Daily Archives

October 1, 2018

ଦିଲ୍ଲୀ- ସିରିଡ଼ି ମଧ୍ୟରେ ଦୈନିକ ବିମାନ ସେବା ଆରମ୍ଭ କଲା ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ: ସ୍ପାଇସ୍‌ଜେଟ୍‌ ପକ୍ଷରୁ ଦିଲ୍ଲୀରୁ ସିରିଡ଼ି ମଧ୍ୟରେ ମଧ୍ୟରେ ଆଜିଠାରୁ (ସୋମବାର) ଦୈନିକ ବିମାନ ସେବା ଆରମ୍ଭ ହୋଇଛି। ଏଣିକି ପ୍ରତ୍ୟେକ ଦିନ ଦିଲ୍ଲୀରୁ ସିରିଡ଼ି ଓ ପୁଣି ସିରିଡ଼ିରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ସ୍ପାଇସ୍‌ଜେଟ୍‌ ପକ୍ଷରୁ ବିମାନ ସେବା ଉପଲବ୍ଧ ହେବ।…
ଅଧିକ ଖବର ଦେଖନ୍ତୁ...

୮ଟି ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ, ୩ଟି ବିଶ୍ୱବିଦ୍ୟାଳୟ ଓ ୫ଟି କଲେଜ ସାମିଲ

ଭୁବନେଶ୍ୱର: ଅକ୍ଟୋବର ୧୧ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ଯାହାକୁ ନେଇ ସୋମବାର ୮ଟି ଶିକ୍ଷାନୁଷ୍ଠାନରେ ନିର୍ବାଚନ ବାତିଲ କରାଯାଇଛି। ଏଥିରେ ୩ଟି ବିଶ୍ୱବିଦ୍ୟାଳୟ ଓ ୫ଟି କଲେଜ ସାମିଲ ରହିଛି। ଛାତ୍ର ସଂସଦ…
ଅଧିକ ଖବର ଦେଖନ୍ତୁ...

ବାପାମାଆଙ୍କ ପାଇଁ ଜସ୍‌ଓ୍ଵିନ୍ଦର, ପତ୍ନୀ ଓ ପିଲାଙ୍କ ଜୁନେଦ୍‌; ଯୁଦ୍ଧର ୨୦ ବର୍ଷ ପରେ କାର୍ଗିଲରେ ଥିବା ଏକମାତ୍ର…

ଶ୍ରୀନଗର: ଭାରତ-ପାକିସ୍ଥାନ ମଧ୍ୟରେ ୧୯୯୯ ମସିହାରେ କଶ୍ମୀର କାର୍ଗିଲଠାରେ ହୋଇଥିବା ‘କାର୍ଗିଲ୍‌ ଯୁଦ୍ଧ’ ପରେ ସହରର ଶାନ୍ତ ବାତାବରଣ ହଜିଯିବା ପରେ ବି କାର୍ଗିଲ୍‌ ଜିଲ୍ଲାରେ ଏବେ ଥିବା ସମୁଦାୟ ୧.୬୫ ଲକ୍ଷ ଲୋକଙ୍କ ଭିତରେ ଏହି ଦମ୍ପତି ହେଉଛନ୍ତି ଏକମାତ୍ର ହିନ୍ଦୁ ପରିବାର।…
ଅଧିକ ଖବର ଦେଖନ୍ତୁ...

ରକ୍ତଦାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଆମ ଓଡ଼ିଶା’ ପୁରସ୍କୃତ

ଭୁବନେଶ୍ୱର: ଜାତୀୟ ସ୍ୱଚ୍ଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ରାଜ୍ୟସ୍ତରୀୟ ଉତ୍ସବ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୋମବାର ସକାଳେ ଏକ ଗଣପଦଯାତ୍ରା ଏକାମ୍ର ହାଟଠାରୁ ଆରମ୍ଭ ହୋଇ ଜୟଦେବ ଭବନରେ ଶେଷ ହୋଇଥିଲା। ଏହି ଉତ୍ସବରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା…
ଅଧିକ ଖବର ଦେଖନ୍ତୁ...

ପାର୍ବଣ ଉପଲକ୍ଷେ ଆମାଜନ୍‌ ଘୋଷଣା କଲା ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌, ଅକ୍ଟୋବର ୧୦ରୁ ଆରମ୍ଭ

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଅମାଜନ୍‌ ଡଟ୍‌ ଇନ୍‌ ପକ୍ଷରୁ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ଯୋଜନା ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବସରରେ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଅନେକ ସାମଗ୍ରୀ ଯୋଗାଇ ଦିଆଯିବ। ଏହି ଯୋଜନା ଅକ୍ଟୋବର ୧୦ ତାରିଖ ରାତି ୧୨ଟାରୁ ଅକ୍ଟୋବର…
ଅଧିକ ଖବର ଦେଖନ୍ତୁ...

କି ଆଶ୍ଚର୍ଯ୍ୟ ! ଦୋଷୀସାବ୍ୟସ୍ତ ହୋଇଥିବା ହାତୀ ଓ ଘୁଷୁରୀକୁ ଫାଶୀ ଏବଂ କୁକୁଡାକୁ ଜୀଅନ୍ତା ଜଳାଇ ଦିଆଯାଇଥିଲା

ଏଯାବତ୍‌ ଆପଣ ଅପରାଧରେ ଦୋଷୀସାବ୍ୟସ୍ତ ହୋଇଥିବା ଅପରାଧୀଙ୍କୁ ଦଣ୍ଡ ଦିଆଯାଇଥିବା ଖବର ଶୁଣିଥିବେ। କ’ଣ କେବେ ଶୁଣିଛନ୍ତି ପଶୁମାନଙ୍କ ଉପରେ ମକଦ୍ଦମା ଚାଲିବାର, ଏହି ମକଦ୍ଦମାରେ ଦୋଷୀସାବ୍ୟସ୍ତ ପଶୁଙ୍କୁ ବି ମିଳିଥିଲା ଦାଣ୍ଡ। ଦୁନିଆରେ ଏମିତି କିଛି ଦେଶ ଅଛି ଯେଉଁଠାରେ ପଶୁଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ତନୁଶ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରି ନୋଟିସ୍‌ ପଠାଇଲେ ନାନାଙ୍କ ଓକିଲ

ମୁମ୍ବାଇ: ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ୧୦ ବର୍ଷ ତଳେ ‘ହର୍ଣ୍ଣ ଓକେ ପ୍ଲିଜ୍‌’ ଚଳଚ୍ଚିତ୍ରର ଏକ ଗୀତ ସୁଟିଂ ସମୟରେ ସିନେ ତାରକା ନାନା ପାଟେକର ଅସଦାଚରଣ କରିଥିବା ଅଭିଯୋଗ କରି ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ତନୁଶ୍ରୀ। କିଛି ଦିନ ତଳେ ଭାରତ ଆସିଥିବା ଏହି ଅଭିନେତ୍ରୀ…
ଅଧିକ ଖବର ଦେଖନ୍ତୁ...

ପ୍ରତ୍ୟେକ ଧର୍ମ ପାଇଁ ଖୋଲିଲା ମସଜିଦ୍‌ ଦ୍ୱାର, ଏଠାରେ ଶିଖା ଯିବ କିପରି ପଢ଼ିବାକୁ ହୁଏ ନମାଜ

ହାଇଦ୍ରାବାଦ: ସାମ୍ପ୍ରଦାୟିକ ଭେଦଭାବକୁ ଦୂର କରିବାକୁ ପାଇଁ ହାଇଦ୍ରାବାଦର ଏକ ମସଜିଦ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ମସଜିଦ ପକ୍ଷରୁ ସେପ୍ଟେମ୍ବର ୩୦ରେ ମୁସଲମାନ୍‌ ଧାର୍ମିକସ୍ଥଳର ଦ୍ୱାର ସମସ୍ତ ଧର୍ମର ଲୋକଙ୍କ ପାଇଁ ଖୋଲି ଦିଆଯାଇଛି। ଏହାର ଉଦ୍ଦେଶ୍ୟ ବିଭିନ୍ନ ଧର୍ମ…
ଅଧିକ ଖବର ଦେଖନ୍ତୁ...

ଛାତ୍ର ସଂସଦ ନିର୍ବାଚନକୁ ନେଇ ଭଦ୍ରକ ଧାମନଗର କଲେଜରେ ଉତ୍ତେଜନା, ସାଇନ-ଏ-ଡାଏ ଘୋଷଣା

ଭଦ୍ରକ: ଅକ୍ଟୋବର ୧୧ରେ କଲେଜ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ସୋମବାର ଏହାକୁ କେନ୍ଦ୍ର କରି ଭଦ୍ରକ ଧାମନଗର କଲେଜରେ ଛାତ୍ର ଅଶାନ୍ତି ଦେଖା ଦେଇଥିଲା, ଯାହାକୁ ନେଇ କଲେଜ ଅଧ୍ୟକ୍ଷ ସାଇନ-ଏ-ଡାଏ ଘୋଷଣା କରିଛନ୍ତି। ଅନ୍ୟପଟେ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ସହ ସଂଯୁକ୍ତ ଥିବା ଆଧାର ନମ୍ବରକୁ କାଟିବା ଲାଗି ୧୫ ଦିନ ମଧ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ ଟେଲିକମ୍‌…

ନୂଆଦିଲ୍ଲୀ: ମୋବାଇଲ୍‌ ଫୋନରୁ ଆଧାର ସଂଯୋଗକୁ ଅଲଗା କରିବା ପ୍ରକ୍ରିୟା ଆରମ୍ଭ କରିଛି ୟୁନିକ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ)। ଦେଶର ଟେଲିକମ୍‌ କମ୍ପାନିମାନଙ୍କୁ ୟୁଆଇଡିଏଆଇ କହିଛି କି ସେମାନେ ଗ୍ରାହକମାନଙ୍କର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ବ୍ୟବହାର କିଭଳି…
ଅଧିକ ଖବର ଦେଖନ୍ତୁ...