Daily Archives

May 18, 2018

କର୍ଣ୍ଣାଟକ ଆସ୍ଥା ଭୋଟ : ୧୨ ଅଣ-ବିଜେପି ବିଧାୟକଙ୍କ ସମର୍ଥନ ଅଛି ବୋଲି ବିଜେପିର ଦାବି !

ବାଙ୍ଗାଲୁରୁ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା କାଲି କର୍ଣ୍ଣାଟକ ବିଧାନସଭାରେ ୟେଦ୍ୟୁରପ୍ପା ସରକାରଙ୍କ ବିରୋଧରେ ଆସ୍ଥାଭୋଟ ହେବ । ବିଧାନସଭାରେ ବିଜେପିର ୧୦୪ ସଦସ୍ୟ ଥିବାବେଳେ ମ୍ୟାଜିକ ସଂଖ୍ୟା ହେଉଛି ୧୧୧ । କଂଗ୍ରେସର ୭୮ ଓ ଜେଡିଏସର ୩୮ ସଦସ୍ୟ ଅଛନ୍ତି । ଅର୍ଥାତ…
ଅଧିକ ଖବର ଦେଖନ୍ତୁ...

ସୋସିଆଲ ମିଡିଆ ବ୍ୟବହାରକାରୀ ସାବଧାନ! ଦୁଷ୍କର୍ମ ପୀଡ଼ିତାର ପରିଚୟ ପ୍ରଘଟ କଲେ ଭୋଗିବେ ୬ ମାସର ଜେଲଦଣ୍ଡ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏଣିକି ସାବଧାନ। ଯଦି ଆପଣ, ସୋସିଆଲ ମିଡିଆରେ କରୁଥିବା କୌଣସି ବି ପୋଷ୍ଟିଂରେ ଯଦି କୌଣସି ଦୁଷ୍କର୍ମ ପୀଡ଼ିତାର କୌଣସି ପ୍ରକାରର ପରିଚୟ ପ୍ରଘଟ କରି ଦେଉଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ୬ ମାସର ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଆଜି (ଶୁକ୍ରବାର)…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ତଳସାରୀ ବେଳାଭୂମିକୁ ଗାଧୋଇବାକୁ ଯାଇ ୭ ନିଖୋଜ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତଳସାରୀ ବେଳାଭୂମିକୁ ଶୁକ୍ରବାର ଗାଧୋଇବା ପାଇଁ ଯାଇଥିବା ୭ଜଣ ନିଖୋଜ ହୋଇଯାଇଛନ୍ତି। ଉଦ୍ଧାରକାର୍ଯ୍ୟ ଏବେ ବି ଜାରି ରହିଛି। ନିଖୋଜମାନେ ହେଲେ, ସାନ୍ତରଗଳିର ମନୋରଞ୍ଜନ ସାହୁ(୨୬) , ଜୟରାମପୁରର ହରିତ ରାଉତ(୨୭) , ଦେଡୁପଦାର ଦିଲ୍ଲୀପ ଦାସ(୨୫)  ଓ ପାଦୁଲୋଚନ…
ଅଧିକ ଖବର ଦେଖନ୍ତୁ...

ଇଏ ହେଉଛନ୍ତି ସେହି ୧୨୮ ବର୍ଷୀୟ ମହିଳା, ଯାହାଙ୍କ ଜୀବନ କାହଣୀ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠିବ !

ଆପଣଙ୍କୁ ଦୁନିଆର ସବୁଠାରୁ ବୟସ୍କ ମହିଳାଙ୍କ ବିଷୟରେ ଜଣାଇବାକୁ ଯାଉଛୁ। ଏହି ମହିଳାଙ୍କ ବୟସ ୧୨୮ବର୍ଷ ହେବ ବୋଲି କୁହାଯାଉଛି। ଆଗମୀ ମାସରେ ସେ ତାଙ୍କ ୧୨୯ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି ବୋଲି ରୁଷ ସରକାର ସୂଚନା ଦେଇଛନ୍ତି। ପାସପୋର୍ଟରେ ତାଙ୍କ ଜନ୍ମ ୧୮୮୯ ମସିହା ଜୁନ୍‌ ୧ ତାରିଖ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ସମୟରେ ନାଟମଣ୍ଡପ ଉପରୁ ଚୁନ ଛେଲା ଖସି ମହିଳା ଭକ୍ତଙ୍କ ମୁଣ୍ଡ ଫାଟିଲା

ପୁରୀ: ଶୁକ୍ରବାର ଅପରାହ୍ନରେ ଶ୍ରୀଜିଉଙ୍କ ଦର୍ଶନ କରୁଥିବା ସମୟରେ ଜଣେ ମହିଳା ଭକ୍ତ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଉଛନ୍ତି, ବାଙ୍କୀ ଦାମପଡ଼ାର ବାସନ୍ତୀ ରାଉତ । ସୂଚନାଯୋଗ୍ୟ, ଆଜି ବାଙ୍କୀରୁ ବାସନ୍ତୀ ରାଉତ ତାଙ୍କ ପରିବାରଲୋକଙ୍କ ସହିତ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଆସିଥିଲେ।…
ଅଧିକ ଖବର ଦେଖନ୍ତୁ...

ଶ୍ରଦ୍ଧାରେ ରାତ୍ରି ଭୋଜନ ଖୁଆଇବା ପରେ ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କଲା ମାଆ

ଗୋରଖପୁର: ଗୋରଖପୁର କ୍ୟାଣ୍ଟନମେଣ୍ଟ  ଥାନା ଅଞ୍ଚଳରେ ଗୁରୁବାର ଜଣେ ମହିଳା ଦୁଇଜଣ ଝିଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନିଜଣଙ୍କ ମୃତଦେହକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରି ଦେଇଛି। ମୃତକ ଶଶି ସିଂହ କେଣ୍ଟ…
ଅଧିକ ଖବର ଦେଖନ୍ତୁ...

ମେ ୨୯ରେ କେରଳ ଛୁଇଁବ ମୌସୁମୀ : ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର : ଚାଷୀ ଭାଇଙ୍କ ପାଇଁ ଖୁସିଖବର । ଏବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ସମୟରେ ଆସିବ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ମେ ୨୯ ତାରିଖରେ ଏହା କେରଳ ଛୁଇଁବ । ତେବେ ଏଥିରେ ୩-୪ ଦିନ ଏପାଖ ସେପାଖ ହୋଇପାରେ । କେରଳରେ ମୌସୁମୀ ଛୁଇଁବାର ପ୍ରାୟ ୧୦…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ସେକ୍ସ ରାକେଟର ପର୍ଦ୍ଦାଫାସ : ରାଣୀ ମହୁମାଛି ସହ ୨ ଯୁବତୀ ଉଦ୍ଧାର, ୩ ଗ୍ରାହକ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଗଜପତି ନଗର ଅଞ୍ଚଳରେ ଏକ ନିର୍ମାଣାଧୀନ ଘରୁ ଏକ ସେକ୍ସ ରାକେଟକୁ ସହିଦନଗର ପୁଲିସ ଶୁକ୍ରବାର ଅପରାହ୍ନରେ ଠାବ କରିଛି। ଏହି ରାକେଟରେ ସଂଶ୍ଳିଷ୍ଟ ୨ ଜଣ ଯୁବତୀଙ୍କୁ  ପୁଲିସ ଉଦ୍ଧାର କରିବା ସହିତ ରାଣୀ ମହୁମାଛି ଓ ୩ ଯୁବକଙ୍କୁ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ସୋନମ ହାତରେ ପିନ୍ଧିଥିବା ମଙ୍ଗଳସୂତ୍ରର ଅର୍ଥ କ’ଣ ଜାଣନ୍ତୁ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ସୋନମ କପୁର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିବା ପରେ ଚର୍ଚ୍ଚାରେ ଅଛନ୍ତି। ସୋନମ କପୁର ଇନଷ୍ଟା ଷ୍ଟୋରିରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ହାତରେ ଏକ ଫଟୋ ଦେଖିବାକୁ ମିଳୁଛି। ସେଥିରେ ସେ ଅନ୍ୟ ଗହଣା ସହିତ ଏକ ମଙ୍ଗଳସୂତ୍ର ବି…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ପ୍ରଭାବ: ଗୋଆ, ମଣିପୁର, ମିଜୋରାମ ଓ ବିହାରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପାଖେ ଦାବି କଲେ କଂଗ୍ରେସ ଓ…

ନୂଆଦିଲ୍ଲୀ: ନିର୍ବାଚନ ପରେ ସରକାର ଗଠନ ପାଇଁ ନିରଙ୍କୁଶ ସଂଖ୍ୟା ପାଇ ନଥିବା ଏବଂ ଆବଶ୍ୟକ ସଂଖ୍ୟକ ନିର୍ବାଚିତ ବିଧାୟକ ନଥାଇ ସୁଦ୍ଧା କେବଳ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବା ଦର୍ଶାଇ କର୍ଣ୍ଣାଟକରେ ବିଜେପିକୁ ସରକାର ଗଠନ ପାଇଁ ରାଜ୍ୟପାଳ ଯେମିତି ସୁଯୋଗ ପ୍ରଦାନ କଲେ, ଆମ ପାଇଁ ମଧ୍ୟ ସେଇ…
ଅଧିକ ଖବର ଦେଖନ୍ତୁ...