Daily Archives

April 15, 2018

ଗଣିତ ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ଛାତ୍ରର ଗଳାରେ ବାଉଁଶ ବାଡି ଭୁସିଲେ ଶିକ୍ଷକ

ମୁମ୍ବାଇ: ମୁମ୍ବାଇର କଜରତରେ ଏକ ଅଭାବୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ଶିକ୍ଷକ ତାର ଗଳାରେ ବାଉଁଶ ବାଡି ଭୁସି ଦେଇଥିବା ଘଟଣା ସାମ୍ନାକୁ ଆସିଛି। କଜରତ ପୁଲିସ ଥାନାର ପୁଲିସ ଅଧିକାରୀ ଏସ.ବି ମହତ୍ରେଙ୍କ…
ଅଧିକ ଖବର ଦେଖନ୍ତୁ...

ତୃତୀୟ ବିଶ୍ୱଯୁଦ୍ଧ: ଦେଶବାସୀଙ୍କୁ ସଜାଗ ରହିବାକୁ କହିଲା ଋଷିଆର ଟିଭି ଚ୍ୟାନେଲ

ରୁଷିଆର ଏକ ଟିଭି ଚ୍ୟାନେଲ୍‌ ନେଇଥିବା ସୂଚନା ଏବେ ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। ଟିଭି ଚ୍ୟାନେଲ୍‌ ପକ୍ଷରୁ ନାଗରିକମାନଙ୍କୁ ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଆବଶ୍ୟକୀୟ ପ୍ରସ୍ତୁତ ହେବା ପାଇଁ ସୂଚନା ପ୍ରଦାନ କରାଯାଇଛି। ଚ୍ୟାନେଲ୍‌ ଦ୍ୱାରା ଲୋକମାନଙ୍କୁ ନୂଆ ନୂଆ ବୁଦ୍ଧି ସବୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କଠୁଆ ଦୁଷ୍କର୍ମ ମାମଲା: ୨ଜଣ ବିଜେପି ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୁଫତି

ଶ୍ରୀନଗର: କଠୁଆ ଦୁଷ୍କର୍ମ ଘଟଣା ପରେ ଜମ୍ମୁ କଶ୍ମୀରର ୨ଜଣ ବିଜେପି ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରବିବାର ଭାରତୀୟ ଜନତା ପାର୍ଟିର ୨ଜଣ ମନ୍ତ୍ରୀଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ସେ ଏହାକୁ ଜମ୍ମୁ କଶ୍ମୀର ରାଜ୍ୟପାଳ ନରିନ୍ଦର ନାଥ ଭୋରାଙ୍କୁ ପଠାଇବେ।…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ଆପତ୍ତିଜନକ କାର୍ଯ୍ୟ କରୁଥିବା କପୁଲଙ୍କ ଭିଡିଓ ଭାଇରାଲ

ଲଣ୍ଡନ: କେଟରହେମ୍‌ ଷ୍ଟେସନରେ ଏକ କପୁଲ ଟ୍ରେନ୍‌ରେ ଆପତ୍ତିଜନକ କାର୍ଯ୍ୟ କରୁଥିବା ସମୟର ଦୃଶ୍ୟ ଦେଖି ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ଉକ୍ତ କପୁଲଙ୍କୁ ଏହି ଅବସ୍ଥାରେ ଲୋକମାନେ ଦେଖୁଥିବା ଜାଣୁଥିଲେ ବି ସେମାନଙ୍କୁ କୌଣସି ଫରକ ପଡ଼ି ନଥିଲା। ଲୋକମାନେ ଷ୍ଟେସନ୍‌ରେ ଛିଡା ହୋଇ ଏହି…
ଅଧିକ ଖବର ଦେଖନ୍ତୁ...

ଜୟପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଓବାଦୀଙ୍କ ପୂର୍ବତନ ସରପଞ୍ଚଙ୍କୁ ଗୁଳି, ଗୁରୁତର ଅବସ୍ଥାରେ ହସ୍ପିଟାଲରେ…

ଜୟପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ଦଣ୍ଡାବାଡ଼ି ସାପ୍ତାହିକ ହାଟରେ ରବିବାର ଦିନ ଦ୍ୱିପ୍ରହରରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ମାଓବାଦୀଙ୍କ ଦ୍ୱରା ଗୁଳିର ଶିକାର ହେବାକୁ ପଡ଼ିଛି। ପୂର୍ବତନ ସରପଞ୍ଚ ଆନନ୍ଦ ନାୟକଙ୍କୁ ମାଓବାଦୀମାନେ ଗୁଳି କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ବେଙ୍ଗାଲୁରୁକୁ ୨୧୮ ରନ୍‌ ଟାର୍ଗେଟ ଦେଲା ରାଜସ୍ଥାନ

ବେଙ୍ଗାଲୁରୁ: ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିରୋଧରେ ରାଜସ୍ଥାନ ରୋୟାଲସ୍‌ ସର୍ବାଧିକ ରନ ସଂଗ୍ରହ କରିଛି। ଇନିଂସ ଆରମ୍ଭରୁ ଓ ଶେଷ ୫ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ ହରାଇ ୨୧୭ ରନ୍‌ ସଂଗ୍ରହ କରିଛି। ସଞ୍ଜୁ ସାମସନ୍‌ (୯୨ ରନ୍‌, ୪୫…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଯାଇଥିବା ଭାରତୀୟ ଶିଖ ତୀର୍ଥଯାତ୍ରୀ ହଟହଟା, ଦୂତାବାସ କର୍ମଚାରୀଙ୍କୁ ଭେଟିବାକୁ ଦେଉନାହିଁ

ନୂଆଦିଲ୍ଲୀ: ଭାରତରୁ ପାକିସ୍ତାନ ତୀର୍ଥ ଯାତ୍ରାରେ ଯାଉଥିବା ଶିଖ ମାନଙ୍କୁ ପାକିସ୍ତାନ କନସୁଲାର ଆକସେସ୍‌ ଦେଉନଥିବାରୁ ନୂଆଦିଲ୍ଲୀ ତାହାର ପ୍ରତିବାଦ କରିଛି । ଏ ନେଇ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନ ସରକାରଙ୍କ ନିକଟରେ ତୀବ୍ର ପ୍ରତିବାଦ କରାଯାଇଛି । ପାକିସ୍ତାନର…
ଅଧିକ ଖବର ଦେଖନ୍ତୁ...

ଏସସି/ଏସଟି ଆଇନ: ଅଧ୍ୟାଦେଶ ଜାରି ଲାଗି ସରକାରଙ୍କ ବିଚାର !

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କ ଦ୍ୱାରା ଅନୁସୂଚୀତ ଜାତି ଓ ଜନଜାତି  ଆଇନକୁ କୋହଳ କରିବାପରେ ସାରା ଦେଶରେ ଦଳିତ ସଂଗଠନମାନେ ତାହାର ବିରୋଧ କରୁଛନ୍ତି ।   ଏଥିପାଇଁ ଭାରତ ବନ୍ଦ ଡକରା ମଧ୍ୟ ଦିଆଯାଇଥିଲା । ଏହା ପରେ ସରକାର ବାଧ୍ୟ ହୋଇ ସୁପ୍ରିମ କୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ହଟିଲେ ଶୁଭଙ୍କର ସରକାର, ଓଡ଼ିଶା ପାଇଁ ୩ ନେତାଙ୍କୁ ଏଆଇସିସି ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଦାୟିତ୍ୱରେ ଥିବା ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସମ୍ପାଦକ ଶୁଭଙ୍କର ସରକାରଙ୍କୁ ହଟାଇଦେଇଛନ୍ତି । ତାଙ୍କ ସ୍ଥାନରେ ୩ଜଣ ଏଆଇସିସି ସମ୍ପାଦକଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି । ଏମାନେ ହେଲେ ଆନ୍ଧ୍ରର ପୂର୍ବତନ ବିଧାୟକ ରୁଦ୍ର…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ଜଗମୋହନ

ପୁରୀ: ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ସୋମବାର ଦିନ ସକାଳ ଧୂପ ପରେ ଶ୍ରୀମନ୍ଦିର ଜଗମୋହନ ଖୋଲାଯିବାକୁ ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ସୂଚନାଯୋଗ୍ୟ,  ପୂର୍ବରୁ ଏପ୍ରିଲ ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ…
ଅଧିକ ଖବର ଦେଖନ୍ତୁ...