Daily Archives

April 17, 2019

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ରାଜ୍ୟରେ ଏହି ସବୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି

ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ନିର୍ବାଚନମଣ୍ଡଳୀ (ଆସ୍କା,କନ୍ଧମାଳ,ବରଗଡ଼,ବଲାଙ୍ଗୀର ଓ ସୁନ୍ଦରଗଡ଼)ଏବଂ ଏଥି ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ୯୧୧୭ ଭୋଟଗ୍ରହଣ କେନ୍ଦ୍ର ସ୍ଥାପିତ ହୋଇଛି, ଯେଉଁଥିରେ ୬୦,୩୩୯ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

ମାଓ ଇଲାକାରେ ସୁରକ୍ଷା କଡ଼ାକଡ଼ି; ପରିସ୍ଥିତି ତଦାରଖ ଲାଗି ଏଡିଜି ଅପରେସନ୍‌ ଫୁଲବାଣୀରେ

ଭୁବନେଶ୍ୱର: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣର ଅବ୍ୟବହିତ ପୂର୍ବରୁ ଆଜି କନ୍ଧମାଳ ଜିଲ୍ଲାରେ ଦୁଇଟି ମାଓ ହିଂସାକାଣ୍ଡ ଘଟିବା ପରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି। କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଏକ ପୋଲିଂ ଗାଡ଼ିକୁ ପୋଡ଼ି ଦେବା ସହ ଗୁଳିମାଡ଼ କରି ଜଣେ ପୋଲିଂ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଭାବିଥିବା କାମ ବିନା ବିଘ୍ନ ବାଧାରେ ପୂରା ହେବ। ଥଣ୍ତା ପାନୀୟ ବ୍ୟବସାୟୀଙ୍କୁ ଆଶା ଠୁଁ ଅଧିକ ଧନଲାଭ ହେବ। ପ୍ରିୟବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ। ବୃଷ: ଆଜି ଆପଣ ନୂଆ କିଛି କରିବା ଲାଗି…
ଅଧିକ ଖବର ଦେଖନ୍ତୁ...

ମାଲିକକୁ ବଞ୍ଚାଇବାକୁ ଯାଇ ନାଗ ସାପ ସହିତ ଲଢ଼ି ଜୀବନ ଦେଲେ ଚାରି ପୋଷାକୁକୁର

ଭାଗଲପୁର: କଥାରେ ଅଛି କୁକୁରଠାରୁ ବିଶ୍ୱାସଯୋଗ୍ୟ ପ୍ରାଣୀ ଏହି ସଂସାରରେ ନାହାନ୍ତି। ଏହାର ପ୍ରମାଣ ବିହାରର ଭାଗଲପୁରରେ ଦେଖିବାକୁ ମିଳିଛି। ଏଠାରେ ମାଲିକକୁ ନାଗ ସାପ ଦଂଶନରୁ ବଞ୍ଚାଇବାକୁ ଯାଇ ଚାରିଟି ପୋଷାକୁକୁର ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ଘଟଣା ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

କଥା ନହେବାରୁ ପ୍ରେମିକାର ନାକ କାମୁଡ଼ିଲା ପ୍ରେମିକ

ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦରେ ଜଣେ ଯୁବକ ନିଜର ପୂର୍ବ ପ୍ରେମିକାର ନାକ କାମୁଡି ଦେଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଯୁବତୀ ତାର ପୂର୍ବ ପ୍ରେମିକ ସହିତ ଦୁଇବର୍ଷ ହେବ କଥା ହେଉ ନାହିଁ। ତେଣୁ ପ୍ରେମିକ ଏହି କଥାକୁ ନେଇ ବ୍ୟସ୍ତବିବ୍ରତ ହୋଇ ପଡ଼ି ଏଭଳି କାଣ୍ଡ ଘଟାଇଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଆସନ ୯୫, ପ୍ରାର୍ଥୀ ୧,୬୩୮, ମତଦାତା ୧ କୋଟି ୪୦ ଲକ୍ଷ

ନୂଆଦିଲ୍ଲୀ: ରାତିପାହିଲେ ନେତାଙ୍କ ଭାଗ୍ୟ ର୍ନିଦ୍ଧାରଣ କରିବେ ଜନତା। ଲୋକସଭା ର୍ନିବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୯୫ଟି ଲୋକସଭା ଆସନରେ ର୍ନିବାଚନ ହେବ। ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଏହି ର୍ନିବାଚନ ହେବ। ଏଥିପାଇଁ ଷ୍ଟ୍ରଂଗ ରୁମରୁ ଇଭିଏମ ଓ ମତଦାନ ପାଇଁ ଆବଶ୍ୟକ…
ଅଧିକ ଖବର ଦେଖନ୍ତୁ...

‘ନମୋ ଟିଭି’କୁ ନେଇ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ: ସିଧା ପ୍ରସାରଣକୁ ହଁ, ପୂର୍ବ-ପ୍ରସ୍ତୁତି କାର୍ଯ୍ୟକ୍ରମକୁ ନାଁ

ନୂଆଦିଲ୍ଳୀ: ‘ନମୋ ଟିଭି’କୁ ନେଇ ନିର୍ବାଚନ କମିସନ ଏକ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ‘ନମୋ’ ଟିଭି ସଂପର୍କରେ ନିର୍ବାଚନ କମିସନ କହିଛନ୍ତି ଯେ ଏଥିରେ ସିଧା ପ୍ରସାରିତ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇ ପାରିବ ମାତ୍ର ମତଦାନର ୪୮ ଘଣ୍ଟା ପୂର୍ବରୁ କୌଣସି ବି…
ଅଧିକ ଖବର ଦେଖନ୍ତୁ...

ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର, ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର: କ୍ରମାଗତ ୨ୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହରର ମାନ୍ୟତା ପାଇଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ ସେଲସିୟସ ଥିଲା । ଅବଶ୍ୟ ଗତ କାଲି ତୁଳନାରେ ଆଜି ରାଜଧାନୀର ତାପମାତ୍ରା ଟିକିଏ କମିଛି । ଗତ କାଲି ଭୁବନେଶ୍ୱରର ସର୍ବୋଚ୍ଚ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କରାଯାଇଥିଲା କି? ଚର୍ଚ୍ଚା…

ସମ୍ବଲପୁର : ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ ସେନା ହେଲିକପ୍ଟରକୁ ଯାଂଚ କରାଯାଇଥିବା ନେଇ ଖବର ଆସିଛି । ପ୍ରଧାନମନ୍ତ୍ରୀ ସଭାସ୍ଥଳକୁ ଯିବା ପରେ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ତାଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଥିବା ଚର୍ଚ୍ଚା ହେଉଛି। ଏକଥା ମଧ୍ୟ ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ମୋଦି ଓ ରାମଦେବ ବାବାଙ୍କ କଟାକ୍ଷ ଉଡ଼ାଇଲେ ସିଦ୍ଧୁ କହିଲେ, ପେଟ ଖାଲି ଥିବାବେଳେ ଯୋଗ ଓ ପକେଟ ଖାଲି ବେଳେ ଖାତା ଖୋଲା…

ଅହମଦାବାଦ: ପଞ୍ଜାବ ସରକାରରେ ମନ୍ତ୍ରୀ ଓ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ପୁଣିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ତାଙ୍କ ଗୃହ ରାଜ୍ୟ ଗୁଜୁରାଟରେ କଟାକ୍ଷ କରିଛନ୍ତି। ସିଦ୍ଧୁ କହିଛନ୍ତି, ମୋଦି ଚୌକିଦାର ନୁହେଁ ଚୋର ଅଟନ୍ତି। ମୋଦିଙ୍କ ଯୋଗ କ୍ୟାମ୍ପେନ୍‌କୁ ବି ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...