‘ନୂଆଦିଲ୍ଲୀସ୍ଥିତ ମୋ…
ଅଧିକ ଖବର ଦେଖନ୍ତୁ...

ପୁଲିସ ମାଡରେ ମହିଳାଙ୍କ ଗର୍ଭନଷ୍ଟ, ମୃତ ସନ୍ତାନକୁ ଧରି ଥାନାରେ ପହଞ୍ଚିଲେ ମହିଳା !

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୁଲିସକର୍ମୀଙ୍କ ମାଡରେ ମହିଳାଙ୍କ ଗର୍ଭନଷ୍ଟ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖୋଳାଇ ଦେଇଛି। ଉତ୍ତରପ୍ରଦେଶର ଜନପଦ ସମ୍ଭଲ ଥାନା ନଖସାସ୍ଥିତ ଶାହପୁର ଗ୍ରାମରେ ରହୁଥିବା ପୀଡିତା ମହିଳାଙ୍କ କହିବାନୁସାରେ, ଶନିବାର…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୨୩ରୁ ମାଟ୍ରିକ ପରୀକ୍ଷା, ଗଣିତ ପରୀକ୍ଷା ଦିନ ମିଳିବ ଅଧିକ ୧୫ ମିନିଟ୍‌

କଟକ: ପୂର୍ବ ବର୍ଷମାନଙ୍କରେ ମାର୍ଚ ମାସରେ ମାଟ୍ରିକ ପରୀକ୍ଷା କରାଯାଉଥିବା ବେଳେ ଏ ବର୍ଷ ଟିକେ ଆଗୁଆ ହେବ ବୋଳି ସୂଚନା ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ ଏ ବର୍ଷ ମାଟ୍ରିକ ପରୀକ୍ଷା ଫେବ୍ରୁଆରିରେ କରିବାର ଘୋଷଣା କରିଛନ୍ତ। ସୂଚନା ମୁତାବକ ଫେବ୍ରୁଆରି ୨୩ ତାରିଖରୁ ପରୀକ୍ଷା ଆରମ୍ଭ ହେବ।…
ଅଧିକ ଖବର ଦେଖନ୍ତୁ...

୧୧,୦୦୦ ଟଙ୍କାରେ ବିକ୍ରି ହେଲେ ରାମ ରହିମ୍‌ ଓ ହନିପ୍ରୀତ ନାମ୍ନୀ ଗଧ!

ଭୋପାଳ: ମଧ୍ୟପ୍ରଦେଶର ଉଜୈନଠାରେ ଆୟୋଜିିତ ହୋଇଥିବା ବାର୍ଷିକ ଗଧ ମେଳାରେ ଦୁଷ୍କର୍ମକାରୀ ବାବା ଗୁରମିତ୍‌ ରାମ ରହିମ ଏବଂ ତାଙ୍କ ପାଳିତ କନ୍ୟା ହନିପ୍ରୀତ ଇନ୍‌ସାନ୍‌ଙ୍କ ନାମରେ ୨ଟି ଗଧ ବିକ୍ରି ହୋଇଛି। ଏହି ଯୋଡ଼ି ଗଧକୁ ଜଣେ କ୍ରେତା ୧୧,୦୦୦ଟଙ୍କାରେ କିଣି ନେଇଛନ୍ତି। ଏଠାରେ ଜଣାଇ ଦେଉଛୁ…
ଅଧିକ ଖବର ଦେଖନ୍ତୁ...

ଟୀକାକରଣ ଟାସ୍କଫୋର୍ସ ବୈଠକ: ୯୦ ପ୍ରତିଶତରୁ ଅଧିକ ଟୀକାକରଣ କରିବାକୁ ପଦକ୍ଷେପ

ଭୁବନେଶ୍ୱର: ଟୀକାକରଣ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ବୈଠକ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଟୀକାକରଣର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା। ଦୁର୍ଗମ ଅପହଞ୍ଚ ଅଞ୍ଚଳଠାରୁ…
ଅଧିକ ଖବର ଦେଖନ୍ତୁ...

ସାଉଦି ଆରବର ବହୁ ରାଜକୁମାର ଏବଂ ମନ୍ତ୍ରୀଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ

ରିୟାଧ: ସାଉଦି ଆରବରେ ଦୁର୍ନୀତି ହଟାଇବା ପାଇଁ ପୂର୍ବତନ ମନ୍ତ୍ରୀ, କୋଟିପତି ଏବଂ ଏବେକାର ଅନେକ ମନ୍ତ୍ରୀଙ୍କୁ ଗିରଫ କରାଯାଇ ସାରିଲାଣି। ସାଉଦି ଆରବ ରାଜା ସଲମନ ଶନିବାର ଦିନ ବହୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କୁ ପଦବୀରୁ ହଟାଇବା ପରେ ଯୁବରାଜ ମହମ୍ମଦ ବିନ୍‌ ସଲମନଙ୍କ ନେତୃତ୍ୱରେ ଏକ ନୂତନ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପଡ଼ିଗଲା କହି ଦୁର୍ବୃତ୍ତ ବ୍ୟାଙ୍କ ଭିତରୁ ନଗଦ ୧ଲକ୍ଷ,୬୦ହଜାର ଟଙ୍କା ନେଇ ଚମ୍ପଟ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ଜଣେ ବ୍ୟକ୍ତିଙ୍କ ଠାରୁ ଜଣେ ଦୁର୍ବୃତ୍ତ ସୋମବାର ନଗଦ ୧ଲକ୍ଷ,୬୦ହଜାର ଟଙ୍କା ନେଇ ଚମ୍ପଟ ମାରିଛି। ସୂଚନାଯୋଗ୍ୟ, ସୋମବାର ରାଜନୀକାନ୍ତ ରାଉତ ଟଙ୍କା ଜମା କରିବା ପାଇଁ ଅନୁଗୁଳ ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲି ଗଣଦୁଷ୍କର୍ମ: ପୀଡ଼ିତାଙ୍କ ଖୁଡ଼ି ଓ ଦାଦା ପୁଅ ଭାଇଙ୍କର କରାଗଲା କାଉନସେଲିଂ

କୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ନେଇ ଦିନକୁ ଦିନ ଲୋକ ଅସନ୍ତୋଷ ବୃଦ୍ଧି ପାଉଛି। ପୀଡ଼ିତାଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ସଂପର୍କୀୟ ଓ ସମର୍ଥକମାନଙ୍କ ବିକ୍ଷୋଭ ଦେଖି ତଦନ୍ତ ସକ୍ରିୟ ହୋଇଛି। ଏହି ଘଟଣା ପରେ ପୀଡ଼ିତା ଓ ତାଙ୍କ ପରିବାର ଲୋକ ଗଭୀର ମାନସିକ ଦୁସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ନୀଳ ତିମି ପରେ ‘ଡେଥ ଗେମ୍‌’: ଶିକ୍ଷକଙ୍କୁ ହତ୍ୟା କରିବା ପରେ ଛାତ୍ର ସେଲଫି ନେଇ କଲା ଆତ୍ମହତ୍ୟା

ମାସ୍କୋ: ରୁଷର ରାଜଧାନୀ ମାସ୍କୋରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ର ଶିକ୍ଷକଙ୍କୁ ହତ୍ୟା କରିବା ପରେ ମୃତ ଶିକ୍ଷକଙ୍କ ସହ ସେଲଫି ନେଇଥିଲା। ତା’ପରେ ଇଲେକ୍ଟ୍ରିସକ୍‌ ଦ୍ୱାରା ନିଜେ ଆତ୍ମହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଏହି ହତ୍ୟା ଓ ଆତ୍ମହତ୍ୟା ଘଟଣାରେ…
ଅଧିକ ଖବର ଦେଖନ୍ତୁ...