Daily Archives

November 7, 2018

ରାଉରକେଲା: ୨ ପେଟ୍ରୋଲ-ଡିଜେଲ ଦୋକାନ ଭସ୍ମିଭୂତ

ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ବୁଧବାର ଅଘଟଣ ଘଟିଛି। ବନ୍ଧମୁଣ୍ଡା ଡିଜେଲ କଲୋନିରେ ବେଆଇନ ଭାବରେ ପେଟ୍ରୋଲ ଏବଂ ଡିଜେଲ ରଖାଯାଇଥିବା ବେଳେ ୨ ଦୋକାନ ଜଳି ଭସ୍ମିଭୂତ ହୋଇଯାଇଛି। ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିବା ବେଳକୁ ଦୋକାନ ୨ଟି ସଂପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ ମନା କରିବାରୁ ୫୦ ବର୍ଷିଅ ପ୍ରେମିକକୁ ପିଟିପିଟି ହତ୍ୟା କଲା ୨୩ବର୍ଷୀୟା ପ୍ରେମିକା

ନୂଆଦିଲ୍ଲୀ: ଫରିଦାବାଦରେ ଗତ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପାଇଁ ମନା କରିବାରୁ ୫୦ ବର୍ଷିଅ ପ୍ରେମିକକୁ ୨୩ବର୍ଷୀୟା ପ୍ରେମିକା ପିଟିପିଟି ହତ୍ୟା କରି ଦେଇଛି। ଏହି ହତ୍ୟା ଘଟଣାଟି ଜଣାପଡିବା ପରେ ପୁଲିସ ପ୍ରେମିକ ହତ୍ୟାକାରୀ ଯୁବତୀକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ବାଣ ଫୁଟାଇ ୩ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଦୀପାବଳି ଅବସରରେ ବାଣ ଫୁଟାଇ ୩ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ବାଣ ଫୁଟାଇବା ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚାନଯୋଗ୍ୟ, ଦୀପାବଳିରେ ସମ୍ଭାବିତ ଦୁର୍ଘଟଣା ପାଇଁ କ୍ୟାପିଟାଲ ହସ୍ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ଚକୋଲେଟ୍‌ରୁ ବାହାରିଲା ପୋକ; ହାଇଦ୍ରାବାଦ୍‌ର କରାଚି ବେକେରି ବିରୋଧରେ ଅଭିଯୋଗ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ଥିବା କରାଚି ବେକେରିରୁ କିଣାଯାଇଥିବା ଏକ ଚକୋଲେଟରେ ପୋକ ବାହାରିଥିବା ଅଭିଯୋଗ ହୋଇଛି। ଜଣେ ଗ୍ରାହକ କିଣିନେଇଥିବା ଚକୋଲେଟରୁ ପୋକ ବାହାରିବା ପରେ ସେ ଏହି ଅଭିଯୋଗ ଆଣିଥିଲେ। ଗ୍ରାହକଙ୍କ ଅଭିଯୋଗକୁ ଭିତ୍ତିକରି ଗ୍ରେଟର୍‌ ହାଇଦ୍ରାବାଦ୍‌ ମୁନିସିପାଲ୍‌…
ଅଧିକ ଖବର ଦେଖନ୍ତୁ...

ଦାୟିତ୍ୱ ନିଭାଇବା ପସନ୍ଦ ଲାଗେ, ଚାପରେ ବି ଖେଳ ଖରାପ ହୋଇ ନଥାଏ: ଭାରତୀୟ ବୋଲର ଖଲିଲ ଅହମଦ

ଲକ୍ଷ୍ନୌ: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ମ୍ୟାଚ୍‌ରେ ୨ଟି ଓ୍ଵିକେଟ୍‌ ହାସଲ କରିଥିବା ଖଲିଲ ଅହମଦ କହିଛନ୍ତି, ଦାୟିତ୍ୱ ନେବା ତାଙ୍କୁ ଭଲ ଲାଗିଥାଏ। ସେ କହିଛନ୍ତି ଚାପରେ ମଧ୍ୟ ତାଙ୍କ ପ୍ରଦର୍ଶନ କେବେ ଖରାପ ହୋଇ ନଥାଏ। ଖଲିଲ ସାଈ ହୋପ୍‌ ଏବଂ ସିମରୋନ୍‌ ହେଟମେୟରଙ୍କୁ ଆରମ୍ଭରୁ ଆଉଟ୍‌…
ଅଧିକ ଖବର ଦେଖନ୍ତୁ...

ଏସ୍‌ବିଆଇ ବିକ୍ରି କରୁଛି ସବୁଠାରୁ ଶସ୍ତା ସୁନା ! ନଭେମ୍ବର ୯ ଶେଷ ତାରିଖ

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଯଦି ଆପଣ ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି କିମ୍ବା କୌଣସି ପ୍ରକାର ଗୋଲ୍ଡ ବଣ୍ଡସ୍‌ ସ୍କିମ୍‌ରେ ନିବେଶ କରିବା ପାଇଁ ଚାହୁଁଛନ୍ତି ତେବେ ଏକ ସୁବର୍ଣ୍ଣ ସୁଯୋଗ ରହିଛି। କାରଣ ଏସ୍‌ବିଆଇ ନିଜର ଗ୍ରାହକଙ୍କୁ ସବୁଠାରୁ ଶସ୍ତାରେ ସୁନା ଦେଉଛି। ଅର୍ଥାତ ଗୋଲ୍ଡ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି ଲୋକେ, ସନ୍ଧ୍ୟା ହେବାରୁ ଭୁବନେଶ୍ୱରରେ ଫୁଟିଲା ବାଣ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଲୋକେ ମାନି ନାହାନ୍ତି। ରାଜଧାନୀ ଭୁବନେଶ୍ୱରରେ ଲୋକେ ସନ୍ଧ୍ୟା ନଇଁବା ପରେ ଯୁବପୀଢ଼ି ବାଣ ଫୁଟାଇବା ଆରମ୍ଭ କରି ଦେଇଛନ୍ତି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଦିନ ତଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଦୀପାବଳି ଦିନ ଲୋକେ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌କୋର୍ଟଙ୍କ ଗ୍ରୀନ୍‌ କ୍ରାକର୍ସ ନିର୍ଦ୍ଦେଶ ବିରୋଧରେ ବେପାରୀଙ୍କ ବିକ୍ଷୋଭ; ପରିବା ଭିତରେ ବାଣ ପୂରାଇ କଲେ…

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ରୋକିବା ପାଇଁ ନିକଟରେ ସୁପ୍ରିମ୍‌କୋର୍ଟ ଗ୍ରୀନ୍‌ କ୍ରାକର୍‌ ବା ସବୁଜ ବାଣ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଅତ୍ୟନ୍ତ ଚତୁରତାର ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦିଲ୍ଲୀର ବେପାରୀମାନେ। ଯେଉଁ ଭଳି ଭାବେ ବିକ୍ଷୋଭ…
ଅଧିକ ଖବର ଦେଖନ୍ତୁ...

ଦୀପାବଳି ପାଇଁ ଚାରିଆଡେ ଉତ୍ସବ ମୁଖର ଥିବା ବେଳେ ମେଟ୍ରୋ ଷ୍ଟେସନ ବ୍ରିଜରୁ ଡେଇଁ ବିବାହିତ ମହିଳାଙ୍କ ଆତ୍ମହତ୍ୟା…

ହାଇଦ୍ରାବାଦ: ଦୀପାବଳିରେ ପାଇଁ ଚାରିଆଡେ ଉତ୍ସବ ମୁଖର ଥିବା ବେଳେ ହାଇଦ୍ରାବାଦାରୁ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତ ମହିଳା ମେଟ୍ରୋ ଷ୍ଟେସନ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିବା ଖବର ମିଳିଛି।  ଏହି ଘଟଣା ପ୍ରଘଟ ହେବା ପରେ  ସହରରେ ଚାଞ୍ଚଲ୍ୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ରେକର୍ଡ: ଗୋଟିଏ ଓଭରରେ ୪୩ ରନ୍‌, ଏମିତି ହେଲା ରନ୍‌ ବର୍ଷା

ନୂଆଦିଲ୍ଲୀ: ଗୋଟିଏ ଓଭରରେ ୩୬ ରନ୍‌ ହେବା କଥା ଅନେକ ଲୋକ ଜାଣିଛନ୍ତି କିନ୍ତୁ ୪୩ ରନ୍‌ କଥା ଭାବିଲା ବେଳକୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ। ନ୍ୟୁଜିଲାଣ୍ଡସ୍ଥିତ ହେମିଲଟନ୍‌ର ସେଡାନ ପାର୍କରେ ବୁଧବାର ଏହି ବିଶ୍ୱ ରେକର୍ଡ ପ୍ରତିଷ୍ଠା ହୋଇଛି। ଏଠାରେ ‘ଦ ଫୋର୍ଡ ଟ୍ରଫି’ରେ ଖେଳାଯାଇଥିବା…
ଅଧିକ ଖବର ଦେଖନ୍ତୁ...