Daily Archives

February 15, 2018

ହୋଣ୍ଡା ଏକ୍ସ-ବ୍ଲେଡ୍‌ ବାଇକ୍‌ ବୁକିଙ୍ଗ୍‌ ଆରମ୍ଭ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଏହାର ସମ୍ପୂର୍ଣ୍ଣ ନୂଆ ୧୬୦ ସିସି ସ୍ପୋର୍ଟି ମୋଟରସାଇକଲ୍‌ ଏକ୍ସ-ବ୍ଲେଡ୍‌ର ବୁକିଙ୍ଗ ଆରମ୍ଭ କରାଯାଇଛି। ଏହାକୁ କଂପାନି ଅଟୋ ଏକ୍ସପୋ ୨୦୧୮ରେ ଉନ୍ମୋଚନ କରିଥିଲା । କଂପାନିର ଗ୍ରାହକମାନେ ହୋଣ୍ଡା…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପରୀକ୍ଷା: ପ୍ରୋଟୋକଲ୍‌ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ମୁଖ୍ୟ ଶାସନ…

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଆଉ ଗୋଟିଏ ସପ୍ତାହ ପରେ ବାର୍ଷିକ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଆଗାମୀ ଫେବ୍ରୁଆରି ୨୩ରୁ ଆରମ୍ଭ ହେବାକୁ ଥିବା ଏହି ପରୀକ୍ଷା ମାର୍ଚ୍ଚ ୮ରେ ଶେଷ ହେବ। ବାର୍ଷିକ ପରୀକ୍ଷାରେ ୨୯୧୯ କେନ୍ଦ୍ରରେ ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ୱ…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା: ମାର୍ଚ୍ଚରେ ଫେରିବେ ଜଗା-ବଳିଆ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ଦିଲ୍ଲୀରୁ ଭୁବନେଶ୍ୱର ସ୍ଥାନାନ୍ତର ହେବେ। ଜଗା-ବଳିଆଙ୍କୁ ଆଗାମୀ ମାର୍ଚ୍ଚରେ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ସୂଚନା ଦେଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ ମିଳିଗଲା ତାଙ୍କ ଭାଲେଣ୍ଟାଇନ: ଭିଡିିଓରେ କଲେ ଖୁଲାସା

ନୂଆଦିଲ୍ଲୀ : ସମସ୍ତଙ୍କ ମନରେ ପ୍ରଶ୍ନ ସଲମାନ ଖାନ କେବେ କରିବେ ବିବାହ । ତେବେ ସଲମାନ ନିଜେ ଏକ ଭିଡ଼ିଓ ଜରିଆରେ ପ୍ରକାଶ କରିଛନ୍ତି ଯେ ଏଥର ତାଙ୍କୁ ତାଙ୍କର ଭାଲେଣ୍ଟାଇନ୍‌ ମିଳି ଯାଇଛନ୍ତି । ବର୍ତ୍ତମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରେସ ୩’ର ସୁଟିଂରେ ବ୍ୟସ୍ତ ଥିବା ସଲମାନ ଗତ କାଲି…
ଅଧିକ ଖବର ଦେଖନ୍ତୁ...

ପ୍ରତିରକ୍ଷା ମନ୍ତ୍ରାଳୟ କଲା ନୂଆ ଯୋଜନା: ଭାରତ ବନ୍ଧୁକରେ ଘାଇଲା ହେବ ପାକିସ୍ତାନ ସେନା

ଗତ କିଛି ଦିନ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ ସୀମାରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶ, ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ସେନାବାହିନୀକୁ ଆହୁରି ଶକ୍ତିଶାଳୀ କରୁଛି ଭାରତ। ପାକିସ୍ତାନକୁ ପାନେ ଦବା ପାଇଁ ଭାରତ ଏବେ ନୂଆ ରଣନୀତି…
ଅଧିକ ଖବର ଦେଖନ୍ତୁ...

ଆସାମରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨ ନିହତ

ମୁମ୍ବାଇ: ଆସାମର ମାଜୁଲି ଦ୍ୱୀପରେ ଭାରତୀୟ ବାୟୁ ସେନାର ଏକ ମାଇକ୍ରୋଲାଇଟ୍‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ଦୁଇଜଣ ପାଇଲଟ୍‌ ନିହତ ହୋଇଛନ୍ତି । ସ୍ଥାନୀୟ ପୁଲିସ ସୁତ୍ରରୁ ପ୍ରକାଶ ଯେ ଏହି ବିମାନଟି ଜୋରହାଟ୍‌ ଜିଲ୍ଲାର ରାଓରିଆ ଏୟାରପୋର୍ଟରୁ ଉଡାଣ ଭରି ମାଜୁଲି ଆଡକୁ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ ବାପା-ମାଆ ପରସ୍ପରଙ୍କୁ ଚୁମ୍ବନ ଦେବା ବେଳେ କୁନି ଶିଶୁର କୌତୁକିଆ ପ୍ରତିକ୍ରିୟା

ପୂର୍ବ କାଳର ପିଲାମାନଙ୍କ ତୁଳନାରେ ଆଜିକାଲିର ପିଲାମାନେ ଖୁବ୍‌ ବେଶି ସ୍ମାର୍ଟ। ସେମାନଙ୍କ କ୍ରିୟା ଓ ପ୍ରତିକ୍ରିୟା ମଧ୍ୟ ଖୁବ୍‌ କମ୍‌ ବୟସରୁ ଦେଖାଇ ଦେଉଛନ୍ତି ସେମାନେ। କୁନି ପିଲାମାନଙ୍କ ମଧ୍ୟରେ ପୂର୍ବରୁ ରାଗ, ଈର୍ଷା ଆଦି କ୍ରିୟା ଦେଖିବାକୁ ମିଳୁନଥିଲା। ଏବେକାର ପିଲା କିନ୍ତୁ ଦୁଇ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦିନିକିଆରେ ମିଳିପାରେ ଏହି ୪ ଭାରତୀୟଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବିରାଟ ବାହିନୀ ୬ଟି ଦିନିକିଆ ଶୃଙ୍ଖଳାରେ ୪-୧ରେ ଅଗ୍ରଣୀ ଥିବା ବେଳେ ଶେଷ ଦିନିକିଆକୁ ମଧ୍ୟ ନିଜର ନାମରେ କରିବାକୁ ଉତ୍ସାହିତ ଅଛି। ମାତ୍ର ଶେଷ ଦିନିକିଆ ପାଇଁ କୋହଲି କିଛି ଖେଳାଳିଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ୪ଜଣ ନୂଅାଁ ଖେଳାଳିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନ ପାଳନ କରିବାକୁ ଡାକିନେଇ ଦ୍ୱାଦଶଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ସୋନାରପୁର (ପଶ୍ଚିମବଙ୍ଗ): ଜନ୍ମଦିନ ପାଳନ କରିବାକୁ ଜଣେ ବନ୍ଧୁଙ୍କ ଘରକୁ ଯାଇଥିବା ବେଳେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଗଣଦଷ୍କର୍ମର ଶିକାର ହୋଇଛନ୍ତି । ଯୁବତୀଙ୍କୁ ପାନୀୟରେ ନିଶା ଦେଇ ଚାରିଜଣ ଯୁବକ ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ଏହି ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଶେର ବାହାଦୂର ଦେଓବାଙ୍କ ଇସ୍ତଫା , ଚୀନ ସପକ୍ଷବାଦୀ ଓଲି ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଐତିହାସିକ ସଂସଦୀୟ ନିର୍ବାଚନର ପ୍ରାୟ ଦୁଇ ମାସ ପରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ନେପାଳରେ ମାଓବାଦୀ ସାମୁଖ୍ୟ (ସିପିଏନ-ୟୁଏମଏଲ) ସରକାର କ୍ଷମତାକୁ ଆସିବାର ପଥ ପରିଷ୍କାର ହୋଇଛି । ନୂଆ ସରକାରରେ ୟୁଏମଏଲ ନେତା ତଥା…
ଅଧିକ ଖବର ଦେଖନ୍ତୁ...