Daily Archives

May 19, 2019

କଟକ ଲୋକସଭାରେ ସ୍ଥିତି ଅସ୍ପଷ୍ଟ; ୪ ବିଧାନସଭାରେ ବିଜେଡି, ବିଜେପି ଓ କଂଗ୍ରେସକୁ ମିଳିପାରେ ୧-୧

ଭୁବନେଶ୍ୱର: କଟକରେ କଡା ଟକ୍କର । ସିଲଭର ସିଟିରେ କିଏ ହେବ ସାଂସଦ ତାହା ସସପେନ୍ସରେ ରହିଛି । ଦୀର୍ଘ ୨୧ ବର୍ଷ ଧରି ବିଜେଡି ଦଖଲରେ ଥିବା ଏହି ଆସନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି ସମ୍ବାଦ-କନକ ନ୍ୟୁଜ୍ ଏକ୍ଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି । ବିଜେଡିର ଭର୍ତ୍ତୃହରିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପ୍ରକାଶ ପାଇବ ନାହିଁ ମାଟ୍ରିକ ପରୀକ୍ଷାଫଳ

କଟକ: ସୋମବାର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ନାହିଁ। କେବେ ଫଳ ବାହାରିବ ସେ ନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ତାରିଖ ସ୍ଥିର ହୋଇ ନଥିବା ବୋର୍ଡ ସଭାପତି ରବିବାର କହିଛନ୍ତି । ଏହି ପ୍ରସଙ୍ଗରେ ବୋର୍ଡ ସଭାପତି ଜାହାନ ଆରା ବେଗମ କହିଛନ୍ତି ଯେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶନକୁ…
ଅଧିକ ଖବର ଦେଖନ୍ତୁ...

ବିଜେପି ହାତକୁ ଯାଇପାରେ ମୟୂରଭଂଜ ଲୋକସଭା ଆସନ, ୫ ବିଧାନସଭା ଆସନରେ ଜିତିପାରେ ବିଜେଡି, ବିଜେପିକୁ ୨

ଭୁବନେଶ୍ୱର: ଶେଷ ହେଲା ୧୯ ଏକଜିଟ୍‌ ପୋଲ୍‌ ରିପୋର୍ଟ ଅର୍ଥାତ ବୁଥ୍‌ ବାହୁଡ଼ା ମତ। ସମ୍ବାଦ ଓ କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ ମୟୁରଭଂଜ ଲୋକସଭା ଆସନରେ ବିଜେଡିର ହ୍ୟାଟ୍ରିକ୍‌ ସ୍ୱପ୍ନକୁ ଧୂଳିସାତ କରି ଏହି ଆସନକୁ ଦଖଲ କରିପାରେ ବିଜେପି। ବିଜେଡି ସାଂସଦ…
ଅଧିକ ଖବର ଦେଖନ୍ତୁ...

ଆସିଲା ଆଉ ତିନିଟି ଏକଜିଟ ପୋଲ ରିପୋର୍ଟ; ସବୁଥିରେ ଏନ୍‌ଡିଏକୁ ବହୁମତ ମିଳିବାର ସଙ୍କେତ

ନୂଆଦିଲ୍ଲୀ: ଆସିଲା ଆଉ ତିନିଟି ଏକଜିଟ ପୋଲ ରିପୋର୍ଟ। ନ୍ୟୁଜଏକ୍ସର ଏକଜିଟ୍‌ ପୋଲ ରିପୋର୍ଟ ଅନୁଯାୟୀ ଏନ୍‌ଡିଏ ୨୪୨, ୟୁପିଏ ୧୬୪ ଓ ଅନ୍ୟାନ୍ୟକୁ ୧୩୬ଟି ଆସନ ଦେଇଛି।। ସେହିପରି ନ୍ୟୁଜ୧୮ର ଏକଜିଟ୍‌ ପୋଲ୍‌ର ସର୍ଭେ ଅନୁଯାୟୀ ଏନ୍‌ଡିଏ ୨୯୨ରୁ ୩୧୨, ୟୁପିଏ ୬୨ରୁ ୭୨ ଓ ଅନ୍ୟାନ୍ୟ ୧୬୨ରୁ ୧୬୮ଟି…
ଅଧିକ ଖବର ଦେଖନ୍ତୁ...

ଯାଜପୁର ଲୋକସଭାରେ ସ୍ଥିତି ଅସ୍ପଷ୍ଟ; ୭ ବିଧାନସଭା ଆସନରୁ ୪ରେ ବିଜେଡି, ୨ରେ ବିଜେପି ଓ ୧ରେ ଆସିପାରେ କଂଗ୍ରେସ

ଯାଜପୁରରେ କ୍ଲୋଜ୍ ଫାଇଟ୍ । ସମ୍ବାଦ-କନକ ନୁ୍ୟଜ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ଅନୁଯାୟୀ ଯାଜପୁର ଲୋକସଭା ଆସନରେ କିଏ ବାଜି ମାରିବ ତାହା କହିବା ମୁସ୍କିଲ । ପୂର୍ବରୁ ବିଜେଡିର ଗଡ ରହି ଆସିଥିବା ଏହି ଆସନରେ ଚଳିତ ଥର କଡା ଟକ୍କର ହେବ । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଟିଏମ୍‌ସି ପରେ ମୋଦୀଙ୍କ ବିରୋଧରେ ଅଭିଯୋଗ ନେଇ ନିର୍ବାଚନ କିମସନଙ୍କ ଦ୍ୱାରସ୍ଥ ହେଲା ଟିଡିପି

କୋଲକାତା: ନିର୍ବାଚନ ନ ସରୁଣୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଦ୍ରିନାଥ, କେଦାରନାଥ ଯାତ୍ରା ଓ ଧ୍ୟାନମୁଦ୍ରାକୁ ନେଇ ହୋଇଥିବା ଚର୍ଚ୍ଚା ଆଦର୍ଶ ଅଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ଟିଏମ୍‌ସି ଅଭିଯୋଗ ଆଣିବା ପରେ ଏବେ ସମାନ ଅଭିଯୋଗ ଆଣିଛି ଟିଡିପି।…
ଅଧିକ ଖବର ଦେଖନ୍ତୁ...

ବିଜେପି ଅଧିନରେ ଢେଙ୍କାନାଳ ଲୋକସଭା ଆସନ, ୭ ବିଧାନସଭା ଆସନରୁ ୬ଟିରେ ଜିତିପାରେ ବିଜେଡି

ଭୁବନେଶ୍ୱର: ଶେଷ ହେଲା ୧୯ ମହାଯୁଦ୍ଧ। ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଆଉ ଭୋଟରଙ୍କ ମୁଡ୍‌ କହୁଛି ଏଥର ଢେଙ୍କାନାଳ ଲୋକସଭା ଆସନରେ ବଦଳିପାରେ ରାଜନୈତିକ ସମୀକରଣ। ଆଉ ବାଜିମାରି ନେଇପାରେ ବିଜେପି। ୨୦୦୪ରୁ ବିଜେଡି ଗଡ ବୋଲାଉଥିବା ଏହି ସଂସଦୀୟ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଲୋକସଭାରେ କଡ଼ା ମୁକାବିଲା, ବିଧାନସଭାରେ ବିଜେଡ଼ିକୁ ୩, ବିଜେପିକୁ ୨, କଂଗେସକୁ ଗୋଟିଏ ଆସନ ଯାଇପାରେ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଏହି ରିପୋର୍ଟ ଆଧାରରେ ଭଦ୍ରକ ଲୋକସଭା ଆସନରେ ହୋଇପାରେ କଡ଼ା ମୁକାବିଲା। କାରଣ ତିନି ପ୍ରମୁଖ ଦଳରୁ ଏଥର ନୂଆ ମୁହଁ ମୈଦାନରେ ଅଛନ୍ତିି ବିଜେଡି ତରଫରୁ ରାଜନୀତିରେ ନବାଗତ ଭାବେ ପାଦ…
ଅଧିକ ଖବର ଦେଖନ୍ତୁ...

ଏଥର ବଲାଙ୍ଗୀରରେ ଭିନ୍ନ ଫଳାଫଳ: ଲୋକସଭାରେ ବିଜେପି, ୭ରୁ ୪ ବିଧାନସଭା ଆସନ ହାତେଇପାରେ ବିଜେଡି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ସମ୍ମାନଜନକ ଆସନ ବଲାଙ୍ଗୀରରେ ଏଥର ଭିନ୍ନ ଫଳାଫଳ ଦେଖିବାକୁ ମିଳିପାରେ। ରାଜ ପରିବାରର ଦବଦବା ରହି ଆସିଥିବା ବଲାଙ୍ଗୀର ଲୋକସଭା ଆସନରେ ଏଥର ବିଜେପି ବାଜିମାତ୍‌ କରିପାରେ ବୋଲି ବୁଥ୍‌ ବାହୁଡା ମତ ସଂକେତ ଦେଉଛି। ବଲାଙ୍ଗୀରରେ ଭାଉଜ ଜିତିପାରନ୍ତି ଓ ଦିଅର…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଲୋକସଭା ବିଜେଡିକୁ ଯିବ, ୭ ବିଧାନସଭାରୁ ବିଜେପି ଓ ବିଜେଡି କୁ ୩-୩ ଆସନ, କଂଗ୍ରେସକୁ ୧

ଭୁବନେଶ୍ୱର: ୨୦୧୯ ପରୀକ୍ଷାର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଆଉ ରାଜ୍ୟ ଇତିହାସର ସବୁଠାରୁ ବଡ଼ ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ ବାଲେଶ୍ୱର ଲୋକସଭା ଆସନକୁ ପୁଣି କବଜାକୁ ନେଇପାରେ ବିଜେଡି। ପୁଣି ଏଠାରେ ବିଜେଡିର ଶଙ୍ଖ ନାଦ କରିପାରନ୍ତିି ରବୀନ୍ଦ୍ର…
ଅଧିକ ଖବର ଦେଖନ୍ତୁ...