Daily Archives

March 2, 2019

ଜମ୍ମୁ-କଶ୍ମୀର : ପୁଞ୍ଚ ଓ ରାଜୋରୀରେ ଯୁଦ୍ଧକାଳୀନ ଭିତ୍ତିରେ ୪୦୦ ବଙ୍କର ନିର୍ମାଣ ହେବ

ଶ୍ରୀନଗର: ଜମ୍ମୁ-କଶ୍ମୀର ପୁଞ୍ଚ ଓ ରାଜୋରୀ ଜିଲ୍ଲାରେ ଅଧିକ ୪୦୦ଟି ବଙ୍କର ନିର୍ମାଣ କରିବା ଲାଗି ରାଜ୍ୟ ପ୍ରଶାସନ ମଞ୍ଜୁରୀ ଦେଇଛି। ଗତ ୫ ଦିନ ମଧ୍ୟରେ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିବୋମା ବର୍ଷଣ ଜାରି ରହିଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୀମା ଆର ପଟୁ ପ୍ରବଳ ଗୁଳିଗୋଳା…
ଅଧିକ ଖବର ଦେଖନ୍ତୁ...

ଭାରତ ଫେରିବା ପରେ ବି ପାକିସ୍ତାନ ଅଭିନନ୍ଦନଙ୍କ ଏସବୁ ଜିନିଷ ଫେରାଇ ନାହିଁ

ନୂଆଦିଲ୍ଲୀ : ଭାରତର ପ୍ରବଳ ସାମରିକ ଏବଂ କୂଟନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସୁରକ୍ଷିତ ଭାବେ ଭାରତରେ ପହଞ୍ଚାଇଥିଲା ପାକିସ୍ତାନ। ଅଭିନନ୍ଦନଙ୍କୁ ଛାଡ଼ିବା ପରେ ପାକିସ୍ତାନ ଶାନ୍ତି ନୋବେଲ ପୁରସ୍କାର ଦାବି କରିଛି। ସୋସିଆଲ…
ଅଧିକ ଖବର ଦେଖନ୍ତୁ...

୧୨ ବର୍ଷର ନାବାଳକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ୧୦ ବର୍ଷୀୟା ନାବାଳିକା ଗର୍ଭବତୀ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଜଣେ ୧୨ ବର୍ଷିଅ ନାବାଳକ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ୧୦ ବର୍ଷୀୟା ନାବାଳିକା ଗର୍ଭବତୀ ହୋଇଥିବା ଖବର ମିଳିଛି। ନାବାଳିକାଙ୍କ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ନାବାଳକଙ୍କ…
ଅଧିକ ଖବର ଦେଖନ୍ତୁ...

୬୪ ଗ୍ରାମ ବ୍ରାଉନ୍‌ସୁଗର ଜବତ, ୨ ଗିରଫ

ଭୁବନେଶ୍ୱର: କ୍ୟୁଏଟି ଏବଂ ଲକ୍ଷ୍ମୀସାଗର ପୁଲିସ ଶନିବାର ପୁଣି ଥରେ ବ୍ରାଉନସୁଗର ବ୍ୟବସାୟ ଘଟଣାକୁ ପର୍ଦ୍ଦାଫାଶ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଝାରପଡ଼ା ଓଭରବ୍ରିଜ୍‌ ନିକଟରେ ଯୋଜନାବନ୍ଧ ଭାବରେ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୬୪ ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନା ଗୁଳିରେ ୨ ପାକିସ୍ତାନୀ ରେଞ୍ଜର ନିପାତ, ଅସ୍ତ୍ରବିରତି ଉଲଂଘନରେ ୩ ନାଗରିକଙ୍କ ମୃତ୍ୟୁ

ଜମ୍ମୁ: ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ୨ ଜଣ ପାକିସ୍ତାନୀ ରେଞ୍ଜର ଶନିବାର ନିହତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି, ଆଜି ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ ଜାରି ରହିଛି। ରାଜୌରୀ ଜିଲ୍ଲାକୁ ଲାଗିଥିବା ନିୟନ୍ତ୍ରଣ ସୀମାରେ ପାକିସ୍ତାନୀ ସେନାକୁ…
ଅଧିକ ଖବର ଦେଖନ୍ତୁ...

ମ୍ୟାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଶିକ୍ଷକଙ୍କୁ କୋର୍ଟ ଚାଲାଣ

କଳାହାଣ୍ଡି: ମାଟ୍ରିକ୍‌ ଗଣିତ ପ୍ରଶ୍ନପତ୍ର ଭାଇରାଲ ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ତିନିଜଣ ଶିକ୍ଷକଙ୍କୁ ନିଲମ୍ବନ କରିଥିଲେ। କଳାହାଣ୍ଡି ଡିିଇଓଙ୍କ ଅଭିଯୋଗ କ୍ରମେ ଜୟପାଟଣା ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରେ ଶନିବାର ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀମାନେ ଅଭିନନ୍ଦନଙ୍କୁ ଗଭୀର ‘ମାନସିକ ନିର୍ଯାତନା’ ଦେଉଥିଲେ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବୀର ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନରେ ଗଭୀର ଭାବେ ‘ମାନସିକ ନର୍ଯାତନା’ ଦିଆଯାଇଛି ବୋଲି ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଏଏନ୍‌ଆଇ’ ପକ୍ଷରୁ ପ୍ରକାଶ କରାଯାଇଛି ଯେ କମାଣ୍ଡର୍‌…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାର ବଢ଼ାଇଲେ ପୁଲିସ କର୍ମଚାରୀଙ୍କ ବିଭିନ୍ନ ଭତ୍ତା, ଖାଦ୍ୟ ଭତ୍ତା ୧୪୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ପୁଲିସ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ବୃଦ୍ଧି କରିଛନ୍ତି। ଓଡ଼ିଶା ସରକାରଙ୍କ ଘୋଷଣା ଅନୁସାରେ ପୁଲିସ କର୍ମଚାରୀମାନେ ଏଣିକି ନୂତନ ଦରରେ ଭତ୍ତା ଟଙ୍କା ପାଇବେ। ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣାରୁ କନଷ୍ଟେବଲଙ୍କ ଠାରୁ ଇନ୍ସପେକ୍ଟର ଯାଏଁ ଉପକୃତ…
ଅଧିକ ଖବର ଦେଖନ୍ତୁ...

+୨ ପରୀକ୍ଷା କେନ୍ଦ୍ରରେ ସ୍ମାର୍ଟଓ୍ଵାଚ ଓ ମୋବାଇଲ ଫୋନ୍‌ ପ୍ରବେଶ ଉପରେ ପ୍ରତିବନ୍ଧକ, ୨ମିନିଟରୁ ଅଧିକ ସମୟ ଟଏଲେଟ ଗଲେ…

ଭୁବନେଶ୍ୱର: ଚଳିତ ବର୍ଷ ମାର୍ଚ୍ଚ ୭ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୩୦ରେ ଶେଷ ହେବ । ତେବେ ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ଦିନ ଠାରୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପତ୍ର ଭାଇରାଲ ହେବାର ଖବର ମିଳିଛି। ମାଟ୍ରିକ୍‌ ପରୀକ୍ଷା ଭଳି ପରିସ୍ଥିତି ଯେପରି ଯୁକ୍ତ ୨ ପରୀକ୍ଷାରେ…
ଅଧିକ ଖବର ଦେଖନ୍ତୁ...

ଏୟାର୍‌ ଷ୍ଟ୍ରାଇକ୍‌ରେ ଜୈଶ୍‌ର ୪ଟି ବଡ଼ କୋଠା ଧ୍ୱଂସ ପାଇଥିବା କଥା ସତ, ରାଡାର୍‌ ଛବିରୁ ଧରାପଡ଼ିଲା ପାକ୍‌ର ମିଛ

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟଠାରେ ଥିବା  ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଶିବିର ଉପରେ ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ରେ ହୋଇଥିବା କ୍ଷୟକ୍ଷତିକୁ ଅସ୍ୱୀକାର କରିଥିଲା ପାକିସ୍ତାନ। ଭାରତୀୟ ବାୟୁସେନା ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ୪ଟି ବଡ଼ କୋଠା ଧ୍ୱଂସ କରିଥିବା…
ଅଧିକ ଖବର ଦେଖନ୍ତୁ...