Daily Archives

February 15, 2018

ନୂଆ ନିୟମ : ଅଷ୍ଟ୍ରେଲିଆରେ ମନ୍ତ୍ରୀମାନେ ନିଜ କର୍ମଚାରୀଙ୍କ ସହ ଯୌନ ସଂପର୍କ ରଖିପାରିବେ ନାହିଁ

କାନବେରା: ଅଷ୍ଟ୍ରେଲିଆ ସରକାରରେ ଦେଖାଦେଇଥିବା ଏକ ସେକ୍ସ ସ୍କାଣ୍ଡାଲ ସାରା ଅଷ୍ଟ୍ରେଲିଆରେ ଚହଳ ସୃଷ୍ଟି କରିଛି ।  ଏହି କାରଣରୁ ମନ୍ତ୍ରୀମାନେ ନିଜ  କର୍ମଚାରୀମାନଙ୍କ ସହିତ ଯୌନ ସଂପର୍କୁ ନିଷିଦ୍ଧ କରିବାକୁ ଅଷ୍ଟ୍ରେଲିଆ ସରକାର ଏକ ନିର୍ଦ୍ଦେଶନାମା ଜାରି କରିବାକୁ ଯାଉଛନ୍ତି ।  ଏହି…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନରେ ବସିବାକୁ ଜାଗା ନଦେବାରୁ ୭୨ବର୍ଷିୟ ସାଙ୍ଗକୁ ହତ୍ୟାକଲେ ନୌସେନା କର୍ମୀ

ମୁମ୍ବାଇ: ରେଳ ଷ୍ଟେସନରେ ବସିବାକୁ ଯାଗା ନ ଦେବାରୁ ନିଜ ସାଙ୍ଗକୁ ହତ୍ୟା କରିଛନ୍ତି ଜନୈକ ନୌସେନା କର୍ମୀ । ସୋମବାର ଏହି ଘଟଣା ଘଟିଥିବା ବେଳେ କଲ୍ୟାଣ ଗ୍ରାମୀଣ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତ ଜଣଙ୍କର ନାମ ଧନଞ୍ଜୟ କୁମାର ସିହ୍ନା(୫୪)ବୋଲି ଜଣା ପଡ଼ଥିବା ବେଳେ ମୃତକ…
ଅଧିକ ଖବର ଦେଖନ୍ତୁ...

ନାଗାଲାଣ୍ଡ: ୫୪ ବର୍ଷ ଶାସନ ଓ ୧୨ ଥର ବିଧାନସଭା ନିର୍ବାଚନ ପରେ ବି ଜଣେ ହେଲେ ମହିଳା ହୋଇନାହାନ୍ତି ସାଂସଦ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନାଗାଲାଣ୍ଡ୍‌ରେ ୫୪ ବର୍ଷ ଶାସନ ଏବଂ ୧୨ ଥର ବିଧାନସଭା ନିର୍ବାଚନ ପରେ ବି ନାଗାଲାଣ୍ଡରେ ଏଯାବତ୍‌ କୌଣସି ନାରୀ ସାଂସଦ ହୋଇନାହାନ୍ତି। ରାଜ୍ୟରେ ଆଗାମୀ ୨୭ ତାରିଖରେ ନିର୍ବାଚନ ହେବ ବୋଲି ସୂଚନା ରହିଛି। ତାହାର ଫଳାଫଳ ମାର୍ଚ ୩ ତାରିଖରେ ପ୍ରକାଶ ପାଇବ। ମାତ୍ର…
ଅଧିକ ଖବର ଦେଖନ୍ତୁ...

ଟେଡ଼ି ବିୟର ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ

ନୂଆଦିଲ୍ଲୀ : ଶିଶୁ ଠାରୁ ଆରମ୍ଭ କରି ମହିଳାମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟେଡ଼ି ଭାରି ପସନ୍ଦ ଥାଏ। ଶିଶୁମାନଙ୍କୁ ଟେଡ଼ି ଏତେ ପସନ୍ଦ ଥାଏ ଯେ ସେମାନେ ଘର ହେଉ ବା ବାହାର ନିଜ ସାଙ୍ଗରେ ଟେଡ଼ି ଧରି ବୁଲିବା ପାଇଁ ପସନ୍ଦ କରିଥାନ୍ତି। ଏପରି କି ଖାଇବାଠାରୁ ଶୋଇବା ପର୍ଯ୍ୟନ୍ତ ଶିଶୁମାନେ ପାଖରେ…
ଅଧିକ ଖବର ଦେଖନ୍ତୁ...

ଶୀତକାଳୀନ ଅଲମ୍ପିକ: ମାତ୍ରାଧିକ ପବନ ବୋହିବାରୁ ୧୬ ଆହତ, ହସ୍ପିଟାଲରେ ଭର୍ତ୍ତି

ପ୍ୟୋଙ୍ଗଚାଙ୍ଗ: ମାତ୍ରାଧିକ ପବନ ବୋହିବାରୁ ଶୀତକାଳୀନ ଅଲମ୍ପିକର ମୁଖ୍ୟ ଆୟୋଜନସ୍ଥଳ ଗେଙ୍ଗନିୟୋଗ ଅଲମ୍ପିକ ପାର୍କରେ ସବୁ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି। ଏଥି ଯୋଗୁଁ ୩ଜଣ ଦର୍ଶକ ସମେତ ୧୬ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପବନ ଜୋରରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ପ୍ରେମିକାକୁ ହତ୍ୟା ଉଦ୍ୟମ କରିଥିବା ପ୍ରେମିକକୁ ମିଳିଲା ଆଜୀବନ…

ସିଙ୍ଗାପୁର: ପ୍ରେମ ଏକ ପବିତ୍ର ଅନୁଭବ । ହେଲେ ପ୍ରେମ ଯେତେବେଳେ ଏକ ନିଶା ପାଲଟିଯାଏ, ସେତେବେଳେ ତାହା ଏକ ଭୟଙ୍କର ରୂପ ନେଇଥାଏ । ସେଭଳି ଏକ ଘଟଣା ଘଟିଛି ସିଙ୍ଗାପୁରରେ । ପ୍ରେମିକ ଦେଇଥିବା ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପ୍ରେମିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।…
ଅଧିକ ଖବର ଦେଖନ୍ତୁ...

ମୃତ ପୁଅର ସଂରକ୍ଷିତ ଶୁକ୍ରାଣୁ ବ୍ୟବହାର କରି ଯାଆଁଳା ନାତି ପାଇବାରେ ସମର୍ଥ ହେଲେ ଦମ୍ପତି

ପୁଣେ: ପୁଣେଠାରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ମୃତ ପୁଅର ସଂରକ୍ଷିତ ଶୁକ୍ରାଣୁ ବ୍ୟବହାର କରି ଯାଆଁଳା ନାତି ପାଇବାରେ ସମର୍ଥ ହୋଇଛନ୍ତି ପୁତ୍ରହରା ଦମ୍ପତି। ଦମ୍ପତିଙ୍କର ୨୭ ବର୍ଷିଅ ପୁଅ ଗତ ୨ ବର୍ଷ ହେବ ବ୍ରେନ୍‌ ଟ୍ୟୁମର୍‌ରେ ମରି ସାରିଥିଲେ ବି ଦମ୍ପତି ସେହି ପୁଅ ଔରସରୁ ଜାତ…
ଅଧିକ ଖବର ଦେଖନ୍ତୁ...

ଆସନ୍ତୁ ଜାଣିବା, କେଉଁ ସବୁ କଥା ହେବାପାଇଁ ପସନ୍ଦ କରନ୍ତି ନାହିଁ ପୁରୁଷ

କଥାରେ ଅଛି ମହିଳାମାନଙ୍କ ମନର କଥା ଜାଣିବା ଅସମ୍ଭବ ତେବେ ଏକ ଗବେଷଣାରୁ ଜଣାପଡ଼ିଛି ପ୍ରକୃତରେ ପୁରୁଷମାନଙ୍କ ମନର କଥା ଜାଣିବା ଅସମ୍ଭବ । ବାସ୍ତବରେ ପୁରୁଷମାନେ ମହିଳାମାନଙ୍କ ତୁଳନାରେ ଅଧିକ ରହସ୍ୟମୟ । ଅନେକ ସମୟରେ ପୁରୁଷମାନେ ବହୁତ ଜିନିଷକୁ ଗୁପ୍ତରେ ରଖିଥାନ୍ତି । ଏପରିକି ସେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ପାକ୍‌ ହନିଟ୍ରାପରେ ଆର୍ମି ଅଫିସର ଫସିଥିବା ଖବରକୁ ଗୁଜବ ବୋଲି କହିଲା ସେନା

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହନିଟ୍ରାପରେ ଭାରତୀୟ ସେନା ଅଧିକାରୀ ଫସିଥିବା ଖବରକୁ ଖଣ୍ଡନ କରିଛି ଭାରତୀୟ ସେନା । ଉକ୍ତ ସେନା ଅଧିକାରୀଙ୍କୁ ମିଲିଟାରୀ ଇଣ୍ଟେଲିଜେନ୍ସ ଓ କାଉଣ୍ଟର ଇଣ୍ଟେଲିଜେନ୍ସ ପକ୍ଷରୁ ପଚରାଉଚୁରା କରାଯାଉଥିବା ଖବର ସତ କିନ୍ତୁ ସେ ଯେ ଆଇଏସଆଇ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଓଡ଼ିଶା ରାଜନୀତି!, ନବୀନଙ୍କୁ ଭେଟିଲେ ନରସିଂହ, ପ୍ରଶ୍ନ ଉଠାଇଲେ ସୁର ରାଉତରାୟ

ନୂଆଦିଲ୍ଲୀ: ଓଡ଼ିଶାର ରାଜନୀତି ଦିଲ୍ଲୀରେ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ଭେଟିଛନ୍ତି। ସେହିଭଳି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ଗୁରୁବାର ବିଜେଡି ସୁପ୍ରିମୋ ନବୀନଙ୍କୁ ସ୍ୱତନ୍ତ୍ର ସାକ୍ଷାତ…
ଅଧିକ ଖବର ଦେଖନ୍ତୁ...