Daily Archives

September 12, 2018

ଶବ୍ଦ ପ୍ରଦୂଷଣ ଅଭିଯୋଗରେ ଗୁରୁଗ୍ରାମରେ ମସଜିଦକୁ ବନ୍ଦ କଲା ପ୍ରଶାସନ

ଗୁରୁଗ୍ରାମ : ଶବ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗରେ ଗୁରୁଗ୍ରାମ ମ୍ୟୁନିସିପାଲ କର୍ପୋରେସନ ଏକ ମସଜିଦକୁ ସିଲ କରିଦେଇଛି । ମସଜିଦଟି ଉକ୍ତ ଅଂଚଳରେ ଥିବା ଏକ ଭାରତୀୟ ବାୟୁ ସେନାର ଅସ୍ତ୍ରଶସ୍ତ୍ର ଡିପୋର ଅତି ନିକଟବର୍ତ୍ତି ଥିବା ଜଣାପଡିବା ପରେ ଏହି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ସରିଗଲାକି ସୃଷ୍ଟିର ଖେଳ? ଜନ୍ମନେଲା ନାଲି ବାଛୁରୀ, ନାଲି ବାଛୁରୀର ଜନ୍ମ ପରେ ସୃଷ୍ଟି ପ୍ରଳୟ ହେବ ବୋଲି ହୋଇଥିଲା…

କ’ଣ ସୃଷ୍ଟି ପ୍ରଳୟର ବେଳ ଆସିଲାଣି କି? ଜିଉମାନଙ୍କ ହିସାବରେ ସୃଷ୍ଟି ପ୍ରଳୟର କିଛି ସଂକେତ ଆଗୁଆ ଦେଖାଦେଲାଣି। ଏକ ନାଲି ରଂଗର ବାଛୁରୀ ଜନ୍ମର ଉଦାହରଣ ଦେଇ ୨୦୦୦ ବର୍ଷ ଭିତରେ ଇସ୍ରାଇଲ୍‌ରେ ଏପରି ଘଟିନାହିଁ ବୋଲି ଜିଉମାନେ କହିଛନ୍ତି। ମନ୍ଦିର ସଂସ୍ଥା ପକ୍ଷରୁ କୁହାଯାଇଛି କି ଏହା…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ବାଘୁଣୀ ‘ସୁନ୍ଦରୀ’ ପାଟିରେ ଲାଗିଲା ମଣିଷ ରକ୍ତ, ମହିଳାଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’ର ପାଟିରେ ବୁଧବାର ମଣିଷ ରକ୍ତ ଲାଗିଛି। ସାତକୋଶିଆ ଅଭୟାରଣ୍ୟ ପରିସରରେ ଥିବା ହାତୀବାରି ଗାଁର ମହିଳା କୈଳାଶୀ ସାଏ ପୋଖରିରେ ଗାଧୋଉଥିବା ବେଳେ ବାଘୁଣୀ ଝାମ୍ପି ନେଇଛି। ଗାଁ ଲୋକଙ୍କ କହିବା ଅନୁସାରେ କୈଳାଶୀ…
ଅଧିକ ଖବର ଦେଖନ୍ତୁ...

ଭାରତ ଉଭୟ ଋଷ ଓ ଆମେରିକାକୁ ଭୁଆଁ ବୁଲାଉଛି : ଚୀନ ଗଣମାଧ୍ୟମ

ବେଜିଂ : ଭାରତ-ଆମେରିକା ମଧ୍ୟରେ ବଢିଚାଲିଥିବା ସାମରିକ ସଂପର୍କକୁ ନେଇ ଚୀନ ଗଣମାଧ୍ୟମରେ ଚିନ୍ତା ପ୍ରକଟ କରାଯାଇଛି । ଭାରତ ଏକା ସମୟରେ ଆମେରିକା,ଋଷିଆ ଓ ଚୀନ ସହ ଖେଳ ଖେଳିଚାଲିଛି ବୋଲି ଚୀନର ସରକାରୀ ନିୟନ୍ତ୍ରିତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ କହିଛି । ଏହି ରିପୋର୍ଟରେ କୁହାଯାଇଛି ଯେ…
ଅଧିକ ଖବର ଦେଖନ୍ତୁ...

ଅପେକ୍ଷାର ଅନ୍ତହେଲା : ଗଣେଶ ପୂଜାରେ ଆସୁଛି ରେଡିଓ ଚକଲେଟର ‘ଆପ୍’

ଭୁବନେଶ୍ୱର : ୨୦୦୭ରୁ ରେଡିଓ ଚକଲେଟ ଭୁବନେଶ୍ୱର ଓ ରାଉରକେଲାରୁ ପ୍ରସାରଣ ଆରମ୍ଭ କରି ଅଳ୍ପ ଦିନ ମଧ୍ୟରେ ଶ୍ରୋତାମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ହୋଇ ପାରିଥିଲା । କେବଳ ଗୀତ ନୁହେଁ, ରେଡିଓ ଚକଲେଟ କାହାଣୀ, ନାଟକ, ପାଲା, ଗୀତିନାଟ୍ୟ ସବୁ କ୍ଷେତ୍ରରେ ମନୋରଂଜନର ମାଧ୍ୟମ ହେଲା । ବର୍ଷ ପରେ…
ଅଧିକ ଖବର ଦେଖନ୍ତୁ...

‘ଲଭ୍‌ରାତ୍ରୀ’ ଚଳଚ୍ଚିତ୍ର ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ସଲମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ…

ପାଟ୍‌ନା: ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ସଲମାନଙ୍କ  ହୋମ୍‌ ପ୍ରଡକ୍ସନ ଚଳଚ୍ଚିତ୍ର ‘ଲଭ୍‌ରାତ୍ରୀ’ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗରେ ବଲିଉଡ୍‌ ଅଭିନେତା ସଲମାନଙ୍କ ବିରୋଧରେ ବିହାରର ଏକ ଅଦାଲତ ବୁଧବାର ପୁଲିସରେ ଏଫଅାଇଅାର ରୁଜୁ କରିବା ପାଇଁ ଆଦେଶ ଦେଇଛନ୍ତି। ଏଥିସହ ‘ଲଭ୍‌ରାତ୍ରୀ’…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ଶିବର ମଧ୍ୟରୁ ନାବାଳିକାକୁ ଉଦ୍ଧାର କଲା ପୁଲିସ୍‌; ସଂଗଠନରେ କାମ କରିବା ବାହାନାରେ ଯୁବତୀ ଓ ନାବାଳିକାଙ୍କୁ…

ଲତିହାର (ଝାଡ଼ଖଣ୍ଡ): ନକ୍ସଲମାନଙ୍କର କୌଣସି ନୀତି ଓ ଆଦର୍ଶ ନାହିଁ! ସେମାନେ ମଧ୍ୟ ସମାଜର ଅନ୍ୟ ଅପରାଧୀମାନଙ୍କ ପରି ଅପରାଧୀ! ଝାଡ଼ଖଣ୍ଡର ଏକ ନକ୍ସଲ ଶିବିର ଉପରେ ଲତିହାର ପୁଲିସ୍‌ ମଙ୍ଗଳବାର ରାତିରେ ଚଢ଼ାଉ କରି ଶିବିର ମଧ୍ୟରୁ ଜନୈକା ନାବାଳିକାକୁ ଉଦ୍ଧାର କରିବା ପରେ ଏହି ଘଟଣା ସ୍ପଷ୍ଟ ହୋଇ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌ ସୂଚୀ: ପାକିସ୍ତାନ ସହିତ ଭାରତର ଏହି ଦିନ ହେବ ମୁକାବିଲା

ନୂଆଦିଲ୍ଲୀ: ଆଉ ୨ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୧୫ରେ ସଂଯୁକ୍ତ ଆରବ ଇମିରେଟ୍‌(ୟୁଏଇ)ରେ ଏସିଆ କପ୍‌ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଚାଲିବ। ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟତୀତ ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ହଙ୍ଗକଙ୍ଗ ସମେତ ଆଫଗାନିସ୍ତାନର ଟିମ୍‌…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ଭାରତ କିଣିବ ସ୍ପାଇକ୍‌ ଆଣ୍ଟି ଟ୍ୟାଙ୍କ ମିସାଇଲ, ଟାର୍ଗେଟ ଚୀନଠାରୁ ପାକିସ୍ତାନ ଆଣିଥିବା ଭିଟି-୪ ଟ୍ୟାଙ୍କ

ନୂଆଦିଲ୍ଲୀ : ଭାରତ ଇସ୍ରାଏଲଠାରୁ ସ୍ପାଇକ ମିସାଇଲ କିଣିବା ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନେଇପାରେ । ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଡିଫେନ୍ସ ଆକ୍ୱିଜିସନ କାଉନସିଲ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିପାରେ । ତେବେ ଏଥିପାଇଁ ଭାରତ ସରକାର ଇସ୍ରାଏଲ ସରକାରଙ୍କ ସହ ଏକ ସିଧାସଳଖ ଡିଲ୍‌…
ଅଧିକ ଖବର ଦେଖନ୍ତୁ...

୧୯ ଦିନରେ ପିଇଡ଼ ପାଣି ପିଇ ଅନଶନ ଭାଙ୍ଗିଲେ ହାର୍ଦ୍ଦିକ ପଟେଲ୍‌

ଅହମ୍ମଦାବାଦ୍‌: ପଟିଦାର ସମୁଦାୟ ପାଇଁ ସ୍ଥାନ ସରଂକ୍ଷଣ ବ୍ୟବସ୍ଥା ଓ ସଂପୃକ୍ତ ଅଞ୍ଚଳର ଚାଷୀଙ୍କ ପାଇଁ ଋଣ ସୁବିଧା ଦାବି କରି ପଟିଦାର ଅନାମତ ଆନ୍ଦୋଳନ ସମିତି(ପିଏଏଏସ୍‌) ଦଳର ନେତା ହାର୍ଦ୍ଦିକ ପଟେଲ ଆମରଣ ଅନଶନ(ହଙ୍ଗର୍‌ ଷ୍ଟ୍ରାଇକ୍‌)ରେ ବସିଥିବା ବେଳେ ବୁଧବାର ୧୯ ଦିନରେ ନିଜର ଅନଶନ…
ଅଧିକ ଖବର ଦେଖନ୍ତୁ...