Daily Archives

January 9, 2018

ହିମାଚଳ ପ୍ରଦେଶରେ ଥଣ୍ଡା: ଏଟିଏମ୍‌ ଚଳାଇବାକୁ ଆବଶ୍ୟକ ପଡୁଛି ଉଷ୍ମ ବସ୍ତ୍ର, ବାଇକ୍‌ ଚଳାଇବା ପାଇଁ ନିଆଁ

ମନାଲି: ହିମାଚଳ ପ୍ରଦେଶରେ ପ୍ରବଳ ଥଣ୍ଡା ହେତୁ ଲାହଲ-ସ୍ପିଟି ଜିଲ୍ଲାର ଏଟିଏମ୍‌ଗୁଡ଼ିକ କାମ କରିବା ବନ୍ଦ ହେବାରେ ଲାଗିଛି। ଏଟିଏମ୍‌ଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାର ବ୍ୟାଙ୍କ୍‌ କର୍ମଚାରୀ ଏଟିଏମ୍‌ ଭିତରେ ଇଲେକ୍ଟ୍ରିକ୍‌ ହିଟର୍‌ ଲଗାଇବା ସହିତ ଗରମ  ବସ୍ତ୍ରରେ ଏଟିଏମ୍‌କୁ…
ଅଧିକ ଖବର ଦେଖନ୍ତୁ...

ରାତିରେ ଅଧିକ ସମୟ କାମ କରୁଥିବା ମହିଳା ହୋଇପାରନ୍ତି କର୍କଟର ଶିକାର

କିଛି ଦିନ ପୂର୍ବରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଅଧିକ ରାତି ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା ମହିଳାମାନଙ୍କୁ କର୍କଟ ହେବାର ଅଧିକ ଆଶଙ୍କା ରହିଥାଏ। ଏହା ଫଳରେ କର୍କଟ ହେବାର ସମ୍ବାବନା ୧୯ ପ୍ରତିଶତ ଅଧିକ ବଢ଼ିଯାଏ। ଗବେଷଣାରୁ ଜଣାପଡ଼ିଛି ରାତିରେ ଅଧିକ ସମୟ କାମ କରୁଥିବା ମହିଳାଙ୍କ…
ଅଧିକ ଖବର ଦେଖନ୍ତୁ...

ଜିଓ ଘୋଷଣା କଲା ନୂଆ ପ୍ରିପେଡ୍‌ ପ୍ଲାନ : ୧୪୯ ଟଙ୍କାରେ ୨୮ ଦିନ ପାଇଁ ୨୮ ଜିବି ଡାଟା

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଦିନ ନିଜର ପ୍ରିପେଡ ଗ୍ରାହକମାନଙ୍କ ଲାଗି କେତେକ ନୂଆ ପ୍ଲାନ ଘୋଷଣା କରାଯାଇଛି । ଜିଓର େଓ୍ଵବସାଇଟ୍‌ରେ ଥିବା ସୂଚନା ଅନୁସାରେ ନୂଆ କରି ଲଞ୍ଚ୍‌ କରାଯାଇଥିବା ଏସବୁ ପ୍ରିପେଡ୍‌ ପ୍ଲାନ ଗୁଡ଼ିକର ମୂଲ୍ୟ ୧୪୯ ଟଙ୍କା, ୩୪୯ ଟଙ୍କା, ୩୯୯ ଟଙ୍କା ଓ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ପୁଲିସ ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଆହତ

ଭୁବନେଶ୍ୱର: ମଙ୍ଗଳବାର ବିଭିନ୍ନ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅପରାଧୀ କମିସନ୍‌ରେଟ ପୁଲିସ ସହ ଏନ୍‌କାଉଣ୍ଟରରେ ଆହତ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଏହି ଦୁଇ ଅପରାଧୀଙ୍କ ନାମ ହରି ଓ ଲିପୁ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ, ହରି ଓ ଲିପୁ…
ଅଧିକ ଖବର ଦେଖନ୍ତୁ...

ଶତ୍ରୁଘ୍ନ ସିହ୍ନାଙ୍କ ଘର ଉପରେ ବିଏମ୍‌ସିର ଚଢ଼ଉ, ସମସ୍ତ ବେଆଇନ୍‌ ନିର୍ମାଣକୁ ଭାଙ୍ଗିଲା

ନୂଆଦିଲ୍ଲୀ: ଅଭିନେତା ଓ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ଜୁହୁସ୍ଥିତ ଘର ରାମାୟଣ ଉପରେ ମୁମ୍ବାଇ ମହାନଗର ନିଗମ  (ବିଏମ୍‌ସି) ଚଢ଼ାଉ କରିଛି। ଶତ୍ରୁଘ୍ନଙ୍କ ୮ମହଲା କୋଠା ଭିତରେ ହୋଇଥିବା ବେଆଇନ୍‌ ନିର୍ମାଣକୁ ବିଏମ୍‌ସି ଭଙ୍ଗି ଦେଇଛି। ଶତ୍ରୁଘ୍ନ ସିହ୍ନାଙ୍କ ଘରକୁ ଭଙ୍ଗା ଯାଉଥିବାର…
ଅଧିକ ଖବର ଦେଖନ୍ତୁ...

୫ ରନ୍‌ କରି ବିରାଟ୍‌ ଆଉଟ୍‌, ସହ୍ୟ ନକରି ଆଖି ବୁଜିଲେ ପ୍ରଶଂସକ: ୪ ଦିନ ତଳେ ଦେହରେ ଲଗାଇଥିଲେ ନିଆଁ

ମୁମ୍ବାଇ: ନିକଟରେ ଦକ୍ଷିଣ ଆଫ୍ରିକା ସହିତ ଭାରତ ଖେଳିଥିବା ଟେଷ୍ଟ୍‍ ମ୍ୟାଚ୍‌ରେ ବିରାଟ କୋହଲି ୫ ରନ୍‌ କରି ଆଉଟ୍‌ ହୋଇଯିବାରୁ ଶୁକ୍ରବାର ବିରାଟଙ୍କର ଯେଉଁ ପ୍ରଶଂସକ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନଆଁ ଲଗାଇ ଦେଇଥିଲେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାରଠାରୁ ଏହି ୬୫ ବର୍ଷିଅ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ଏଚ୧ବି ଭିସା କଟକଣାକୁ ନେଇ ନରମ ହେଲା ଟ୍ରମ୍ପ ପ୍ରଶାସନ, ଲକ୍ଷ ଲକ୍ଷ ଆଇଟି ପେଶାଦାର ଆଶ୍ୱସ୍ତ

ଓ୍ଵାସିଂଟନ : ବିଭିନ୍ନ ମହଲ ବିଶେଷକରି ଆମେରିକାର ଶିଳ୍ପ ସଂଗଠନ ଗୁଡ଼ିକ ଦ୍ୱାରା ବିରୋଧର ସମ୍ମୁଖୀନ ହେବା ପରେ ଏଚଓ୍ଵାନ-ବି ଭିସା କଟକଣା ନେଇ ନରମ ମନୋଭାବ ପୋଷଣ କରିବାକୁ ଟ୍ରମ୍ପ ପ୍ରଶାସନ ସଂକେତ ଦେଇଛି । ଫଳରେ ଆମେରିକାରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଭାରତୀୟ ଆଇଟି ଇଂଜିନିୟର ସାମୟିକଭାବେ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଶତ୍ରୁତା : ଗଣଶିକ୍ଷା ମନ୍ତ୍ରୀ ପୁଅଙ୍କ କାର୍ଯ୍ୟାଳୟ ଉପରେ ବୋମାମାଡ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଶାଳପଡ଼ା ବାଇପାସ୍‌ ଠାରେ ଥିବା ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ରଙ୍କ କାର୍ଯ୍ୟାଳୟରେ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ସମର୍ଥକ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ବାହାରେ ଦ୍ରୌପଦୀ ଅଛନ୍ତି ବୋଲି ଜାଣିଥିଲେ ବି କାହିଁକି ମାଆ କହିଲେ ଯାହା ଆଣିଛ ପାଞ୍ଚ ଭାଇ ବାଣ୍ଟି ନିଅ? ଜାଣନ୍ତୁ…

ପାଞ୍ଚ ପତିଙ୍କ କଥା ଆସିଲେ ମନରେ ଆସନ୍ତି ପାଞ୍ଚାଳ ରାଜକୁମାରୀ ପାଞ୍ଚାଳୀ। ରାଜା ଦ୍ରୁପଦଙ୍କ ଝିଅ ଦୌପଦୀଙ୍କୁ ସ୍ୱୟଂବରରେ ଜିତନ୍ତି କୁନ୍ତିଙ୍କର ମଧ୍ୟମ ପୁତ୍ର ଅର୍ଜୁନ। ହେଲେ ବି କେବଳ ଅର୍ଜୁନଙ୍କ ପତ୍ନୀ ହେବାର ସୁଯୋଗ ପାଆନ୍ତିନି ପାଞ୍ଚାଳୀ। ପରିସ୍ଥିତିରେ ପଡ଼ି ତାଙ୍କୁ ପାଞ୍ଚ ପତି ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

କଫ୍‌ ସିରପ୍‌ ଅଡୁଆରେ ପକାଇଲା : ଡୋପ୍‌ ଟେଷ୍ଟ୍‍ରେ କ୍ରିକେଟର୍‌ ୟୁସୁଫ୍‌ ପଠାନ୍‌ ଫେଲ୍‌, ୫ ମାସ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ: ଡୋପ୍‌ ଟେଷ୍ଟ୍‍ରେ ବିଫଳ ହେବା ପରେ ଭାରତୀୟ କ୍ରିକେଟ୍‌ ଖେଳାଳି ୟୁସୁଫ୍‌ ପଠାନ୍‌ଙ୍କୁ ୫ ମାସ ପାଇଁ ନିଲମ୍ବିତ କରିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ(ବିସିସିଆଇ)। ମଙ୍ଗଳବାର ବିସିସିଆଇ ପ୍ରକାଶ କରିଛି ଯେ ପଠାନ୍‌ ପ୍ରତିବନ୍ଧିତ ଡ୍ରଗ୍‌ ବ୍ୟବହାର କରିଥିବାରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...