Daily Archives

May 19, 2019

ଭୁବନେଶ୍ବର ଲୋକସଭା ଆସନରେ ଫୁଟିପାରେ ପଦ୍ମ; ବିଧାନସଭା ଆସନରୁ ୪ଟିରେ ବିଜେଡିର ବିଜୟ ସମ୍ଭାବନା ଓ ୨ଟିରେ କଡା ଟକ୍କର

ଭୁବନେଶ୍ବର: ବିଜେପିର ‘ରାଜଧାନୀ’? ସମ୍ବାଦ-କନକ ନ୍ୟୁଜ ଏକଜିଟ୍ ପୋଲ୍ ରିପୋର୍ଟରେ ବିଜେଡିର ଗଡ ଭୁବନେଶ୍ୱର ଲୋକସଭା ଆସନରେ ଏଣ୍ଟ୍ରି ମାରିବାକୁ ଯାଉଛି ବିଜେପି । ଦୀର୍ଘ ୨୧ ଧରି ଶଙ୍ଖ ଧ୍ୱନି ଶୁଭୁଥିବା ରାଜଧାନୀରେ ଚଳିତଥର ପଦ୍ମ ଫୁଟିପାରେ । ଦୁଇ ପ୍ରଶାସକଙ୍କ ଲଢେଇରେ ଅପରାଜିତା…
ଅଧିକ ଖବର ଦେଖନ୍ତୁ...

ଅଲଓ୍ଵରରେ ୩ଜଣ ନାବାଳକଙ୍କ ଦ୍ୱାରା ଦୁଷ୍କର୍ମ ଶିକାର ହେଲେ ୧୫ବର୍ଷୀୟ ନାବାଳିକା, ଜଣକୁ ପିଟି ପିଟି ମାରିଦେଲେ ପରିବାର…

ଅଲଓ୍ଵର : ଅଲଓ୍ଵରରେ ଜଣେ ଦଳିତ ମହିଳା ଗଣଦୁଷ୍କର୍ମର ଶିକାର ହେବା ମାମଲାର ସମାଧାନ ହୋଇ ନଥିବା ବେଳେ ଏବେ ପୁଣି ଥରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଲା, ପୀଡ଼ିତାଙ୍କୁ ୩ଜଣ ନାବାଳକ ଦୁଷ୍କର୍ମ କରିଛନ୍ତି । ଏହି ମାମଲାକୁ କେନ୍ଦ୍ର କରି ପୁଲିସ…
ଅଧିକ ଖବର ଦେଖନ୍ତୁ...

ଏକଜିଟ ପୋଲକୁ ନେଇ ଉତ୍ସାହିତ ଏନଡିଏ, ମଙ୍ଗଳବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଦିଲ୍ଲୀ: ଏକଜିଟ ପୋଲକୁ ନେଇ ଏନଡିଏ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି | ଆସନ୍ତା ମଙ୍ଗଳବାର ଦିନ ଦିଲ୍ଲୀରେ ବିଜେପିର ସହଯୋଗୀ ଦଳମାନଙ୍କୁ ନେଇ ବୈଠକ ବସିବାକୁ ଯାଉଛି | ଏଥିରେ ସରକାର ଗଠନ ପ୍ରସ୍ତୁତି ବାବଦରେ ଆଲୋଚନା ହେବାର ଚର୍ଚ୍ଚା ହେଉଛି | କାରଣ ଆଜି ବିଭିନ୍ନ ଗଣମାଧ୍ୟମ…
ଅଧିକ ଖବର ଦେଖନ୍ତୁ...

ପୁରୀ ଲୋକସଭାରେ କଡା ମୁକାବିଲା; ବିଜେଡିକୁ ଯାଇପାରେ ୫ ବିଧାନସଭା ଆସନ, ୨ରେ ଫୁଟିପାରେ ପଦ୍ମ  

ଭୁବନେଶ୍ୱର: ଆସନ୍ତା ୨୩ରେ ଆସିବ ସାଧାରଣ ନିର୍ବାଚନ ଫଳାଫଳ । କିନ୍ତୁ ଏହା ପୂର୍ବରୁ ସମ୍ବାଦ-କନକ ନ୍ୟୁଜ ପକ୍ଷରୁ ଏକଜିଟ୍ ପୋଲ୍ କରାଯାଇଛି । ଯେଉଁଥିରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ଆସନରେ କାହାର ଜିତିବା ସମ୍ଭାବନା ଅଧିକ ରହିଛି ତାହା ଦର୍ଶାଯାଇଛି । ଏହିକ୍ରମରେ ପୁରୀ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର ଲୋକସଭା ଆସନରେ ପୁଣି ଥରେ ଉଡିପାରେ ସବୁଜ ବାନା ଓ ୭ ବିଧାନସଭା ଆସନରୁ ୫ଟି ଯାଇପାରେ ବିଜେଡି ଖାତାକୁ 

ଭୁବନେଶ୍ୱର:ଜଗତସିଂହପୁର ଲୋକସଭା ଆସନରେ ପୁଣିଥରେ ଉଡିପାରେ ସବୁଜ ବାନା । ବିଜେଡିର ଅଭେଦ୍ୟ ଗଡ ରହିଥିବା ଜଗତସିଂହପୁରରେ ପୁଣିଥରେ ଚାଲିପାରେ ନବୀନଙ୍କ ଯାଦୁ । ଦିଲ୍ଲୀ ଲଢେଇରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ମାରିପାରନ୍ତି ବାଜି । ସମ୍ବାଦ-କନକ ନ୍ୟୁଜ ଏକଜିଟ୍ ପୋଲ ରିପୋର୍ଟରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ଏକଜିଟ୍‌ ପୋଲରେ ବିଜେପିର ବାଜିମାତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ ଏକଜିଟ୍‌ ପୋଲରେ ବିଜେପିର ବାଜିମାତ। ମହାରାଷ୍ଟ୍ର ଓ ଗୋଆରେ ବିଜେପି ଜିତିବ ବୋଲି ଆକଳନ କରାଯାଉଛି । ଏକ ପ୍ରକାର କହିବାକୁ ଗଲେ ବିଜେପି କ୍ଲିନ୍‌ ସ୍ୱିପ୍‌ କରିବ । ଆଜତକ୍‌-ମାଇ ଇଣ୍ଡିଆ ଏକଜିଟ୍‌ ପୋଲ ଅନୁସାରେ ଏନଡ଼ିଏକୁ ୩୮ରୁ ୪୨ ସିଟ ମିଳିବାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲାଭ କ୍ଷତି ହିସାବରେ ଅଧିକ ସମୟ କଟିବ। ସ୍ବଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଅଚାନକ ଧନପ୍ରାପ୍ତି ହେବ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା। ବୃଷ: ଚାକିରିରେ ନିଷ୍ଠାର ସହିତ କାମ ଭଲ ପରିଣାମ ଦେବ। ଯୌଥ…
ଅଧିକ ଖବର ଦେଖନ୍ତୁ...

ଏକଜିଟ ପୋଲ ରିପୋର୍ଟ ମିଛ ବୋଲି କହିଲେ ମମତା ବାନାର୍ଜି ଓ ଅନ୍ୟ ବିରୋଧୀ ନେତା

ନୂଆଦିଲ୍ଲୀ : ଆଜି ପ୍ରକାଶିତ ବିଭିନ୍ନ ସଂସ୍ଥାର ଏକଜିଟ ପୋଲରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ବହୁମତ ମିଳିବାକୁ ଥିବାବେଳେ ୟୁପିଏ ଗତ ଥର ତୁଳନାରେ ନିଜର ସଂଖ୍ୟାରେ ଉନ୍ନତି ଆଣିବାର ସମ୍ଭାବନା ରହିଛି । କିନ୍ତୁ ତଥାପି ୟୁପିଏ ବା ମହାଗଠବନ୍ଧନ କେହି କ୍ଷମତା ହାତେଇବା ସ୍ଥିତିରେ ନାହାନ୍ତି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡା ଲୋକସଭାରେ ବିଜେଡି କରିପାରେ ବାଜିମାତ, ୬ ଆସନରୁ ୫ଟିରେ ବିଜେଡିର ବିଜୟ ସମ୍ଭାବନା

ଭୁବନେଶ୍ୱର: କେନ୍ଦ୍ରାପଡା ନିର୍ବାଚନ ଇତିହାସର ପୁଣିଥରେ ପୁନରାବୃତ୍ତି ଦେଖିବାକୁ ମିଳିପାରେ । ଅଣକଂଗ୍ରେସ ଓ ଅଣବିଜେପି ନିର୍ବାଚନମଣ୍ଡଳୀର ଟ୍ୟାଗ୍ ହାସଲ କରିଥିବା କେନ୍ଦ୍ରାପଡାକୁ ପୁଣିଥରେ ନିଜ ଦଖଲକୁ ନେଇପାରେ ବିଜେଡି । ସମ୍ବାଦ-କନକ ନ୍ୟୁଜ ପକ୍ଷରୁ ରାଜ୍ୟ ଇତିହାସର ସବୁଠୁ ବଡ ଏକଜିଟ୍…
ଅଧିକ ଖବର ଦେଖନ୍ତୁ...

ଏକଜିଟ ପୋଲ୍ : ଏଥର ପୁଣି ମୋଦି ସରକାର ! ଗତ ଥରଠାରୁ ଅଧିକ ଆସନ ଦେଲା ଟୁଡେଜ ଚାଣକ୍ୟ

ନୂଆଦିଲ୍ଲୀ : ଆଜି ୭ମ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ୨୦୧୯ ନିର୍ବାଚନ ଶେଷ ହୋଇଛି । ଏବେ ସମସ୍ତଙ୍କ ଆଖି ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ଉପରେ ରହିଛି । ଏହା ପୂର୍ବରୁ ଆଜି ବିଭିନ୍ନ ସଂସ୍ଥା ନିଜ ନିଜର ବୁଥବାହୁଡା ମତ ବା ଏକଜିତ ପୋଲ…
ଅଧିକ ଖବର ଦେଖନ୍ତୁ...