Daily Archives

January 2, 2019

ଲୋକସଭାରେ ବିଶୃଙ୍ଖଳିତ ଆଚରଣ : ଏଆଇଡିଏମକେର ୨୬ ସାଂସଦ ୫ ଦିନ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆଜି ଏଆଇଏଡିଏମକେର ସମସ୍ତ ୨୬ ଲୋକସଭା ସାଂସଦଙ୍କୁ ୫ ଦିନ ପାଇଁ ନିଲମ୍ବିତ କରିଛନ୍ତି । ଆଜି ଲୋକସଭାରେ ରାଫେଲ ବିମାନ ପ୍ରସଙ୍ଗରେ ଆଲୋଚନା ବେଳେ ଏଆଇଡିଏମକେ ସାଂସଦମାନେ ଗୃହକାର୍ଯ୍ୟରେ ବାଧାଦେବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ । ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଠାରୁ ନନ୍ଦନକାନନ, ଶିମିଳିପାଳରେ ପକ୍ଷୀ ଗଣନା

ଭୁବନେଶ୍ୱର: ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଓଡ଼ିଶାର ବୃହତ୍ତ ଜଳରାଶିଗୁଡ଼ିକୁ ଦେଶ-ବିଦେଶରୁ ପକ୍ଷୀମାନଙ୍କର ଆଗମନ ହେଉଛି। ରାଜ୍ୟର ଚିଲିକା, ଭିତରକନିକା ଓ ହୀରାକୁଦ ଜଳ ଭଣ୍ଡାରରେ ଦେଶୀ-ବିଦେଶୀ ପକ୍ଷୀମାନଙ୍କ ଭିଡ଼ ଜମୁଛି। ପର୍ଯ୍ୟଟକମାନଙ୍କ ପାଇଁ ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ…
ଅଧିକ ଖବର ଦେଖନ୍ତୁ...

ଏଣିକି ସିଆଚେନ୍‌ ଓ ଲଦାଖରେ ଦମ୍‌ ଦେଖାଇବେ ଚିନୁକ୍ ଓ ଆପାଚେ: ଚୀନ ଓ ପାକିସ୍ତାନ ସୀମାରେ ସେନା ହେବ ଅଧିକ ଶକ୍ତିଶାଳୀ

ନୂଆଦିଲ୍ଲୀ: ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଓ ଚୀନଙ୍କ ଭିତରେ ବନ୍ଧୁତା କ୍ରମଶଃ ପ୍ରଗାଢ଼ ହେଉଛି। ଚୀନ ପାକିସ୍ତାନକୁ ସାମରିକ ସହାୟତା ଯୋଗାଉଛି। ଫଳରେ କଶ୍ମୀରରେ ଆତଙ୍କବାଦ ଚଳାଇଥିବା ପାକିସ୍ତାନ ଆଡୁ ଭାରତକୁ ବିପଦ ରହୁଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶର ସୀମାରେ ଭାରତୀୟ ସେନା…
ଅଧିକ ଖବର ଦେଖନ୍ତୁ...

ନୂଆ ବର୍ଷରେ ପୁଅ ଦେଲା ଏମିତି ଉପହାର କି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ ପିତା

ନୂଆଦିଲ୍ଲୀ: ପୁଅ ଯେତେବେଳେ ବଡ଼ ହୋଇ ମା’-ବାପାଙ୍କୁ କୌଣସି ବି ଉପହାର ଦେଇଥାଏ, ଏହି ସମୟରେ ମା’-ବାପାଙ୍କ ଅନୁଭବ କିପରି ତାହା ଶବ୍ଦରେ କହି ହେବ ନାହିଁ। ବାପା-ମା’ମାନେ ନିଜର ଇଚ୍ଛାକୁ ମାରି ସମସ୍ତ ରୋଜଗାରକୁ ପିଲାମାନଙ୍କ ଉପରେ ଖର୍ଚ୍ଚ କରି ଦେଇଥାଆନ୍ତି। ଏହା ଆଶା ରଖି କି ପିଲାଟି ବଡ଼…
ଅଧିକ ଖବର ଦେଖନ୍ତୁ...

ରାମମନ୍ଦିର ମାମଲାର ଫଇସଲା ଯଦି କୋର୍ଟରେ ହେବ, ତେବେ ଏତେ ଆନ୍ଦୋଳନ କରିବାର କଣ ଆବଶ୍ୟକତା ଥିଲା ? ମୋଦିଙ୍କୁ ଶିବସେନାର…

ନୂଆଦିଲ୍ଲୀ : ରାମ ମନ୍ଦିର ପ୍ରସଙ୍ଗରେ  ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଦେଇଛି ଶିବସେନା । ରାମମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ କଥା ବିଚାରପ୍ରକ୍ରିୟା ଶେଷ ହେବା ପରେ ହିଁ ଚିନ୍ତା କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଗତକାଲି କହିବା ପରେ ପ୍ରତିକ୍ରିୟା ପ୍ରକାଶ କରି ଶିବସେନା କହିଛି…
ଅଧିକ ଖବର ଦେଖନ୍ତୁ...

ମାସେ ପରେ ରାଉରକେଲାରେ ଦିଲ୍ଲୀପ ରାୟ, ଏବେ ରାଜନୈତିକ ନିଷ୍ପତ୍ତିକୁ ଅପେକ୍ଷା

ରାଉରକେଲା: ବିଧାୟକ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ବିଦେଶ ଗସ୍ତରେ ଥିଲେ। ଗସ୍ତର ମାସେ ପରେ ବୁଧବାର ପ୍ରଥମ ଥର ପାଇଁ ରାଉରକେଲାରେ ପହଞ୍ଚଛନ୍ତି। ଏକ ସ୍ୱତନ୍ତ୍ର ବିମାନରେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ରାଉରକେଲା ଏୟାର ପୋର୍ଟରେ ପହଂଚିଥିଲେ। ସୂଚନାଯୋଗ୍ୟ ନଭେମ୍ବର…
ଅଧିକ ଖବର ଦେଖନ୍ତୁ...

ଫରହା ଖାନଙ୍କୁ ନୂଆବର୍ଷରେ ତିନି ସନ୍ତାନଙ୍କ ସହ ପୂଜା କରିବା ଭାରୀ ପଡ଼ିଛି

ମୁମ୍ବାଇ: ନୂଆବର୍ଷ ଅବସରରେ ଫିଲ୍ମ ନିର୍ମାତା ଫରହା ଖାନ ମଧ୍ୟ ତିନି ସନ୍ତାନଙ୍କ ସହ ପୂଜା କରି ନୂଆବର୍ଷର ଶୁଭକାମନା ଜଣାଇଛନ୍ତି। କିନ୍ତୁ ଏହି ଫଟୋ ଫରାହକୁ ଭାରୀ ପକାଇଛି। ନୂଆବର୍ଷ ଅବସରରେ ଫାରହା ଖାନ ତାଙ୍କ ତିନି ସନ୍ତାନଙ୍କ ସହ ହିନ୍ଦୁ ଦେବାଦେବୀଙ୍କ ପୂଜା କରୁଥିବାର ଦେଖି କିଛି…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ସଂପର୍କରେ ଜ୍ୟୋତିଷ କଲେ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ; ରାଶି, ଲଗ୍ନ, ଦିନ, ସ୍ଥାନ ଓ ଘଡ଼ିରୁ ମିଳିଲା…

ନୂଆଦିଲ୍ଲୀ: ଆମେ ୨୦୧୮ ମସିହା ପାର୍‌ କରି ୨୦୧୯ ମସିହାରେ ପହଞ୍ଚିଛନ୍ତି। ଏହି ବର୍ଷ ହେବାକୁ ଅଛି ଲୋକସଭା ନିର୍ବାଚନ। ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକଙ୍କ ମନରେ ବାସ୍‌ ଏଇ ଗୋଟିଏ ପ୍ରଶ୍ନ କି ପ୍ରଧାନମନ୍ତ୍ରୀ ମୋଦି ୨୦୧୪ ଭଳି ଏଥର ବି ନିଜର ଜଲଓ୍ଵା ଦେଖାଇବେ ନା ପୁଣି କଂଗ୍ରେସ ସମ୍ମୁଖରେ…
ଅଧିକ ଖବର ଦେଖନ୍ତୁ...

ଜେଟଲିଙ୍କ ଟାର୍ଗେଟରେ ରାହୁଲ : ଏକ ଲଢୁଆ ବିମାନ କଣ ତାହା ରାହୁଲ ଜାଣନ୍ତି ନାହିଁ

ନୂଆଦିଲ୍ଲୀ : ସଂସଦରେ ଆଜି ରାଫେଲ ବିମାନ ପ୍ରସଙ୍ଗରେ ସରଗରମ ଆଲୋଚନା ହୋଇଛି । ରାଫେଲ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଓ ନିଜେ ପ୍ରଧାନମନ୍ତ୍ରୀ ଏଥିରେ ସଂପୃକ୍ତ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଯୋଗ କରିବା ପରେ ତାହାର କଡା ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ଅରୁଣ…
ଅଧିକ ଖବର ଦେଖନ୍ତୁ...

ପାହାଡ ଉପରେ ଚଢ଼ୁଥିବା ଦୃଶ୍ୟକୁ ସାଙ୍ଗମାନେ କରୁଥିଲେ ସୁଟିଂ, ହଠାତ୍‌ ଗୋଡ ଖସି ଯିବାରୁ ହେଲା ଜେଏନୟୁ ଛାତ୍ରଙ୍କ…

ନୂଆଦିଲ୍ଲୀ: ‘ଗେଲ ଖେଳୁ ଖେଳୁ ତେଲ ବାହାରି ଯାଇଥାଏ’ ବୋଲି କଥାରେ ଅଛି। ଦିଲ୍ଲୀସ୍ଥିତ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସର ଜଣେ ଛାତ୍ର ପାହାଡ଼ ଚଢ଼ି ସାଙ୍ଗମାନଙ୍କ ସହିତ ମଜାମସ୍ତି କରୁଥିବା ସମୟରେ ହଠାତ୍‌ ତାଙ୍କ ଗୋଡ ଖସି ଯାଇଥିଲା। ଗୁରୁତର ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...