Daily Archives

November 7, 2018

ପୁଲିସ୍‌ ମାଡ଼ରେ ଗଲା ଦିବ୍ୟାଙ୍ଗ ଦୋକାନୀଙ୍କ ଜୀବନ, ମାମଲା ରୁଜୁ

ହାଥର୍ସ: ଉତ୍ତରପ୍ରଦେଶର ହାଥର୍ସଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପୁଲିସ୍‌ ହାତରେ ଜଣେ ଦିବ୍ୟାଙ୍ଗ ଦୋକାନୀଙ୍କ ମୃତ୍ୟୁ ଘଟିଥିବା ଘଟଣା ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଛି। ମୃତକ ଜଣକ ହେଉଛନ୍ତି ୪୪ ବର୍ଷିଅ ବିମଲ କୁମାର। ସ୍ଥାନୀୟ ଅଞ୍ଚଳରେ ସେ ଏକ ମଦ ଦୋକାନ…
ଅଧିକ ଖବର ଦେଖନ୍ତୁ...

୧୪ରୁ କଂଗ୍ରେସର ଜନ ଜାଗରଣ ଯାତ୍ରା

ବାରିପଦା: ସ୍ଥାନୀୟ ସଂଗଠନକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟ ନେଇ କଂଗ୍ରେସ ପକ୍ଷରୁ ଆଗାମୀ ନଭେମ୍ବର ୧୪ରେ ଜନଜାଗରଣ ଯାତ୍ରା କରାଯାଉଛି। ମୟୁରଭଞ୍ଜ ଜିଲ୍ଲାରେ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ କଂଗ୍ରେସର ଜନ…
ଅଧିକ ଖବର ଦେଖନ୍ତୁ...

ଆରବିଆଇର ଗଚ୍ଛିତ ଥିବା ଟଙ୍କାରୁ ଏକ-ତୃତୀୟାଂଶ ନେବେ ମୋଦି ସରକାର

ନୂଆଦିଲ୍ଲୀ: ଆରବିଆଇ ପାଖରେ ଗଚ୍ଛିତ ରହିଥିବା ଏକ-ତୃତୀୟାଂଶ(୩.୬ ଲକ୍ଷ କୋଟି) ଟଙ୍କାକୁ କେନ୍ଦ୍ର ସରକାର ନେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ଆରବିଆଇଠାରୁ ନେବାକୁ ଥିବା ଏହି ଟଙ୍କାକୁ ଦେଶର ଅଭିବୃଦ୍ଧି ଅର୍ଥାତ ସର୍ବସାଧାରଣ ହିତରେ ବ୍ୟବହାର କରାଯିବା ନେଇ ଯୋଜନା ରହିଛି।…
ଅଧିକ ଖବର ଦେଖନ୍ତୁ...

ଦେଶବାସୀଙ୍କୁ ଏପରି ଲେଖି ଟୁଇଟର୍‌ରେ ଦୀପାବଳି ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ ମୋଦି; ସୈନିକଙ୍କୁ ଖୁଆଇଲେ ମିଠା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ଅବସରରେ ଦେଶବାସୀଙ୍କୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଶୁଭେଚ୍ଛା ଜଣାଇଛନ୍ତି। ଆଲୋକର ପର୍ବ ଦୀପାବଳିରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଟୁଇଟର୍‌ରେ ଲେଖିଛନ୍ତି, ‘ଦୀପାବଳିରେ ସବୁ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ…
ଅଧିକ ଖବର ଦେଖନ୍ତୁ...

ଓଜନ କମ କରିବା ସହ ହୃଦୟକୁ ସୁସ୍ଥ ରଖିଥାଏ ଲେମ୍ବୁ, ଏହାର ଆଉ କିଛି ଫାଇଦା ବିଷୟରେ ଜାଣନ୍ତୁ

ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣରେ ଭରପୂର ଲେମ୍ବୁ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପୋଷକ ତତ୍ତ୍ୱ କୋଷ୍ଠକାଠିନ୍ୟ, କିଡ୍‍ନି ସମସ୍ୟା ଏବଂ ଗଳା ଖରାପ ହେବା ସମସ୍ୟାଠାରୁ ଆରମ୍ଭ କରି ଆହୁରି ଅନେକ ସମସ୍ୟା ଲେମ୍ବୁ ଦୂର କରିଥାଏ । ଏହା ଛଡ଼ା ଲେମ୍ବୁ ରକ୍ତଚାପ ଏବଂ ଅବସାଦ ମଧ୍ୟ ଦୂର କରିଥାଏ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ଆମେରିକୀୟ କଂଗ୍ରେସକୁ ନିର୍ବାଚିତ ହେଲେ ଦୁଇ ମୁସ୍‌ଲିମ୍‌ ମହିଳା

ଚିକାଗୋ : ମଙ୍ଗଳବାର ଆମେରିକୀୟ କଂଗ୍ରେସକୁ ପ୍ରଥମ ମୁସ୍‌ଲିମ୍‌ ମହିଳା ଭାବେ ନିର୍ବାଚିତ ହୋଇ ଇତିହାସ ସୃଷ୍ଟି କହିଛନ୍ତି ସୋମାଲି ଶରଣାର୍ଥୀ ଇଲ୍‌ହାନ ଉମର(୩୭) ଏବଂ ପ୍ରବାସୀ ପାଲେଷ୍ଟିନୀୟ ରଶୀଦା ତାଲାବ(୪୨) । ଇଲ୍‌ହାନ ଉମର ସବୁଠାରୁ ଶକ୍ତିଶାଳୀ ଡେମୋକ୍ରାଟ ସମର୍ଥତ ମିନେଆପୋଲିସର…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନ୍‌ରେ କ୍ରୟ କରିପାରିବେ ଦୀପାବଳି ଉପହାର, ଦୁଇଘଣ୍ଟାରେ ପହଞ୍ଚିବ ଆପଣଙ୍କ ପାଖରେ

ଦୀପାବଳି ଅବସରରେ ଦୋକାନ ବଜାରରେ ଅନେକ ଭିଡ ଜମି ରହିଥାଏ। ଏଭଳି ପରିସ୍ଥିତିରେ ଦୀପାବଳି ସମୟରେ ବଜାରକୁ ଯାଇ ଉପହାର କିଣିବା ଅସୁବିଧା ହୋଇପାରେ, ତେଣୁ ଅନଲାଇନ୍‌ ସପିଂ କରିବା ସୁବିଧାଜନକ । ତେବେ ଏହାକୁ ଦୃଷ୍ଟିରେ ରଖି କିଛି େଓ୍ଵବସାଇଟ୍‌ ସାମଗ୍ରୀ ଅର୍ଡର କରିବା ଦିନ କିମ୍ବା ତା’ପର ଦିନ…
ଅଧିକ ଖବର ଦେଖନ୍ତୁ...

ଦୀପାବଳିରେ ଏହି ୬ଟି କଥାକୁ ଧ୍ୟାନ ଦିଅନ୍ତୁ; କରିବାକୁ ପଡ଼ିବନି ଦୁର୍ଘଟଣାର ସାମ୍ନା

ଆଲୋକର ପର୍ବ ଦୀପାବଳିକୁ ଭାରତର ଲୋକମାନେ ଖୁବ୍‌ ଧୁମ୍‌ଧାମରେ ପାଳନ କରିଥାନ୍ତି । କିନ୍ତୁ ପ୍ରତିବର୍ଷ ଏହି ଦିନ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି । ଯାହା ଅନେକଙ୍କ ଦୀପାବଳିକୁ ଫିକା କରି ଦେଇଥାଏ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବର ଓ୍ଵାଘା ସୀମାନ୍ତରେ ମିଠା ଦିଆନିଆ କରି ପରସ୍ପରକୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ଭାରତ-ପାକିସ୍ତାନ

ଅଟାରି-ଓ୍ଵାଘା: ସେନା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଏବଂ ପାକିସ୍ତାନୀ ରେଞ୍ଜର୍ସ ବୁଧବାର ଦୀପାବଳି ଅବସରରେ ପଞ୍ଜାବର ଓ୍ଵାଘା ସୀମାସ୍ଥିତ ଗେଟରେ ପାରମ୍ପରିକ ଭାବେ ମିଠା ଆଦାନ-ପ୍ରଦାନ କରି ପରସ୍ପରଙ୍କୁ ଦୀପାବଳି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏକ ସଦ୍‌ଭାବନାର ନିଦର୍ଶନ ସ୍ବରୂପ ଭାରତ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ରାମ ମନ୍ଦିର ଥିଲା, ଅଛି ଏବଂ ରହିବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ନେଇ ରାଜନୀତି ପୁଣି ଥରେ ଜୋର୍‌ ଧରିଛି। ଅନେକ ବର୍ଷ ଧରି ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ବହୁ ବାଦବିବାଦ ଉପୁଜିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ ପ୍ରକାଶ କରିଛନ୍ତି ଯେ ‘ଅଯୋଧ୍ୟରେ ରାମ ମନ୍ଦିର ଥିଲା, ଅଛି ଏବଂ ରହିବ।…
ଅଧିକ ଖବର ଦେଖନ୍ତୁ...