Daily Archives

March 6, 2018

ତ୍ରିପୁରାରେ ଲେନିନଙ୍କ ପ୍ରତିମୂର୍ତ୍ତି ଭଙ୍ଗାନେଇ ବିଜେପି-ବାମପନ୍ଥୀ ମୁହାଁମୁହିଁ

ଅଗରତାଲା : ତ୍ରିପୁରାରେ ବିଜେପିର ଐତିହାସିକ ବିଜୟ ସହ ଦକ୍ଷିଣ ପନ୍ଥୀ ଓ ବାମପନ୍ଥୀ ଦଳଙ୍କ ମଧ୍ୟରେ ଚାଲିଥିବା ବିବାଦ ଚରମ ସୀମାରେ ପହଞ୍ଚିଛି । ଗତକାଲି ବିଜେପି ସମର୍ଥକମାନେ କମ୍ୟୁନିଷ୍ଟ ମତବାଦର ପ୍ରବାଦ ପୁରୁଷ ଭ୍ଲାଦିମିର ଲେନିନଙ୍କ ଏକ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେବା ପରେ ତାହାକୁ…
ଅଧିକ ଖବର ଦେଖନ୍ତୁ...

କ୍ୟାବ୍‌ରେ ଶୋଇପଡ଼ିବା ହେତୁ ୧ଲକ୍ଷ ଟଙ୍କାର ବିଲ୍‌ ଆସିଲା !

େଓ୍ଵଷ୍ଟ ଭର୍ଜିନିୟା: ମଦ୍ୟପାନ କରି କ୍ୟାବ୍‌ରେ ଶୋଇବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଆମେରିକା ନ୍ୟୁ ଜର୍ସିରେ ରହୁଥିବା କେନି ବେକ୍‌ମ୍ୟାନଙ୍କ ପାଖକୁ କ୍ୟାବ ଅପରେଟର ଉବର ଏକଲକ୍ଷ ୬ହଜାର ଟଙ୍କାର ଏକ ବିଲ୍‌ ପଠାଇଛି। କେନି କ୍ୟାବ୍‌ରେ ଶୋଇପଡ଼ିବା ହେତୁ ୫୦୦କିମି ଦୂରକୁ ଯିବା ପରେ…
ଅଧିକ ଖବର ଦେଖନ୍ତୁ...

ଆପଣ ରିଲାଏନ୍ସ କମ୍ୟୁନିକେସନ୍ସର ଗ୍ରାହକ ଥିଲେ କି ? କିପରି ନମ୍ବର ପୋର୍ଟେବିଲିଟି କରିବେ ଜାଣନ୍ତୁ

ମୁମ୍ବାଇ : ବନ୍ଦ ହୋଇଯାଇଥିବା ଟେଲିକମ କମ୍ପାନି ରିଲାଏନ୍ସ କମ୍ୟୁନିକେସନର ଗ୍ରାହକମାନେ ଆସନ୍ତା ୨୦ ତାରିଖ ସୁଦ୍ଧା ନିଜର ପୁରୁଣା ନମ୍ବରକୁ ପୋର୍ଟେବଲିଟି କରି ଅନ୍ୟ ନେଟଓ୍ଵାର୍କକୁ ଯାଇପାରିବେ । କିନ୍ତୁ ଅନେକ ଅଞ୍ଚଳରେ ରିଲାଏନ୍ସ କମ୍ୟୁନିକେସନର ନେଟଓ୍ଵାର୍କ ଆସୁନଥିବାରୁ ଗ୍ରାହକମାନେ…
ଅଧିକ ଖବର ଦେଖନ୍ତୁ...

କୋଲକାତା : ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ୪୫ ବର୍ଷିୟ ବସ୍‌ କ୍ଲିନର ଗିରଫ

କୋଲକାତା : କୋଲକାତାରେ ଘଟିଛି ଏକ ଅମାନବୀୟ ଘଟଣା । ଜଣେ ୪୫ବର୍ଷିୟ ବ୍ୟକ୍ତି ୩ବର୍ଷର ଶିଶୁକନ୍ୟାକୁ ନିଜ କାମବାସନାର ଶିକାର କରିଛି । ଏହି ଘଟଣା ପରେ ଶିଶୁକନ୍ୟାକୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଅଭିଯୁକ୍ତ ଶେଖ୍‌ ମୁନ୍ନାଙ୍କୁ ଗିରଫ କରିଛି ପୁଲିସ । ପୀଡ଼ିତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି…
ଅଧିକ ଖବର ଦେଖନ୍ତୁ...

୪୬ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ବ୍ୟକ୍ତି କିପରି ୯୫ବର୍ଷ ବୟସରେ ଘରକୁ ଫେରିଲେ ଜାଣନ୍ତୁ

ସୁଲତାନପୁର: ଉତ୍ତରପ୍ରଦେଶର ସୁଲତାନପୁରରେ ୪୬ବର୍ଷ ପୂର୍ବେ ଘରୁ କେଉଁଆଡେ ପଳାଇ ଯାଇଥିବା ଜଣେ ବ୍ୟକ୍ତି ୯୫ବର୍ଷ ବୟସରେ ନିଜ ଗ୍ରାମକୁ ଫେରି ଆସିଛନ୍ତି। ୧୫ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକ ତାଙ୍କୁ ମୃତ ବୋଲି ଭାବି କ୍ରିୟାକର୍ମ ସାରି ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନା ବିଶ୍ୱର ୪ର୍ଥ କ୍ଷମତାଶାଳୀ, ପାକିସ୍ତାନ ବହୁ ପଛରେ

ନୂଆଦିଲ୍ଲୀ: ବିଶ୍ୱର କ୍ଷମତାଶାଳୀ ସାମରିକ ବାହିନୀ ତାଲିକାରେ ଭାରତର ସ୍ଥାନ ଚତୁର୍ଥ ସ୍ଥାନରେ ରହିଛି। ‘ଗ୍ଲୋବାଲ୍‌ ଫାୟାର ପାଓ୍ଵାର ଇଣ୍ଡେକ୍ସ ୨୦୧୭’ ପକ୍ଷରୁ ପ୍ରକାଶିତ ସଦ୍ୟ ରିପୋର୍ଟ ଅନୁସାରେ ଭାରତୀୟ ସେନା ଓ ସାମରିକ ବାହିନୀର ଦକ୍ଷତା ଓ ସାମର୍ଥ୍ୟ ଯୁକ୍ତରାଷ୍ଟ୍ର ଆମେରିକା, ଋଷିଆ ଓ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ ୩ରେ ଅତାବିରା, ନୂଆପଡ଼ା ଓ ହିନ୍ଦୋଳ ଏନ୍‌ଏସି ନିର୍ବାଚନ

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଅତାବିରା, ନୂଆପଡା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଆଗାମୀ ଏପ୍ରିଲ ୩ରେ ନିର୍ବାଚନ ହେବ। ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନର ନବ କୁମାର ନାୟକ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାରେ ଜରୁରିକାଳୀନ ପରିସ୍ଥିତି ସତ୍ତ୍ୱେ ଜାରି ରହିବ ଭାରତ-ଶ୍ରୀଲଙ୍କା ଟି-୨୦ ନିଦହାସ ଟ୍ରଫି

ନୂଆଦିଲ୍ଲୀ:  ଶ୍ରୀଲଙ୍କାରେ ୧୦ ଦିନ ପାଇଁ ଜରୁରିକାଳୀନ ପରିସ୍ଥିତି ଘୋଷଣା ହୋଇଛି।  କିନ୍ତୁ ଏହି ସମୟ ଭିତରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଖେଳା ଯିବାକୁ ଥିବା ‘ନିଦହାସ ଟ୍ରଫ’ର ଟି-୨୦ ମ୍ୟାଚ୍‌ ପ୍ରଭାବିତ ହେବ ନାହିଁ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ମିଡିଆ…
ଅଧିକ ଖବର ଦେଖନ୍ତୁ...

ଘରୁ ପଳାଇ ବିବାହ କରିଥିବା ଯୁବକଙ୍କୁ ଉଠବସ କରାଇବା ସହିତ ଯୁବତୀଙ୍କୁ ପଞ୍ଚାୟତ ଚଟାଇଲା ଛେପ

ପଟନା: ବିହାରର ସୁପୋଲ ଜିଲ୍ଲାରେ ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ଘରୁ ପଳାଇ ବିବାହ କରିଥିବା ଏକ ପ୍ରେମୀ ଯୁଗଳଙ୍କୁ ପଞ୍ଚାୟତ ଅମାନବୀୟ ଦଣ୍ଡ ଦେଇଛି। ସୂଚନାଯୋଗ୍ୟ, ସୁପୋଲ ଜିଲ୍ଲା ମରୋନା  ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଫେବ୍ରୁଆରି ୧୬ ତାରିଖରେ ଏକ ପ୍ରେମୀଯୁଗଳଙ୍କ ଭଲ ପାଇବାକୁ…
ଅଧିକ ଖବର ଦେଖନ୍ତୁ...

ଆହତ ହୋଇ ମଧ୍ୟ ଖାଲି ହାତରେ ୪ ସଶସ୍ତ୍ର ମାଓବାଦୀଙ୍କ ସହ ଲଢିଲେ ଏହି କମାଣ୍ଡୋ 

ନାଗପୁର:  ମହାରାଷ୍ଟ୍ର ପୁଲିସର ସ୍ୱତନ୍ତ୍ର କମାଣ୍ଡୋ ବାହିନୀ ସି-୬୦ରେ କାର୍ଯ୍ୟରତ କମାଣ୍ଡୋ ୩୩ ବର୍ଷ ବୟସ୍କ ଗୋମଜୀ ମାତାମୀଙ୍କ ଅପୂର୍ବ ବୀରତ୍ୱ ଏବେ ସାରା ସୁରକ୍ଷା ବାହିନୀରେ ଚର୍ଚ୍ଚାର ବିଷୟ ହୋଇଛି । ଛୁରାମାଡରେ ଆହତ ଥିବା ସତ୍ତ୍ୱେ ଏକୁଟିଆ ଖାଲି ହାତରେ ସେ ୪ ଜଣ ମାଓବାଦୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...