Daily Archives

August 2, 2019

ପାକିସ୍ତାନର ସର୍ତ୍ତମୂଳକ ଦୂତାବାସ ସହାୟତାକୁ ଭାରତର ପ୍ରତ୍ୟାଖ୍ୟାନ: ଯାଦବଙ୍କ ସହ ସାକ୍ଷାତ ବେଳେ ପାକ୍ ଅଧିକାରୀଙ୍କ…

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ କନସୁଲାର ଆକ୍ସେସ ବା ଦୂତାବାସ ସହାୟତା ପ୍ରସ୍ତାବକୁ ଖାରଜ କଲା ଭାରତ । କୁଳଭୂଷଣଙ୍କୁ ପାକିସ୍ତାନ ସର୍ତ୍ତମୂଳକ କନସୁଲାର ଆକ୍ସେସ ଦେଇଥିଲା । ମାତ୍ର  ଭାରତ  ଏହାକୁ ଖାରଜ କରିଦେଇଛି । କନସୁଲାର ଆକ୍ସେସ ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଦେଶ ଗସ୍ତରେ ପ୍ରତାପ ଷଡ଼ଙ୍ଗୀ; ଗୁଏନା ସହ ତିନିଟି ଏମଓୟୁ ସ୍ଵାକ୍ଷର କଲେ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଆଫ୍ରିକୀୟ ଦେଶ ଗସ୍ତରେ ଯାଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ଗୁଏନାରେ ଭାରତ ସରକାରଙ୍କ ପ୍ରତିନିଧି ଭାବରେ ତିନିଟି ଏମଓୟୁରେ ସ୍ଵାକ୍ଷର କରିଛନ୍ତି | ଆଜି ଗୁଏନାରେ ପାରମ୍ପରିକ ଚିକିତ୍ସା ପଦ୍ଧତି ଓ ହୋମିଓପାଥି…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ମହାନଦୀର ମଝିରେ ୨ ଦିନ ଯାଏଁ ଫସିଗଲେ ୩୮ ମାଙ୍କଡ଼

ହୁମା (ସମ୍ବଲପୁର): ମହାନଦୀର ମଝିରେ ୨ ଦିନ ଯାଏଁ ୩୮ଟି ମାଙ୍କଡ଼ ଫସିଛନ୍ତି। ସମ୍ବଲପୁର ଜିଲ୍ଲାର ଐତିହାସିକ ହୁମା ମନ୍ଦିର ଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଅଭାବନୀୟ ଦୃଶ୍ୟ ଶୁକ୍ରବାର ସକାଳୁ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ବୁଧବାର ହୁମାସ୍ଥିତ ବିମଳେଶ୍ୱର…
ଅଧିକ ଖବର ଦେଖନ୍ତୁ...

କ’ଣ କାଶ୍ମୀରରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି ?

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଭାରତ ସରକାର ହଠାତ ଅତିରିକ୍ତ ସୁରକ୍ଷାବଳ ମୃତୟନ ବଢାଇଦେଇଛନ୍ତି । ପୂର୍ବରୁ କାଶ୍ମୀରରେ ପ୍ରାୟ ୬୫ ହଜାର ସିଆରପିଏଫ ସୈନିକ, ୨୦ ହଜାର ଅନ୍ୟ ସୁରକ୍ଷାବଳ ଓ ସେନା ରହିଛନ୍ତି । ପ୍ରଥମେ ୧୦ ହଜାର ଓ ଗତ କାଲି ଆଉ ପ୍ରାୟ ୨୮ ହଜାର ସିଆରପିଏଫ ମୁତୟନକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଯାନ-୨ ଚନ୍ଦ୍ରରେ କେମିତି ଖୋଜିବ ପାଣି; ଭିଡିଓ ଜାରି କରି ଦେଖାଇଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଲକ୍ଷ୍ୟରେ ଛଡ଼ା ଯାଇଥିବା ଚନ୍ଦ୍ରଯାନ-୨ ନିଜ ଲକ୍ଷ୍ୟ ପଥରେ ସଫଳତାର ଆଗେଇ ଚାଲିଛି। ଆଜି ଚନ୍ଦ୍ରଯାନ-୨ ଲାଣ୍ଡର ଓ ରୋଭରକୁ ଧରି ନିଜ ଲକ୍ଷ୍ୟ ପଥରେ ସଫଳତାର ସହ ୪ ପାଦ ଆଗେଇ ସାରିଥିବା…
ଅଧିକ ଖବର ଦେଖନ୍ତୁ...

ବିସିସିଆଇର ଅମ୍ପାୟାରସିପ୍ ପାଇଁ ମନୋନୀତ ହେଲେ ଓଡ଼ିଆ ପୁଅ : ସରିନି ସଂଘର୍ଷ, ଆଗାମୀ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା…

କଟକ: ଖେଳ ପଡ଼ିଆକୁ କ୍ରିକେଟ ଖେଳିବାକୁ ଗଲେ କାହାର ବ୍ୟାଟିଂ କରିବାର ଇଚ୍ଛା ତ କାହାର ବୋଲିଂ । କିନ୍ତୁ ଖେଳ ପଡିଆରେ ସମ୍ପୂର୍ଣ୍ଣ ଭିନ୍ନ ଦୁର୍ଗାଦତ୍ତ । ତାଙ୍କର ଇଚ୍ଛା ଅମ୍ପେୟାରସିପ୍ କରିବା । ତାଙ୍କର ଏହି ଭିନ୍ନଧରଣର ଚିନ୍ତା ଓ ଅକ୍ଳାନ୍ତ ପରିଶ୍ରମ ତାଙ୍କୁ ଗାଁ ଖେଳ ପଡିଆରୁ ନେଇ…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ିଲା ମାଟି ଅତଡ଼ା, ଝୁଲି ରହିଲା କାର

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଆଜି ମାଟି ଅତଡ଼ା ଭୁଶୁଡି ପଡିବାରୁ ତିନିଟି କାର ମାଟି ତଳେ ଦବିଯାଇଥିବାବେଳେ ଗୋଟିଏ କାର ଝୁଙ୍କି ରହିଥିଲା | ଗୁରୁଗ୍ରାମର ଉଦ୍ୟୋଗ ବିହାର ଅଞ୍ଚଳରେ ଏକ ପାଚେରୀ କଡରେ ମାଟି ଖୋଳାଯାଉଥିଲା ତେବେ ପାଚେରୀଟି ଓଦା ଥିବାରୁ ଏହା ଭୁଶୁଡିପଡିଥିଲା…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁର: ବସ୍‌ ଓଲଟିବାରୁ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ, ଜଣେ ଗୁରୁତର

ଜଗତସିଂହପୁର: ଏକ ଘରୋଇ ବସ୍‌ ଓଲଟିବାରୁ ଶୁକ୍ରବାର ଅପରାହ୍ଣରେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ଗୁରୁତର ଅଛି। ସମସ୍ତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ କନ୍ଦରପୁର-ମାଛଗାଁ ରାସ୍ତାର ହାଜିପୁର ନିକଟରେ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ୨୦୨୦ ସୁଦ୍ଧା ସାରା ଦେଶରେ ଥ୍ରୀ-ଜି ସେବା ବନ୍ଦ କରିବ ଏୟାରଟେଲ

ନୂଆଦିଲ୍ଲୀ : ଭାରତୀ ଏୟାରଟେଲ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ଥିବା ନିଜର ଥ୍ରୀ-ଜି ସେବାକୁ ବନ୍ଦ କରିଦେବ । ନିକଟରେ କମ୍ପାନି ନିଜର କୋଲକତା ସର୍କଲରେ ଥ୍ରୀ-ଜି ସେବାକୁ ବନ୍ଦ କରିଛି । ଆସନ୍ତା ସେପ୍ଟେମ୍ବର ସୁଦ୍ଧା କମ୍ପାନି ଆଉ ୬-୭ଟି ସର୍କଲରେ ନିଜର ଥ୍ରୀ-ଜି ସେବା ବନ୍ଦ…
ଅଧିକ ଖବର ଦେଖନ୍ତୁ...

ରତନ ଟାଟା କହିଥିବା ଏହି ୧୦ଟି କଥା ଆପଣଙ୍କୁ ସଫଳତାର ନିକଟତର କରାଇବ, ପରଖି ଦେଖନ୍ତୁ

ମୁମ୍ବାଇ:  ଖ୍ୟାତନାମା ଶିଳ୍ପପତି ରତନ ଟାଟା ଯେ ସଫଳତାର ଊର୍ଧ୍ୱରେ ଏ କଥାକୁ ହୁଏତ କେହି ଅସ୍ୱୀକାର କରିବେ ନାହିଁ। ତାଙ୍କ ସଫଳତା ପଛରେ ଲୁଚି ରହିଛି କେତେକ ଆଦର୍ଶ। ଯାହାକୁ ଅନୁସରଣ କଲେ ଜଣେ ସାଧାରଣ ଲୋକ ମଧ୍ୟ ସଫଳତା ପାଇବାରେ ସମର୍ଥ ହୋଇ ପାରିବେ। ନିମ୍ନରେ ଆଲୋଚନା କରାଯାଇଛି ରତନ ଟାଟା…
ଅଧିକ ଖବର ଦେଖନ୍ତୁ...