Daily Archives

March 18, 2019

ପରୀକ୍ଷା ଚାପ କମ୍‌ କରିବ ଏହି ମୋବାଇଲ୍‌ ଆପ୍‌

ନୂଆଦିଲ୍ଲୀ: ଏବେ ପରୀକ୍ଷା ଋତୁ ଚାଲିଛି। ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ମାତା-ପିତାମାନଙ୍କ ପାଇଁ ଚିନ୍ତା ଓ ଉଦ୍‌ବେଗ ବଢ଼ି ଯାଇଥାଏ। ପରୀକ୍ଷା ସମୟରେ ଉଭୟ ପିଲାମାନଙ୍କର ଓ ଅଭିଭାବକଙ୍କର ରାହୁଥିବା ଚାପକୁ ଦୃଷ୍ଟିରେ ରଖି ଗୁଜୁରାଟର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ୍‌…
ଅଧିକ ଖବର ଦେଖନ୍ତୁ...

ଲୋକସଭା ପାଇଁ ୩ ମହିଳାଙ୍କୁ ଟିକେଟ୍‌ ଦେଇ ବିଜୟ ଗୋଟିଚାଳନା କଲେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ୱର: ୨୦୧୯ ମହାସମର ପାଇଁ ସିପାହୀ ପ୍ରସ୍ତୁତ କଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ର୍ନିବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ୯ ଟି ଲୋକସଭା ଓ ୫୪ ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା…
ଅଧିକ ଖବର ଦେଖନ୍ତୁ...

ବିସିସିଆଇକୁ ୧.୬ ନିୟୁତ ଡଲାର କ୍ଷତିପୂରଣ ଦେଲା ଆର୍ଥିକ ସଂକଟରେ ପଡିଥିବା ପାକିସ୍ତାନୀ କ୍ରିକେଟ ବୋର୍ଡ

ନୂଆଦିଲ୍ଲୀ : ଆଉ ଏକ କ୍ଷେତ୍ରରେ ପାକିସ୍ତାନ ଭାରତଠାରୁ ପରାଜିତ ହୋଇଛି । ଏକ ଆଇନଗତ ଯୁଦ୍ଧରେ ବିସିସିଆଇଠାରୁ ପରାଜିତ ହୋଇଛି ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି । ଏହି କେସ ହାରି ଆର୍ଥିକ ସଂକଟରେ ଚାଲୁଥିବା ବିଚାରା ପିସିବି ବିଶ୍ୱର ଅନ୍ୟତମ ଧନୀ କ୍ରୀଡା ସଂଗଠନ ବିସିସିଆଇକୁ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

୫୦ ବର୍ଷୀୟ ପୁରୁଷଙ୍କ ପେଟରେ ଗର୍ଭାଶୟ !

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହରଦେଇ ଜିଲ୍ଲାର ୫୦ ବର୍ଷୀୟ ବ୍ୟକ୍ତିଙ୍କ ସହ କିଛି ଏପରି ଘଟିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଉତ୍ତର ପ୍ରଦେଶରେ ରହୁଥିବା ୫୦ ବର୍ଷୀୟ ସରିଫ୍‌ ଅଲ୍ଲୀଙ୍କ ପେଟରେ ଅଧିକାଂଶ ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ଯନ୍ତ୍ରଣା ଦୂର କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ବାଣରେ ମୋଦିଙ୍କୁ ଘାଇଲା କଲେ ପ୍ରିୟଙ୍କା: କହିଲେ, ‘ଧନୀଙ୍କ ପାଇଁ ‘ଚୌକିଦାର’, କୃଷକଙ୍କ ପାଇଁ ନୁହଁ’

ପ୍ରୟାଗରାଜ: ଚଳିତ ନିର୍ବାଚନୀ ପ୍ରଚାରରେ ‘ଚୌକିଦାର’ ପ୍ରସଂଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଆଜି ଏହି ପ୍ରସଂଗ ନେଇଛି ଏକ ନୂଆ ମୋଡ଼। ନିକଟ ଅତୀତରେ ସକ୍ରିୟ ରାଜନୀତିକୁ ଆସି କଂଗ୍ରେସର ସାଧାରଣ ସଂପାଦିକା ଭାବେ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଗାନ୍ଧୀ ଏହି ‘ଚୌକିଦାର’ ପ୍ରସଂଗକୁ…
ଅଧିକ ଖବର ଦେଖନ୍ତୁ...

ଦନ୍ତେଓ୍ଵାଡ଼ାରେ ମାଓ ଆକ୍ରମଣରେ ୫ ସିଆର୍‌ପିଏଫ୍‌ ଯବାନ ଆହତ

ଛତିଶଗଡ଼: ଛତିଶଗଡ଼ ଜିଲ୍ଲାର ଦନ୍ତେଓ୍ଵାଡ଼ାଠାରେ ସୋମବାର ସଂଧ୍ୟାରେ ମାଓବାଦୀମାନେ ଆକ୍ରମଣ କରିଥିବା ଜାଣିବାକୁ ମିଳିଛି। ଏହି ମାଓ ଆକ୍ରମଣରେ ୫ ଜଣ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ଯବାନ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ହସ୍ପିଟାଲ୍‌କୁ ନିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

 ଟିକେଟ ନ ମିଳିବାରୁ ପୂର୍ବତନ ବିଧାୟକ ନାରାୟଣ ରାଓଙ୍କ ସମର୍ଥକ ଅସନ୍ତୋଷ ଜାହିର କଲେ

ପାରଳାଖେମୁଣ୍ଡି:  ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା କେତେକ ନେତା ଓ ତାଙ୍କର ସମର୍ଥକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି ଘଟଣା ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି। ଏଠାରେ ଦଳ…
ଅଧିକ ଖବର ଦେଖନ୍ତୁ...

ସୁଷମା ସ୍ୱରାଜଙ୍କ ସ୍ୱାମୀ କହିଲେ, ‘ମୁଁ ସକାଳୁ ଉଠିଲା ବେଳକୁ ମୋର ପତ୍ନୀ ସୁଷମା ଚୌକିଦାର ବନି ଯାଇଛନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟରରେ ନିଜ ନାମ ବଦଳାଇ ଦେଇଛନ୍ତି। ପ୍ରଥମେ ଟୁଇଟର ଆକାଉଣ୍ଟ@narendramodi ଲେଖାଥିଲା। ଏବେ ଏଥିରେ ଚୌକିଦାର ଯୋଡ଼ି ଦିଆଯାଇଛି। ଅର୍ଥାତ୍‌ ଏହା ‘ଚୌକିଦାର ନରେନ୍ଦ୍ର ମୋଦି’ ହୋଇଯାଇଛି। ଏହି କ୍ରମରେ ସୁଷମା ସ୍ୱରାଜ ବି ଟୁଇଟରରେ ନିଜ ନାମ…
ଅଧିକ ଖବର ଦେଖନ୍ତୁ...

ପ୍ରମୋଦ ସାଓ୍ଵନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହେବେ !

ପାନାଜୀ : ପ୍ରମୋଦ ସାଓ୍ଵନ୍ତ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତାଙ୍କ ନାମକୁ ନେଇ ବିଜେପି ଓ ସହଯୋଗୀ  ଦଳଙ୍କ ମଧ୍ୟରେ  ସହମତି ହୋଇଥିବା ଜଣାଯାଇଛି । ଏହାଛଡା ବିଜୟ ସରଦେଶାଇ ଓ ଏମଜିପି ର ସୁଦିନ ଦାଓ୍ଵଲିକର ଗୋଆର ଉପମୁଖ୍ୟମନ୍ତ୍ରୀ ହେବେ । ଗତକାଲି ମନୋହର ପରିକରଙ୍କ ଦେହାନ୍ତ ପରେ…
ଅଧିକ ଖବର ଦେଖନ୍ତୁ...

ଜେଲ ଯାଉ ଯାଉ ବଞ୍ଚି ଗଲେ ଅନୀଲ ଅମ୍ବାନୀ

ନୂଆଦିଲ୍ଲୀ : ଜେଲ ଯାଉ ଯାଉ ବଞ୍ଚି ଗଲେ ଶିଳ୍ପପତି ଅନୀଲ ଅମ୍ବାନୀ । ଜର୍ମାନୀ ଟେଲିକମ ଯନ୍ତ୍ରାଂଶ ନିର୍ମାଣକାରୀ କମ୍ପାନି ଏରିକସନର ବକେୟା ଥିବା ପ୍ରାୟ ୪୫୮.୭୭ କୋଟି ଟଙ୍କା ଅନୀଲଙ୍କ କମ୍ପାନି ରିଲାଏନ୍ସ କମ୍ୟୁନିକେସନ ପକ୍ଷରୁ ପ୍ରଦାନ କରାଯାଇଛି । ଏରିକସନ ମୋଟ ପ୍ରାୟ ୫୫୦ କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...