Daily Archives

March 2, 2019

ଆସନ ବୁଝାମଣା : ସିପିଆଇ କଂଗ୍ରେସକୁ ମାଗୁଛି ୭ ବିଧାନସଭା ଓ ଗୋଟିଏ ଲୋକସଭା ଆସନ; ଝୁଲିଛି ନିଷ୍ପତ୍ତି

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ୭ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ଛାଡିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ)ପକ୍ଷରୁ କଂଗ୍ରେସ ନିକଟରେ ଦାବି କରାଯାଇଛି। ଆଜି କଂଗ୍ରେସ ଓ ସି.ପି ଆଇ ମଧ୍ୟରେ ଆସନ ବୁଝାମଣା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। । ବୈଠକରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ୬୦ ହଜାର ଟଙ୍କା ସମେତ ମାରଣାସ୍ତ୍ର ଜବତ, ୪ ଡକାୟତ ଗିରଫ

କେନ୍ଦ୍ରାପଡ଼ା: ନିକିରାଇ ଥାନା ପୁଲିସ ୪ ଡକାୟତଙ୍କୁ ଗିରଫ କରିଥିବା ଶନିବାର ଜଣାପଡ଼ିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ପିସ୍ତଲ, ଛୁରୀ ଓ ନଗଦ ୬୦ ହଜାର ଟଙ୍କା ଜବତ କରିଥିବା କେନ୍ଦ୍ରାପଡ଼ା ଏସପି ନିତି ଶେଖର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗରାପୁରର ୩ ଜଣ ଏବଂ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଭାବି ନିଜ ଦେଶର ପାଇଲଟଙ୍କୁ ପିଟିପିଟି ମାରିଦେଲେ ପାକିସ୍ତାନୀ ଜନତା

ଇସଲାମାବାଦ:  ପାକିସ୍ତାନ ତରଫରୁ ଭାରତୀୟ ସୀମାରେ ଏୟାର ଷ୍ଟ୍ରାଇକ୍ ଲକ୍ଷ୍ୟ ନେଇ ପଶିଥିବା ପାକିସ୍ତାନୀ ପାଇଲଟ୍ ଶହାଉଜ ଉଦ୍ଦିନଙ୍କୁ ନିଜ ମାଟିରେ ଭାରତୀୟ ଭାବି ପିଟି ପିଟି ମାରିଦେଲେ ପାକିସ୍ତାନୀ ଲୋକ । ସୀମା ସେପଟୁ ଏଭଳି ଏକ ଅଭାବନୀୟ ଖବର ଆସିଛି । ପାକିସ୍ତାନୀ ଫାଇଟର୍ ଜେଟ୍…
ଅଧିକ ଖବର ଦେଖନ୍ତୁ...

କର୍କଟ ନେଇଗଲା ସୌନ୍ଦର୍ଯ୍ୟ, ଏହା ସତ୍ତ୍ୱେ ବି ଲୋକେ ଏହି ବଧୂଙ୍କ ଫଟୋକୁ କରୁଛନ୍ତି ବହୁ ପସନ୍ଦ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ଏହି କିଛିଦିନ ହେବ ବୈଷ୍ଣବୀ ପୁବାନ୍ଦ୍ରନ୍‌ ନାମକ ଜଣେ ମହିଳା ଇଣ୍ଟରନେଟ୍‌ରେ ଚର୍ଚ୍ଚାରେ ରହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ବୈଷ୍ଣବୀଙ୍କୁ ନବୀ ଇନ୍ଦ୍ରନ୍‌ ପିଲ୍ଲଇ ନାମରେ ଜାଣାଯାଏ। କିଛିଦିନ ତଳେ ସେ ନିଜ ସୋସିଆଲ ଆକାଉଣ୍ଟରେ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ବଧୂବେଶରେ ସଜ…
ଅଧିକ ଖବର ଦେଖନ୍ତୁ...

ଅଭିନନ୍ଦନଙ୍କ ସହ ସୀମାରେ ନଜର ଆସିଥିବା ଏହି ମହିଳା ଜଣକ କିଏ?

ଓ୍ଵାଘା: ପାକିସ୍ତାନର ଲଢୁଆ ବିମାନର ପିଛା କରି ପାକିସ୍ତାନ ସୀମାରେ ଫଶି ଯାଇଥିବା ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନ ଗତକାଲି ରାତି ୯.୧୦ ସମୟରେ ଦୀର୍ଘ ୬୦ ଘଣ୍ଟା ପରେ ନିଜ ଦେଶକୁ ଫେରିଥିଲେ। ଅଭିନନ୍ଦନଙ୍କ ଆସିବା ବାଟକୁ ଚାହିଁ ରହିଥିଲା ସାରା ଦେଶ। ସଭିଙ୍କ ନଜର ରହିଥିଲା…
ଅଧିକ ଖବର ଦେଖନ୍ତୁ...

ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ହସ୍ପିଟାଲରେ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସାକ୍ଷାତ କରିଛନ୍ତି। ଏହି ଔପଚାରିକ ସାକ୍ଷାତ ସମୟରେ ସୀତାରମଣ ସମଗ୍ର ଦେଶ ତାଙ୍କର ସାହାସିକତା ଓ ଧୈର୍ଯ୍ୟ ଲାଗି ଗୌରାବନ୍ଵିତ ବୋଲି ଅଭିନନ୍ଦନଙ୍କୁ ଜଣାଇଥିଲେ। ଏହି ସାକ୍ଷାତ…
ଅଧିକ ଖବର ଦେଖନ୍ତୁ...

୮ରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଜୟପୁର-ବରଗଡ଼ ସମାବେଶରେ ଦେବେ ଉଦ୍‌ବୋଧନ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେବାକୁ ଯାଉଛି, ରାଜନୈତିକ ଦଳର ନେତାମାନେ ଭୋଟ ଠୁଳାଇବା ପାଇଁ ସେତିକି ବ୍ୟସ୍ତ ହୋଇପଡ଼ିଛନ୍ତି। ଏହି କ୍ରମରେ ଓଡ଼ିଶାକୁ ଜାତୀୟ ରାଜନୈତିକ ଦଳର ନେତାମାନେ ଅଧିକ ଦୃଷ୍ଟି ଦେଉଥିବା ଅନୁମାନ କରାଯାଉଛି। କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

କଏଦୀ ଜେଲରେ ଲେଖିଲେ ଏମିତି କବିତା, ଯାହା ତାଙ୍କୁ ଫାଶୀ ଦଣ୍ଡାଦେଶରୁ ବଞ୍ଚାଇ ଦେଇଥିଲା !

ନୂଆଦିଲ୍ଲୀ: କଥାରେ ଅଛି ପୁସ୍ତକ ମଣିଷର ଜୀବନକୁ ବଦଳାଇ ଦେଇଥାଏ। କବିତା ଓ କାହାଣୀ ପଢ଼ିଲେ ମଣିଷ ଉପରେ ଏହାର ସୁପ୍ରଭାବ ପଡ଼ିଥାଏ। ଏମିତି ଏକ ମାମଲା ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିରେ ସାମ୍ନାକୁ ଆସିଛି। ତିନିଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ଏକ ଶିଶୁକୁ ଅପହରଣ ଓ ହତ୍ୟା କରିଥିବା ଦୋଷୀର…
ଅଧିକ ଖବର ଦେଖନ୍ତୁ...

ରବିବାର ଦିଲ୍ଲୀରୁ ପାକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିବ ୩ଦିନ ହେଲା ଅଟକି ରହିଥିବା ସମ୍‌ଝୌତା ଏକ୍ସପ୍ରେସ୍‌

ନୂଆଦିଲ୍ଲୀ : ପୁଲଓ୍ୱାମା ଆକ୍ରମଣ ପରେ ଭାରତ-ପାକ୍‌ ମଧ୍ୟରେ ସଂପର୍କ ତିକ୍ତ ହୋଇ ଯାଇଥିଲା। ଏହା ସହ ଭାରତ-ପାକ୍‌ ସୀମାରେ ମଧ୍ୟ ଗୁଳି ବର୍ଷା ଆରମ୍ଭ ହୋଇ ଯାଇଥିଲା । ପରିସ୍ଥିତି ଖରାପ ହେଉଥିବା ଦେଖି ପାକିସ୍ତାନ ପ୍ରଥମେ ଭାରତ-ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା  ସମ୍‌ଝୌତା ଏକ୍ସପ୍ରେସ୍‌…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ୍‌ ଦିନିକିଆ: ଭାରତକୁ ୨୩୭ ରନ୍‌ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ହାଇଦ୍ରାବାଦ୍‌: ପ୍ରଥମ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆ ୨୩୭ ରନ୍‌ ଟାର୍ଗେଟ ଦେଇଛି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅର୍ନ୍ତଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଶନିବାର ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୩୬ ରନ୍‌ ସଂଗ୍ରହ କରିଛି। ଫଳରେ…
ଅଧିକ ଖବର ଦେଖନ୍ତୁ...