Daily Archives

January 9, 2018

ବଜେଟ୍‌ : ଆୟକର ଛାଡ଼ସୀମା ୩ ଲକ୍ଷକୁ ବଢିବା ସମ୍ଭାବନା

ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବାକୁ ଯାଉଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ଏହା ହେବ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଣୁ ଏଥର ଲୋକମାନଙ୍କୁ ବିଶେଷକରି…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଭୁଲ ହେତୁ ମହିଳା ବନିଲେ କୋଟିପତି, କ’ଣ ସେହି ଭୁଲ ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକାରେ ଲଟେରି ମାୟାରେ ସମସ୍ତେ ବାୟା। ଏହି ଲଟେରି ଖେଳି କେହି ଲାଭ ପାଇଥିବା ବେଳେ ଅନେକ କ୍ଷତି ବି ସହି ଥାଆନ୍ତି। ଆମେରିକାରେ ଲଟେରି ଏକ ସାଧାରଣ କଥା ହୋଇଥାଏ। ସେଠାରେ ଛୋଟ ଦୋକାନଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଲଟେରି  ଟିକେଟ…
ଅଧିକ ଖବର ଦେଖନ୍ତୁ...

ହଂକଂ ଯାଉଥିବା ଜେଟ୍‌ ଏୟାରେଓ୍ଵଜ୍‌ର ମହିଳା କର୍ମଚାରୀଙ୍କ ନିକଟରୁ ୩.୨୧ କୋଟି ଜବତ

ନୂଆଦିଲ୍ଲୀ: ସରକାରଙ୍କର ଏତେ ସବୁ ପ୍ରୟାସ ପରେ ଦେଶରେ ଏବେ ବି କଳାଧନ ମହଜୁଦ୍‌ ରଖିଥିବା ମହଜୁଦ୍‌କାରୀମାନେ ଅନ୍ତର୍ଜତୀୟ ବିମାନର କର୍ମଚାରୀମାନଙ୍କ ଜରିଆରେ ଏକ ର‍୍ୟାକେଟ୍‌ ଚଳାଇ ସେମାନଙ୍କ ମାଧ୍ୟମରେ କଳାଧନକୁ ଧଳା କରୁଥିବା ସଂପର୍କରେ ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତ୍‌’ ଉପରେ ୩୦୦ ଥର ଚାଲିଛି ସେନ୍‌ସର୍‌ କତୁରି, ଅସ୍ୱୀକାର କଲା ବୋର୍ଡ

ନୂଆଦିଲ୍ଲୀ: ୨୦୧୬ ମସିହା ମଝି ବେଳକୁ ଚଳଚ୍ଚିତ୍ର ‘ଉଡତା ପଞ୍ଜାବ’ ବିବାଦ ପରିସରକୁ ଅାସିବା ପରେ ଭାରତୀୟ ସେନ୍‌ସର୍‌ ବୋର୍ଡ ଚଳଚ୍ଚିତ୍ରରୁ ୬୯ ଦୃଶ୍ୟ କାଟିବା ପାଇଁ ଚଳଚ୍ଚିତ୍ର ନିର୍ମାତାଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଚଳଚ୍ଚିତ୍ର ନିର୍ମାତା ଦୃଶ୍ୟଗୁଡ଼ିକୁ କାଟିବା ପାଇଁ ରାଜି ହୋଇନଥିଲେ।…
ଅଧିକ ଖବର ଦେଖନ୍ତୁ...

ଦନ୍ତେଓ୍ଵାଡାରେ ପୁଲିସ-ନକ୍ସଲ ଗୁଳିବିନିମୟ, ମାରଣାସ୍ତ୍ର ସହ ନକ୍ସଲ ସାମଗ୍ରୀ ଜବତ

ଦନ୍ତେଓ୍ଵାଡା:    ମାଲକାନଗିରି ସୀମାନ୍ତ ଦନ୍ତେଓ୍ଵାଡାରେ ପୁଲିସ ପକ୍ଷରୁ ନକ୍ସଲ ଦମନ ଅପରେସନ୍‌ ତିନଦିନ ଧରି ଜାରି ରହିଥିଲା । ଏହି ଅପରେସନ୍‌ ସମୟରେ ପୁଲିସ ଗୁଳିର ସାମ୍ନା କରି ନ ପାରି ନକ୍ସଲ ସେହି ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଫଳରେ ଘଟଣାସ୍ଥଳରୁ ପୁଲିସ ବିପୁଳ ମାତ୍ରାରେ ନକ୍ସଲ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଭାରତରେ ଲଞ୍ଚ୍‌ ହେବ ଏହି କାର୍‌: ଥରେ ଚାର୍ଜ କଲେ ଚାଲିବ ୩୦୦ କିଲୋମିଟର

ନୂଆଦିଲ୍ଲୀ: ଭାରତରେ ଖୁବ୍‌ ଶୀଘ୍ର ଲଞ୍ଚ୍‌ ହୋଇପାରେ ରେନୋଳ୍ଟ କମ୍ପାନିର ଇଲେକ୍ଟ୍ରିକ୍‌ କାର୍‌। ଏହି କାର୍‌ଟିର ନାମ ରେନ୍‌ଲଟ୍‌ ଜେଡଓଇ। ଏହି କାର୍‌ଟିକୁ ଚଳିତବର୍ଷ ଫେବ୍ରୁଆରିରେ ଭାରତରେ ଲଞ୍ଚ୍‌ କରାଯାଇପାରେ ବୋଲି ଆଶା ରହିଛି। କମ୍ପାନି ପକ୍ଷରୁ ଜାଣିବାକୁ ମିଳିଛି ଯେ ଏହି କାର୍‌ଟିକୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ସାମରିକ ଘାଟି ନିର୍ମାଣ ଖବର ଭିତ୍ତିହୀନ : ଚୀନ

ବେଜିଂ: ପାକିସ୍ତାନରେ ସାମରିକ ଘାଟି ନିର୍ମାଣ କରୁଥିବା ଖବରକୁ ଅସ୍ୱୀକାର କରିଛି ଚୀନ । ଏ ସଂପର୍କରେ ପ୍ରକାଶ ପାଉଥିବା ଖବରଗୁଡ଼ିକ କେବଳ ଗୁଜବ ଓ କଳ୍ପନା ଜଳ୍ପନା ଉପରେ ଆଧାରିତ ବୋଲି କହିଛି ଚୀନର ବୈଦେଶିକ ମନ୍ତ୍ରାଳୟ । ଓ୍ଵାସିଂଟନ ପୋଷ୍ଟର ଏକ ଖବରକୁ ଭିତ୍ତି କରି ଚୀନର ଖବରକାଗଜ…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧି ହେଲା ମେଡ଼ିକାଲ କଲେଜର ଚୁକ୍ତିଭିତ୍ତିକ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କ ଦରମା

ଭୁବନେଶ୍ୱର : ରାଜ୍ୟରେ ସବୁ ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସରଙ୍କର ମାସିକ ଦରମା ବୃଦ୍ଧି ହୋଇଛି ବୋଲି ମଙ୍ଗଳବାର ଘୋଷଣା କରାଯାଇଛି।  ମୁଖ୍ୟମନ୍ତ୍ରୀଙ୍କର ଅନୁମୋଦନ କ୍ରମେ ଏହି ଦରମା ବୃଦ୍ଧି କରାଯାଇଛି…
ଅଧିକ ଖବର ଦେଖନ୍ତୁ...

ଲାଲୁଙ୍କ ସେବା ପାଇଁ ତାଙ୍କର ଦୁଇ ପାଖଲୋକ ନିଜ ଉପରେ ମିଥ୍ୟା ମାମଲା ରୁଜୁ କରି ଜେଲରେ ହାଜର

ପାଟନା/ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲା ଅନ୍ତର୍ଗତ ଦେଓଘର କୋଷାଗାର ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଜଜ ଶିବପାଳ ସିଂହ ଏହି…
ଅଧିକ ଖବର ଦେଖନ୍ତୁ...

ଆସନ୍ତୁ ଜାଣିବା, ଏବେ ଆପଣ ହ୍ଵାଟ୍‌ସଆପ୍‌ ମାଧ୍ୟମରେ କ’ଣ ସବୁ ନୂଆ କାମ କରିପାରିବେ

ଦିନକୁ ଦିନ ହ୍ଵାଟ୍‌ସଆପ୍‌ର ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିରେ ବାର୍ତ୍ତା ପଠାଇବା ସହଜ ହେଉଥିବାରୁ ଲୋକେ ଏହାକୁ ଅଧିକ ବ୍ୟବହାର କରିବା ଆରମ୍ଭ କରିଛନ୍ତିା ତେବେ ଏଥିରେ ଏମିତି କିଛି ଜିନିଷ ରହିଛି ଯାହାକି ଆପଣଙ୍କୁ ଅଜଣା ଥିବ । ହ୍ଵାଟ୍‌ସଆପ୍‌ରେ ବାର୍ତ୍ତା ପଠାଇବାକୁ…
ଅଧିକ ଖବର ଦେଖନ୍ତୁ...