Daily Archives

March 20, 2019

ଆଳିରେ କାଳବୈଶାଖୀର ତାଣ୍ଡବ, ଉଡିଲା ଛପର, ଭାଙ୍ଗିଲା ଗଛ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଂଚଳରେ ବୁଧବାର ଅପରାହ୍ଣ ୩ ଟା ସମୟରେ କାଳବୈଶାଖୀ ତାଣ୍ଡବ ଲୀଳା କରିଛି। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହଠାତ ପ୍ରବଳ ବେଗରେ ପବନ ସହିତ, ବର୍ଷା, ଘଡଘଡି ଓ ବଜ୍ରପାତ ହୋଇଛି। କାଳବୈଶାଖୀ ପ୍ରଭାବରେ ଜୋରଦାର ପବନ ବହିବା କାରଣରୁ ବହୁ କଚ୍ଚା ଘରର…
ଅଧିକ ଖବର ଦେଖନ୍ତୁ...

୪୦ ଜଣିଆ ପ୍ରଚାରକ ତାଲିକା ଜାରି କଲା ରାଜ୍ୟ ବିଜେପି, ତାଲିକାରେ ମୋଦି, ଯୋଗୀଙ୍କ ପରି ଷ୍ଟାର ପ୍ରଚାରକ

ଭୁବନେଶ୍ବର : ଆଗାମୀ ନିର୍ବାଚନ ପାଇଁ ଓଡ଼ିଶା ବିଜେପି ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, ବିଜେପି ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନ: ସେନାକୁ ମିଳିବ ୧୦ ଲକ୍ଷ ଭାରତ ନିର୍ମିତ ହ୍ୟାଣ୍ଡ୍‌ ଗ୍ରେନେଡ୍‌

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ସେନା ସକାଶେ ଏକ ଉତ୍ତମ ପଦକ୍ଷେପ ନିଆଯାଇଛି। ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନ ଜରିଆରେ ପ୍ରତିରକ୍ଷା ମନ୍ତ୍ରାଳୟ ସେନାକୁ ୧୦ ଲକ୍ଷ ଭାରତ ନିର୍ମିତ ହ୍ୟାଣ୍ଡ୍‌ ଗ୍ରେନେଡ୍‌ସ ଯୋଗାଇ ଦେବ ବୋଲି ଜାଣିବାକୁ ମିଳିଛି। ଏ ନେଇ…
ଅଧିକ ଖବର ଦେଖନ୍ତୁ...

ପରସ୍ପର ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେପି ଓ ବିଜେଡି

ଭୁବନେଶ୍ୱର : ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଠାରୁ ରାଜ୍ୟରେ ଉଭୟ ବିଜେଡି ଓ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପରସ୍ପର ବିରୋଧରେ ଅଭିଯୋଗ କରୁଛନ୍ତି। ଆଜି ଦୁଇ ଦଳ ବିଭିନ୍ନ ପ୍ରସଙ୍ଗକୁ ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ଦେଇଥିବା ଜଣା ପଡ଼ିଛି । ବିଜେପି ବିଜେଡ଼ି ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ପୁୁଅର କର୍କଟ ନିରାକରଣ ପାଇଁ ଭଣ୍ଡବାବାର ଶରଣ ପଶିଲେ ମହିଳା; ପୂଜାବିଧି ଦ୍ୱାହିରେ ମହିଳାଙ୍କର ସର୍ବସ୍ୱ ଲୁଟ୍‌ ହୋଇଗଲା

ମୁମ୍ବାଇ: ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଆତ୍ମଘୋଷିତ ଈଶ୍ୱର ପୁଅର ରୋକ ଭଲ କରାଇବା ନାମରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ମହିଳାଙ୍କ କର୍କଟ ପୀଡ଼ିତ ପୁଅକୁ ତନ୍ତ୍ର ବଳରେ ଭଲ କରି ଦେବାର ପ୍ରଲୋଭନ ଦେଖାଇ ଉଭୟ…
ଅଧିକ ଖବର ଦେଖନ୍ତୁ...

ଏଥର ଆଡଭାନୀ କଣ ସନ୍ୟାସ ନେବେ ? ଗାନ୍ଧିନଗର ଆସନକୁ ନେଇ କଳ୍ପନାଜଳ୍ପନା

ନୂଆଦିଲ୍ଲୀ : ଦେଶରେ ସାଧାରଣ ନିର୍ବାଚନ ପାଇଁ ବାତାବରଣ ଦିନକୁ ଦିନ ଉଷ୍ମ ହୋଇଚାଲିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ କଂଗ୍ରେସ, ବିଜେପି, ସପା, ବସପା, ଶିବସେନା, ତୃଣମୂଳ କଂଗ୍ରେସ ଆଜି ପ୍ରଚାର ଆରମ୍ଭ କରିଦେଲେଣି । କଂଗ୍ରେସ ଓ ଅନ୍ୟ କେତେକ ପ୍ରମୁଖ ଦଳ ନିଜ ନିଜର ପ୍ରଥମ ଦଫା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: ସାମ୍ନାକୁ ଡେଇଁପଡ଼ିଲା ମାଙ୍କଡ, ଜଣେ ବାଇକ ଆରୋହୀ ମୃତ, ଅନ୍ୟ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା: ମାଙ୍କଡ଼ର ଦୁଷ୍ଟାମୀ ଯୋଗୁଁ ବୁଧବାର ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ସାଥୀରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତିକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗେଦେଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଓ ୩ ବିଜେଡି ବିଧାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ ଛାଡ଼ି ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଓ ୩ ଜଣ  ବିଧାୟକ ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ମୟୂରଭଂଜ ରାଜନୀତିର ଜଣେ ଜଣାଶୁଣା ମୁହଁ କୁହାଯାଉଥିବା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଦୀର୍ଘ ଦିନ ଧରି ବିଜେଡିରେ ଥିଲେ। କିନ୍ତୁ ଦଳ ପକ୍ଷରୁ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼: ୧୦ ଦଳୀୟ ସାଂସଦ ଟିକେଟରୁ ବଞ୍ଚିତ; ନୂଆ ମୁହଁ, ନୂଆ ଯୋଶ୍‌ ନେଇ ନିର୍ବାଚନ ମଇଦାନ୍‌କୁ ଓହ୍ଲାଇବ ବିଜେପି

ନୂଆଦିଲ୍ଲୀ: ଛତିଶଗଡ଼ରେ ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ଚଳିତ ଲୋକସଭା ନିର୍ବାଚନରେ ଆଉ କୌଣସି ପ୍ରକାରର ‘ରିସ୍କ’ ମୁଣ୍ଡାଇବାକୁ ଚାହୁଁନାହିଁ। ସେଥିପାଇଁ ଛତିଶଗଡ଼ର ୧୧ଟି ଲୋକସଭା ଆସନ ମଧ୍ୟରୁ ଗତ…
ଅଧିକ ଖବର ଦେଖନ୍ତୁ...

କେରଳରେ ବିଜେପି-ବିଡିଜେଏସ-କେରଳ କଂଗ୍ରେସ ମେଣ୍ଟ, ୧୫ ଆସନରେ ଲଢିବ ବିଜେପି

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ କେରଳରେ ବିଜେପି ନିଜର ଆସନ ବୁଝାମଣା ଚୂଡାନ୍ତ କରିଛି । କେରଳରେ ବିଜେପି କେରଳ କଂଗ୍ରେସ ଓ ଭାରତ ଧର୍ମ ଜନ ସେନା (ବିଡିଜେଏସ) ସହ ଆସନ ବୁଝାମଣା କରିଛି । ଏହି ଆସନ ବୁଝାମଣା ଅନୁସାରେ ବିଜେପି ୧୪ଟି ଆସନରେ ନିଜର ପ୍ରାର୍ଥୀ ଦେବ । ସେହିପରି…
ଅଧିକ ଖବର ଦେଖନ୍ତୁ...