Daily Archives

April 15, 2018

ବଲିଉଡ୍‌ ସିନେମା ସୁଟିଂ ପରେ ନାୟକ-ନାୟିକାଙ୍କ ପୋଷାକ ନିଲାମ ହୁଏ ନଚେତ ଏହି ସବୁ କାମରେ ଲାଗେ…

 ମୁମ୍ବାଇ: ଏ ଉତ୍ସୁକତା ଆପଣଙ୍କ ଭିତରେ ନିଶ୍ଚୟ ଥିବ ଯେ ଚଳଚ୍ଚିତ୍ରରେ ନାୟକ-ନାୟିକା ଯେଉଁ ପୋଷାକ ପିନ୍ଧନ୍ତି ସେ ପୋଷାକ ସବୁ ସୁଟିଂ ସରିଲା ପରେ ହୁଏ କ’ଣ? ତାକୁ କ’ଣ ବିକ୍ରି କରାଯାଏ ନା ଆଉ କିଛି। ବଲିଉଡ୍‌ ସିନେମା ସୁଟିଂ ପରେ ନାୟକ-ନାୟିକାମାନଙ୍କର ପୋଷାକକୁ ବିଭିନ୍ନ କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୪୮ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା !

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ କାଳବୈଶାଖୀ କିଛିଦିନ ହେବ ତାଣ୍ଡବ ରଚୁଛି। ତେବେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ କରି ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ କୁଆପଥର ମାଡ଼ ସହ ଝଡ଼ ତୋଫାନ୍‌ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖାଦ୍ୟ ଆୟୁ ବୃଦ୍ଧିକାରୀ: ଦୈନିକ ଖାଦ୍ୟରେ ଏସବୁକୁ ନିଶ୍ଚୟ ସାମିଲ୍‌ କରନ୍ତୁ

ଆଜିକାଲି ବିଭିନ୍ନ ପ୍ରକାରର ରୋଗବ୍ୟଧୀ ହେତୁ ଦୀର୍ଘ ଆୟୁ ଏକ ପ୍ରକାର ସ୍ୱପ୍ନ ପାଲଟିଗଲାଣି। ଅଧିକାଂଶ ଲୋକ ଅଧା ବୟସରୁ ପ୍ରାଣ ହରାଉଛନ୍ତି। ମାତ୍ର ଏମିତି ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ୱାରା ଆୟୁ ବୃଦ୍ଧି ପାଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କଞ୍ଚାଲଙ୍କା: ଲୋକେ ଭାବନ୍ତି…
ଅଧିକ ଖବର ଦେଖନ୍ତୁ...

ପୁଣି ଗଡ଼ିଲା ଇଂଜିନ ବିହୀନ ରେଳ, ଏଥର ବାଲେଶ୍ୱରରେ

ଭୁବନେଶ୍ୱର: କିଛିଦିନ ତଳେ ସାରା ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡଠାରେ ବିନା ଇଂଜିନରେ ଟ୍ରେନ ୧୩ କିଲୋମିଟର ଗଡ଼ିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହାକୁ ରେଳ ମନ୍ତ୍ରାଳୟ ମଧ୍ୟ ବେଶ ଗୁରୁତ୍ୱର ସହ ନେଇଥିଲା । ଏପରି ଘଟଣାକୁ ଏଡେଇବାକୁ ଖୋଦ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ…
ଅଧିକ ଖବର ଦେଖନ୍ତୁ...

ଲୋକାର୍ପିତ ହେଲା ହୀରାକୁଦ ଜଳଭଣ୍ଡାର ସେତୁ

ସମ୍ବଲପୁର/ଇବଥର୍ମାଲ : ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମତ ସପ୍ନେ-ରମ୍ପେଲା ସେତୁକୁ ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ୧୧୭କୋଟି ୫୦ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ୨.୫କିମିର ଏହି ସେତୁ ରାଜ୍ୟର ଅନ୍ୟତମ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ବିଭିନ୍ନ ସ୍ଥାନ ଚଢ଼ଉ କରି ଦେଢ଼ଲକ୍ଷ ଟଙ୍କାର ଜାଲ ନୋଟ ଜବତ କଲା ପୁଲିସ

ସୋର: ବାଲେଶ୍ୱର ଜିଲ୍ଲାର ବିଭିନ୍ନସ୍ଥାନରେ ପୁଲିସ ଚଢ଼ଉ କରି ଦେଢ଼ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିବା ସହିତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ୫ଜଣଙ୍କୁ ପୁଲିସ ବାଲେଶ୍ୱରର ସହଦେବଖୁଣ୍ଟା, ସଦର ଥାନା ଅଞ୍ଚଳ, ସୋର ଓ ନୀଳଗିରି ଅଞ୍ଚଳରୁ ଗିରଫ କରିଛି। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଏହି ବର୍ଷ ଅନୀଲ ତନୟା ସୋନମଙ୍କ ବାହାଘର

ଅଭିନେତା ଅନୀଲ୍‌ କପୁର୍‌ଙ୍କ ଝିଅ ତଥା ଅଭିନେତ୍ରୀ ସୋନମ୍‌ କପୁର୍‌ଙ୍କର ବାହାଘର ଖୁବ୍‌ ଶୀଘ୍ର ହେବାକୁ ଯାଉଛି। ପ୍ରଥମେ ଶୁଣା ଯାଉଥିଲା ଯେ ବାହାଘର ଏଇ ଏପ୍ରିଲ୍‌ ମାସର ଶେଷ ସପ୍ତାହରେ ହେବ। କିନ୍ତୁ ଏବେ ଖବର ମିଳିଛି ଯେ ବାହାଘର ହେବ ମେ’ ୭ରୁ ୧୧ ତାରିଖ ଭିତରେ କୌଣସି ଦିନରେ। ଆଉ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ମୁହାଁମୁହିଁ ବାଇକ୍‌ ଧକ୍କାରେ ଦୁଇ ଚାଳକଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ପାଟପୁରା ଥାନା ପାଲିପଦ୍ମନାଭପୁରରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଜି ପାଲିପଦ୍ମନାଭପୁର ରାସ୍ତା ଦେଇ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ସବୁଠୁ ମହଙ୍ଗା ହେବ ଏବର୍ଷର ଅକ୍ଷୟ ତୃତୀୟା, ରେକର୍ଡ କାଟିବ ସୁନାଦର

ନୂଆଦିଲ୍ଲୀ-ଆସନ୍ତା ବୁଧବାରଦିନ ଅକ୍ଷୟ ତୃତୀୟା ପଡୁଛି । ଭାରତୀୟ ସଂସ୍କୃତିରେ ଏକ ଶୁଭ ଦିନ । ଏହି ଦିନ ସୁନା କିଣିଲେ ପରିବାରର ସୁଖସମୃଦ୍ଧି ବଢିଥାଏ ବୋଲି ବିଶ୍ୱାସ କରାଯାଏ । ଏଥିପାଇଁ ଏବେଠାରୁ ସୁନାଗହଣା ଦୋକାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାରର ଅଫରମାନ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଗନ୍ନାଥପୁର ପଞ୍ଚାୟତ କୋଳିପଦାରେ ରବିବାର ଅପରାହ୍ନରେ ଦୁଇଜଣ ନାବାଳିକା ଗାଧୋଉଥିବା ସମୟରେ ପୋଖରୀରେ ବୁଡି ଦୁହିଁଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତ ନାବାଳିକା ହେଲେ ଶରତ ଖଣ୍ଡୁଆଳଙ୍କ ଝିଅ ରାକ୍ଷୀରାଣୀ ଓ ରସାନନ୍ଦ ଜେନାଙ୍କ ଝିଅ…
ଅଧିକ ଖବର ଦେଖନ୍ତୁ...