Daily Archives

September 7, 2018

ବଡ଼ ଭଉଣୀକୁ ଦୁଷ୍କର୍ମ କରିନପାରିବା ରାଗରେ ସାନ ଭଉଣୀକୁ ମାରିଦେଲା ୩୦ ବର୍ଷିୟ ଯୁବକ

ରାୟପୁର: ଛତିଶଗଡ଼ର ବିଳାସପୁରଠାରେ ବୁଧବାର ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୩୦ ବର୍ଷିଅ ଯୁବକ ୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବାରେ ବିଫଳ ହେବାରୁ ନାବାଳିକାର ୩ ବର୍ଷୀୟା ଭଉଣୀକୁ ହତ୍ୟା କରିଥିବା ଜାଣିବାକୁ ମିଳିଛି। ଅଭିଯୁକ୍ତର ନାମ ବିଜୟ କୁମାର। ଏହି ଘଟଣା ପରେ ସ୍ଥାନୀୟ ଲୋକ…
ଅଧିକ ଖବର ଦେଖନ୍ତୁ...

୧୩ ଦିନ ଅନଶନରେ ବସିବା ପରେ ଗୁରୁତର ହେଲା ହାର୍ଦ୍ଦିକଙ୍କ ସ୍ୱାସ୍ଥ୍ୟବସ୍ଥା; ହସ୍ପିଟାଲ୍‌ରେ ଭର୍ତ୍ତି

ଅହମ୍ମଦାବାଦ୍‌: ଗତ ୧୩ ଦିନ ହେବ ଉପାସରେ ରହି ପଟିଦାର ଅନାମତ ଆନ୍ଦୋଳନ ସମିତି (ପିଏଏଏସ୍‌) ନେତା ହାର୍ଦ୍ଦିକ ପଟେଲ ହଠାତ ଅସୁସ୍ଥ ହୋଇପଡ଼ିବାରୁ ଶୁକ୍ରବାର ତାଙ୍କୁ ହସ୍ପିଟାଲ୍‌କୁ ନିଆଯାଇଛି। ହାର୍ଦ୍ଦିକ ଅଗଷ୍ଟ ୨୫ ତାରିଖରୁ ଆମରଣ ଅନଶନ(ହଙ୍ଗର୍‌ ଷ୍ଟ୍ରାଇକ୍‌) କରି ଦାନାଟିଏ ବି ପାଟିକୁ…
ଅଧିକ ଖବର ଦେଖନ୍ତୁ...

କୁକୁରକୁ ଗିଳି ଦେଇଥିବା ୨୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ଗୁରୁଗ୍ରାମ: ବୁଧବାର ଦିନ ଫରିଦାବାଦଓ ଗୁରୁଗ୍ରାମ ବନପ୍ରାଣୀ ବିଭାଗ ମିଳିତ ଆନୁକୁଲ୍ୟରେ ପାଲ୍‌ଓ୍ଵାଲ ଜିଲ୍ଲାର ଗ୍ରାମରୁ କୁକୁରକୁ ଗିଳିଥିବା ୨୦ ଫୁଟ୍‌ ଲମ୍ବର ଅଜଗରକୁ ଉଦ୍ଧାର କରିଛନ୍ତି। ଏହି ଗ୍ରାମଟି ଗୁରୁଗ୍ରାମ ସହରଠାରୁ ପ୍ରାୟ ୧୦୨ କି.ମି. ଦୂରରେ ଅବସ୍ଥିତ। ମାଈ ଅଜଗର ବୋଲି ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

କଟକ ସପିଂ ମଲ୍‌ରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବତୀ

କଟକ: ସ୍ଥାନୀୟ ଏକ ସପିଂ ମଲ୍‌ରେ ଶୁକ୍ରବାର ଜଣେ ମହିଳା କର୍ମଚାରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ପୁରୀଘାଟ ଥାନା ଅନ୍ତର୍ଗତ ଭଗତପୁର ଅଞ୍ଚଳର ରଞ୍ଜିତା…
ଅଧିକ ଖବର ଦେଖନ୍ତୁ...

ଆସୁଛି ମହଙ୍ଗା ଯୁଗ: ତେଲଦର ବୃଦ୍ଧି, ଟଙ୍କା ମୂଲ୍ୟ ହ୍ରାସ ଫଳରେ କେଉଁ କେଉଁ ସାମଗ୍ରୀ ମହଙ୍ଗା ହେବ ଜାଣନ୍ତୁ

ଭୁବନେଶ୍ୱର: ଗତ କିଛି ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ପ୍ରାୟ ପ୍ରତି ଦିନ ନୂଆ ନୂଆ ଉଚ୍ଚତାକୁ ଛୁଉଁଛି ତେଲଦର । ଏହା ଦ୍ୱାରା ସାଧାରଣ ଖାଉଟିଙ୍କ ବଜେଟ ଗୋଳମାଳ ହୋଇଯାଇଛି । କିନ୍ତୁ ତେଲଦର ବଢିବା ଯୋଗୁଁ କେବଳ ଯେ ଆପଣଙ୍କ ପେଟ୍ରୋଲ ଖର୍ଚ୍ଚ ବଢିଯିବ ତା ନୁହେଁ । ଆହୁରି…
ଅଧିକ ଖବର ଦେଖନ୍ତୁ...

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର୍‌ ଇଣ୍ଡିଆର ଏକ ବିମାନ; ଭୁଲ୍‌ ରନ୍‌େଓ୍ଵରେ କଲା ଅବତରଣ

ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ଏକ ବିମାନ ଶୁକ୍ରବାର ଏକ ବିରାଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ବିମାନଟି ଭୁଲ୍‌ ବଶତଃ ବିମାନ ବନ୍ଦରର ଏକ ନିର୍ମାଣଧୀନ ରନ୍‌େଓ୍ଵରେ ଲ୍ୟାଣ୍ଡିଂ କରିବା ପରେ ମାଲଦୀପର ମାଲେ ଭ୍ୟାଲେନା ଇଣ୍ଟରନ୍ୟସନାଲ୍‌ ବିମାନ ବନ୍ଦରରେ ଅଟକି ରହିଛି। ଆଞ୍ଚଳିକ…
ଅଧିକ ଖବର ଦେଖନ୍ତୁ...

ରସଗୋଲାର ଜିଆଇ ମାନ୍ୟତା ଲାଗି ‘ଓଏସ୍‌ଆଇସି’ ପକ୍ଷରୁ ଆବେଦନ ହୋଇଛି: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ଭୁବନେଶ୍ୱର: ‘ଓଡ଼ିଶାର ରସଗୋଲା’କୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌(ଜିଆଇ) ମାନ୍ୟତା ଦାବି ନେଇ ଓଡ଼ିଶା ସରକାର ଆବଶ୍ୟକ ଦସ୍ତାବିଜ୍‌ ଦାଖଲ କରିଛନ୍ତି ବୋଲି ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଶୁକ୍ରବାର କହିଛନ୍ତି। ବିଧାନସଭାର ଏକ ପ୍ରଶ୍ନୋତ୍ତର କାଳରେ ମନ୍ତ୍ରୀ ସାମଲ…
ଅଧିକ ଖବର ଦେଖନ୍ତୁ...

ଖାକିରେ ଦାଗ! ଭିଜିଲାନ୍ସ ଯୁଗ୍ମ ନିର୍ଦ୍ଦେଶକଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଶିକାର ହେବା ପରେ ନ୍ୟାୟ ପାଇଁ ମାଡ୍ରାସ…

ଚେନ୍ନାଇ: ତାମିଲନାଡ଼ୁର ଭିଜିଲାନ୍ସ ଓ ଆଣ୍ଟି- କରପସନ୍‌ ନିର୍ଦ୍ଦେଶାଳୟ (ଡିଭିଏସି)ରେ ଏସ୍‌ପି ଭାବେ କାର୍ଯ୍ୟରତ ଥିବା ଜନୈକା ମହିଳା ଆଇପିଏସ୍‌ ଅଧିକାରୀ ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ତାଙ୍କ ଉପରିସ୍ଥ ଯୁଗ୍ମ ନିର୍ଦ୍ଦେଶକ ଏସ୍‌ ମୁରୁଗାନ୍‌ଙ୍କ ବିରୋଧରେ ଏକ ଯୌନ ଉତ୍ପୀଡ଼ନ ମାମଲା…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ହାର କମାଇବାକୁ ଖୁବ୍‌ ଶୀଘ୍ର ଗାଡ଼ିଗୁଡ଼ିକରେ ଲାଗିବ ସ୍ୱୟଂଚାଳିତ ବ୍ରେକ୍‌; ସାମ୍ନାରେ ବ୍ୟକ୍ତି କିମ୍ବା…

ନୂଆଦିଲ୍ଲୀ: ଦୁର୍ଘଟଣାରେ ପ୍ରତିବର୍ଷ ନାହି ନଥିବା ମୁଣ୍ଡ ଗଡୁଥିବା ବେଳେ ଏବେ ଏହି ସମସ୍ୟାକୁ ଦୂରେଇ ଦେବା ପାଇଁ ଏକ ଆଶାର କିରଣ ଦେଖା ଦେଇଛି। ଆଶା କରାଯାଉଛି ଯେ ୨୦୨୨ ମସିହା ସୁଦ୍ଧା ଗାଡ଼ିଗୁଡ଼ିକରେ ଏକ ସ୍ୱୟଂଚାଳିତ ବ୍ରେକ୍‌ ଖଞ୍ଜା ଯିବ। ଫଳରେ ସାମ୍ନାରେ କୌଣସି ବି ପ୍ରକାର ବସ୍ତୁ,…
ଅଧିକ ଖବର ଦେଖନ୍ତୁ...

ଭାରତ କଣ ବିଶ୍ୱର ସବୁଠୁ ଶକ୍ତିଶାଳୀ ସାମରିକ ମେଣ୍ଟ ନାଟୋର ସଦସ୍ୟ ହୋଇଯାଇଛି ? ପାକିସ୍ତାନ ଓ ଚୀନକୁ ଏହି ଚିନ୍ତା…

ନୂଆଦିଲ୍ଲୀ: ଭାରତ କଣ ଆମେରିକା ନେତୃତ୍ୱାଧୀନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ମେଣ୍ଟ ନାଟୋ (ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ) ର ସଦସ୍ୟ ହୋଇଯାଇଛି? ଏହି ପ୍ରଶ୍ନ କେବଳ ଆମ ଦେଶରେ ନୁହେଁ, ଆମର ପ୍ରମୁଖ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନକୁ ମଧ୍ୟ ଘାରିଛି । କାରଣ ଭାରତ…
ଅଧିକ ଖବର ଦେଖନ୍ତୁ...