Daily Archives

April 3, 2018

ଜାଣନ୍ତୁ ଏହି ଅଭିନେତ୍ରୀ ଦୁଇଟି ଗ୍ରାମକୁ କାହିଁକି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି

ମୁମ୍ବାଇ: ‘ଜନ୍ନତ-୨’ ଅଭିନେତ୍ରୀ ଇଶା ଗୁପ୍ତାଙ୍କ ଅଭିନୟ ତ ଆପଣ ପରଦାରେ ଦେଖିଛନ୍ତି। ତେବେ ଇଶା ଅଭିନୟ ବ୍ୟତୀତ ଅନେକ ସାମାଜିକ କାମରେ ସକ୍ରିୟ ରହିଥାଆନ୍ତି ବୋଲି ଖୁବ୍‌ ଅଳ୍ପ ଲୋକ ଜାଣିଛନ୍ତି। ନିକଟରେ ସେ ଆର୍ଥିକ ଭାବେ ଦୁର୍ବଳ ଫୁଟବଲ ଖେଳାଳିଙ୍କୁ ଉଚିତ ପ୍ରଶିକ୍ଷଣ ପାଇଁ ଏକ ଏକାଡେମି…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆଇଆର୍‌ଏଫ୍‌ ରାଙ୍କିଙ୍ଗ୍‌: ତାଲିକାର ପ୍ରଥମ ସ୍ଥାନରେ ଆଇଆଇଏସ୍‌ସି ବେଙ୍ଗାଲୁରୁ, ୧୪୭ତମ ସ୍ଥାନରେ ଉତ୍କଳ…

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ମଙ୍ଗଳବାର ପ୍ରକାଶିତ ନ୍ୟାସନାଲ ଇଷ୍ଟିଚ୍ୟୁସନ୍ୟାନଲ ର‍୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ଵାର୍କ (ଏନ୍‌ଆଇଆର୍‌ଏଫ୍‌)ରେ ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନସ୍‌(ଆଇଆଇଏସ୍‌ସି) ବେଙ୍ଗାଲୁର ପ୍ରଥମ ସ୍ଥାନ ଅଧିକାର କରିଛି। ଓଭର ଅଲ୍‌…
ଅଧିକ ଖବର ଦେଖନ୍ତୁ...

ଭୁଲ୍‌ରେ ନାୟିକାଙ୍କ ଦେହରୁ ତଉଲିଆ ଖସିବା ଦୃଶ୍ୟର ଫାଇଦା ଉଠାଇଲେ ପ୍ରଯୋଜକ, ସୋସିଆଲ୍‌ ମିଡିଆରେ ବୁଲିଲା ଅଶ୍ଳୀଳ…

ପାଟନା: ଜଣେ ଭୋଜପୁରୀ ନାୟିକାଙ୍କର ଅଶ୍ଳୀଳ ଭିଡିଓ ପ୍ରସାର କରୁଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ସୋମବାର ଭୋଜପୁରି ଚଳଚ୍ଚିତ୍ର ପ୍ରଯୋଜକ ଉପେନ୍ଦ୍ର କୁମାର ବର୍ମାଙ୍କୁ ଗିରଫ କରିଛି। ଅଭିଯୁକ୍ତ ତାଙ୍କ ସର୍ଟ ଫିଲ୍ମର ଏକ ଆପତ୍ତିଜନକ ଦୃଶ୍ୟକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରିଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ଏସ୍‌ସି/ଏସ୍‌ଟି ଆକ୍ଟ ଉପରେ ପ୍ରଦତ୍ତ ପୂର୍ବ ରାୟ ଉପରେ ରହିତାଦେଶ ଜାରିର ଆବଶ୍ୟକତା ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନ ସଂପର୍କରେ ପୂର୍ବରୁ ପ୍ରଦାନ କରିଥିବା ରାୟ ଉପରେ ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ଏଥିସହ ଏହି ମାମଲାରେ ପକ୍ଷଭୁକ୍ତ ସମସ୍ତ ପକ୍ଷଙ୍କୁ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ସାଙ୍ଗ ସହିତ ମଜାମସ୍ତି କରୁକରୁ ୪୦୦ଫୁଟ ତଳକୁ ଖସି ପଡ଼ିଲେ ଯୁବକ

ପୁଣେ: ମହାରାଷ୍ଟ୍ରର ପୁଣେସ୍ଥିତ ଲୋନାବାଲାରେ ଜଣେ ଯୁବକ ସାଙ୍ଗମାନଙ୍କ ସହିତ ମଜାମସ୍ତି କରିବା ପାଇଁ ଲାୟନ୍ସ ପଏଣ୍ଟ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ। ଅସାବଧାନତା ହେତୁ ସେ ସେଠାରୁ ୪୦୦ଫୁଟ ତଳକୁ ପଡ଼ି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ରବିବାର ରାତି…
ଅଧିକ ଖବର ଦେଖନ୍ତୁ...

ରତ୍ନ ଭଣ୍ଡାର ଭିତରେ ଭୟ ଲାଗୁ ନ ଥିଲା, ବରଂ ଦୁର୍ମୂଲ୍ୟ ସ୍ୱର୍ଣ୍ଣ-ଅଳଙ୍କାର ଦେଖି ସ୍ତମ୍ଭୀଭୂତ ହୋଇ ଯାଇଥିଲି :…

ପୁରୀ: ଏପ୍ରିଲ ୪, ବୁଧବାର ଦିନ ଏକବିଂଶ ଶତାବ୍ଦୀରେ ପ୍ରଥମ ଥର ପାଇଁ ଖୋଲାଯିବାକୁ ଯାଉଛି ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର । ୧୯୮୪ ମସିହାରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବା ବେଳେ ସେସମୟରେ ଶ୍ରୀମନ୍ଦିରର ସହଯୋଗୀ ପ୍ରଶାସକ ଥିଲେ ରବୀନ୍ଦ୍ର ନାରାୟଣ ମିଶ୍ର । ଶ୍ରୀ ମିଶ୍ରଙ୍କର ରତ୍ନ…
ଅଧିକ ଖବର ଦେଖନ୍ତୁ...

ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୫୦ରୁ ୬୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ମଧ୍ୟ ବହିପାରେ। ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ ଢ଼େଙ୍କାନାଳ ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

କପାଳ ଲିଖନ କେ କରିବ ଆନ! ଛାଡ଼ପତ୍ରର ୫୦ ବର୍ଷ ପରେ ପୁର୍ନବିବାହ କରିବେ ଏହି ଦମ୍ପତି

କପାଳ ଲିଖନ  କେ କରିବ ଆନ! କପାଳରେ ଯାହା ଲେଖା ଅଛି ତାହା ହେଇକି ହିଁ ରହିବ। ଯେତେ ଚେଷ୍ଟା କଲେ ବି ବିବାହ, ବିଚ୍ଛେଦ ବା ପୁର୍ନବିବାହ କଦାଚିତ ମଣିଷ ହାତରେ ନୁହେଁ। ତାହା ଉପରୁ ସ୍ଥିର। ଆଜି ଏମିତି ଏକ ଦମ୍ପତିଙ୍କ ବିଷୟରେ ଜାଣିବାକୁ ମିଳିଛି ତାହା ଆପଣଙ୍କୁ କୌଣସି ଚଳଚ୍ଚିତ୍ରର କାହାଣୀ…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ଣ ଧୂପ ପରେ ଖୋଲାଯିବ ରତ୍ନଭଣ୍ଡାର, ଭିତର ସ୍ଥିତି ନେଇ ଏଏସ୍‌ଆଇ ତତ୍କାଳ ରିପୋର୍ଟ ପ୍ରଦାନ କରିବ

ପୁରୀ: ଏପ୍ରିଲ ୪ରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଭଣ୍ଡାର ଘର ସ୍ଥିତି ଯାଞ୍ଚ ପାଇଁ ୧୦ ଜଣିଆ ଟିମ୍‌ ରତ୍ନଭଣ୍ଡାର ଘର ଭିତରକୁ ଯିବେ । ଶ୍ରୀଜିଉଙ୍କ ମଧ୍ୟାହ୍ଣ ଧୂପ ଓ ଭୋଗ ମଣ୍ଡପ ଉଠିବା ପରେ ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୁଚନା ମୂତାବକ ମଧ୍ୟାହ୍ଶ…
ଅଧିକ ଖବର ଦେଖନ୍ତୁ...

ଯୋଗ ଶିଖାଇବା ବାହାନାରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗ ସ୍ପର୍ଶ ମହଙ୍ଗା ପଡ଼ିଲା, ଜେଲ୍‌ ଗଲେ ଭାରତୀୟ ଯୋଗ ପ୍ରଶିକ୍ଷକ

ସିଙ୍ଗାପୁର: ଯୋଗ କ୍ଲାସ ମଧ୍ୟରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଭାରତୀୟ ଯୋଗ ପ୍ରଶିକ୍ଷକଙ୍କୁ ସିଙ୍ଗାପୁର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ମଙ୍ଗଳବାର ଗଣମାଧ୍ୟରେ ପ୍ରକାଶ ପାଇଛି। ସନ୍ତୋଷ କୁମାର ପ୍ରସାଦ ନାମକ ଏହି ଭାରତୀୟଙ୍କୁ ୯ ମାସ ଜେଲ୍‌ ଦଣ୍ଡ ସହ ସିଙ୍ଗାପୁର…
ଅଧିକ ଖବର ଦେଖନ୍ତୁ...