Daily Archives

September 21, 2018

ବିବାହର ପ୍ରଥମ ରାତିରେ ସ୍ୱାମୀ ଜିନ୍ସ-ଟି ସାର୍ଟ ପିନ୍ଧୁ ନ ଥିବା ଜାଣି ଛାଡ଼ି ଚାଲିଯିବା କଥା କହିଲା ସ୍ତ୍ରୀ, ନିଜକୁ…

ନୂଆଦିଲ୍ଲୀ : ଯେଉଁ ସ୍ତ୍ରୀକୁ ପାଇବା ପାଇଁ ସ୍ୱାମୀ ୮ ମାସ ଅପେକ୍ଷା କରିବା ପରେ ବ୍ୟାଣ୍ଡ ବାଜା ନେଇ ନିଜ ଘରକୁ ଆଣିଥିଲେ, ସେହି ସ୍ତ୍ରୀ ତାଙ୍କୁ ବିବାହର ପ୍ରଥମ ରାତିରେ ଛାଡ଼ି ଚାଲିଯାଇଛି। ଏହି କଥା ଶୁଣିବା ପରେ ବିଚରା ସ୍ୱାମୀର ପାଦ ତଳୁ ମାଟି ଖସି ଯାଇଥିଲା । ମୋତେ ନିଶ-ଦାଢ଼ି ଏବଂ…
ଅଧିକ ଖବର ଦେଖନ୍ତୁ...

ଏବେ ଜିଓଟିଭିରେ ଉପଲବ୍ଧ ହେବ ଭାରତୀୟ କ୍ରିକେଟ ପ୍ରସାରଣ

ମୁମ୍ବାଇ : ବିଶ୍ୱର ସର୍ବବୃହତ୍‌ ମୋବାଇଲ୍‌ ଡାଟା ନେଟ୍‌ୱର୍କ ଜିଓ ଭାରତର ଅଗ୍ରଣୀ ପ୍ରସାରଣ ସଂସ୍ଥା ଷ୍ଟାର ଇଣ୍ଡିଆ ସହିତ ଏକ ୫ ବର୍ଷୀୟ ସହବନ୍ଧନ ଘୋଷଣା କରିଛି ଯାହା ଦେଶରେ କ୍ରୀଡା ମନୋରଂଜନ କ୍ଷେତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବ। ଜିଓ ଏବଂ ଷ୍ଟାର ମିଳିତ ଭାବରେ ପ୍ରସାରିତ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ଅନୁପ୍‌ ଜଲୋଟାଙ୍କ ମୁଖା ଖୋଲିଲେ ଇସ୍ରାଏଲି ମଡ଼େଲ,ରାତ୍ରୀ ଭୋଜନକୁ ଡ଼ାକି ଜୋର ଜବରଦସ୍ତ ଦେଇଥିଲେ ଚୁମ୍ବନ

ନୂଆଦିଲ୍ଲୀ : ବିଗ୍‌ ବସ୍‌ ଆରମ୍ଭ ହେବା ପରଠାରୁ ଚର୍ଚ୍ଚାରେ ରହି ଆସିଛି ଅନୁପ୍‌-ଜସ୍‌ଲୀନ୍‌ ଯୋଡ଼ି । ଦୁଇ ଜଣଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଜଣେ ଇସ୍ରାଏଲି ମଡ଼େଲ ଲଗାଇଥିବା ଆରୋପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ୨୮ବର୍ଷିୟ…
ଅଧିକ ଖବର ଦେଖନ୍ତୁ...

ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନାବାଳିକା ଡ଼ାକ୍ତରଖାନା କର୍ମଚାରୀଙ୍କ ଦ୍ୱାରା…

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀର ଏକ ଡ଼ାକ୍ତରଖାନାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁ ସ୍ଥାନକୁ  ଦୁଷ୍କର୍ମ ପୀଡ଼ିତାମାନଙ୍କୁ ଚିକିତ୍ସା ପାଇଁ ଅଣାଯାଏ ସେଠାରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହେବା ଦୁର୍ଭାଗ୍ୟର କଥା ନିଶ୍ଚୟ।  ଗମ୍ଭୀର ରୋଗରେ ପୀଡ଼ିତ ହୋଇ…
ଅଧିକ ଖବର ଦେଖନ୍ତୁ...

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ! ଜାଣନ୍ତୁ କ’ଣ ରହିପାରେ ରାଜନୈତିକ ଆଭିମୁଖ୍ୟ

ଭୁବନେଶ୍ବର : ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନିକିଆ ଗସ୍ତରେ ମୋଦି, ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ, ତାଳଚେର ସାର କାରଖାନାର ଶିଳାନ୍ୟାସ ସମେତ ୨ଟି ଖଣି ଏବଂ ରେଲୱେ ଲାଇନର ଶୁଭାରମ୍ଭ କରିବେ । ତେବେ ଏହି ଗସ୍ତରେ ମୋଦି, ତାଳଚେର ଏବଂ ଅନୁଗୁଳରେ ଦୁଇଟି…
ଅଧିକ ଖବର ଦେଖନ୍ତୁ...

ରାଫେଲ ବିମାନ କିଣା ପ୍ରସଙ୍ଗରେ ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଖୁଲାସା, ରିଲାଏନ୍ସକୁ ପାର୍ଟନରଭାବେ ନେବା ପାଇଁ…

ନୂଆଦିଲ୍ଲୀ: ଫ୍ରାନ୍ସଠାରୁ ରାଫେଲ ବିମାନ କିଣା ପ୍ରସଙ୍ଗରେ ଏକ ନୂଆ ମୋଡ ଆସିଛି । ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନସିସକୋ ହୋଲାଣ୍ଡେ ଏକ ଚାଞ୍ଚଲ୍ୟକର ଖୁଲାସା କରି କହିଛନ୍ତି ଯେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ଅଫସେଟ ପାର୍ଟନର ହିସାବରେ ନେବା ପାଇଁ ଭାରତ ସରକାର ହିଁ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌: ଇତିହାସ ରଚିବା ପାଇଁ ନିକଟତର ହେଲେ ରୋହିତ ଶର୍ମା

ଦୁବାଇ: ଏସିଆ କପ୍‌ର ଶ୍ରେଷ୍ଠ ୪ ଟିମ୍‌ ମଧ୍ୟରେ ମୁକାବିଲା ଶୁକ୍ରବାର ଠାରୁ ଆରମ୍ଭ ହୋଇ ଯାଇଛି। ଟିମ୍‌ ଇଣ୍ଡିଆର ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ପୁଣି ରେକର୍ଡ କରିବାକୁ ସୁଯୋଗ ମିଳିଛି। ରୋହିତ ଶର୍ମା ୧୭୭ ରନ୍‌ ଯୋଡ଼ିଲେ ୭୦୦୦ ଦିନିକିଆ ରନ୍‌ କ୍ଲବରେ ସାମିଲ ହେବେ। ଏହି କାମ ପୂରା…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍‌: ଭାରତକୁ ୧୭୪ ରନ୍‌ ଟାର୍ଗେଟ ଦେଲା ବାଂଲାଦେଶ, ଜାଦେଜାଙ୍କୁ ୪ ଓ୍ଵିକେଟ୍‌

ଦୁବାଇ: ଭାରତକୁ ବାଂଲାଦେଶ ୧୭୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ବାଂଲାଦେଶ ୪୯.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୭୩ ରନ୍‌ ସଂଗ୍ରହ କରିଛି। ଭାରତୀୟ ବୋଲର ରବୀନ୍ଦ୍ର ଜାଦେଜାଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାଙ୍କ ହାତରେ ୩-୩ ଜଣ ବାଂଲାଦେଶୀ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ଦଙ୍ଗାରେ ମୋଦି ନୀରବ ଥିଲେ ଲେଖିବା ମହଙ୍ଗା ପଡ଼ିଲା; ୩ ଲେଖକଙ୍କ ବିରୋଧରେ ମାମଲା ରୁଜୁ

ଗୌହ୍ଵାଟୀ: ଦ୍ୱାଦଶ ଶ୍ରେଣୀ ପୁସ୍ତକରେ ତିନି ଜଣ ଲେଖକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ବିବାଦୀୟ କଥା ଲେଖିଥିବାରୁ ଆସାମ ପୁଲସ୍‌ ଉକ୍ତ ୩ ଲେଖକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଦ୍ୱାଦଶ ଶ୍ରେଣୀର ପାଠ୍ୟ ପୁସ୍ତକ ରାଜନୀତି ବିଜ୍ଞାନରେ ଉଲ୍ଲେଖ କରାଯାଇଛି ଯେ ୨୦୦୨ ମସିହାରେ…
ଅଧିକ ଖବର ଦେଖନ୍ତୁ...

ଆମେରିକା ଚାହୁଁନି ଭାରତ ଋଷିଆଠାରୁ ଏସ-୪୦୦ କିଣୁ , ଏହା ପଛରେ ରହିଛି ଏକ ଭୟ

ନୂଆଦିଲ୍ଲୀ: ଋଷିଆର ଅତ୍ୟାଧୁନିକ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମକୁ ନେଇ ଚିନ୍ତାରେ ପଡିଯାଇଛି ଆମେରିକା । ଆମେରିକାର ଭୟ ଯେ ଯେଉଁ ଦେଶ ଏହି ଏସ-୪୦୦କୁ ବ୍ୟବହାର କରିବ ସେମାନେ ଆମେରିକୀୟ ଲଢୁଆ ବିମାନର ଦୁର୍ବଳତାଗୁଡ଼ିକୁ ଧରିପାରିବ । ଏହି କାରଣରୁ ଯେଉଁ ଦେଶ ଏହାକୁ କିଣିବ ସେ ଦେଶ…
ଅଧିକ ଖବର ଦେଖନ୍ତୁ...