Daily Archives

August 13, 2019

ପତୋରା ଡ୍ୟାମ୍‌ରୁ ୩ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ, ଜୋଙ୍କ ନଦୀର ଜଳସ୍ତର ବୃଦ୍ଧି, ନୂଆପଡ଼ା-ଛତିଶଗଡ଼ ଗାଡ଼ି ଚଳାଚଳ…

ନୂଆପଡ଼ା/ଭୁବନେଶ୍ୱର: ପତୋରା ଡ୍ୟାମ୍‌ରୁ ମଙ୍ଗଳବାର ୩ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍ପାସିତ ହୋଇଛି। ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ କରାଯିବା ପରେ ଜୋଙ୍କ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଅନେକ ସ୍ଥାନରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନୂଆପଡ଼ାରୁ ଛତିଶଗଡ଼କୁ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବାୟୁସେନାର ଦୁଃସାହସିକ ‘ରେସ୍‌କ୍ୟୁ ଅପରେସନ୍‌’; ରାସ୍ତା ଉପରେ ଏମ୍‌ଆଇ-୧୭ ହେଲିକପ୍ଟର ଅବତରଣ କରାଇ ୧୨୫…

କଚ୍ଚ (ଗୁଜୁରାଟ): ପ୍ରବଳ ବର୍ଷା ଜନିତ ବନ୍ୟା ସଂପ୍ରତି ଗୁଜୁରାଟରେ ପ୍ରଳୟ ରଚିଛି। ଏପରିସ୍ଥିତିରେ କଚ୍ଚ ଜିଲ୍ଲା ମଧ୍ୟ ଦେଇ ଭୁଜ୍‌କୁ ଯାଇଥିବା ରାଜପଥ ଉପରେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଫସି ଯାଇଥିବା ୧୨୫ ଜଣ ବ୍ୟକ୍ତିଙ୍କୁ ଭାରତୀୟ ବାୟୁସେନାର ଏକ ଏମ୍‌ଆଇ-୧୭ ହେଲିକପ୍ଟର ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ମୋଦୀ ଓ ଶାହାଙ୍କ ବିରୋଧରେ ଅପମାନଜନକ ଶବ୍ଦ ପ୍ରୟୋଗ କରି ଭିଡିଓ ଛାଡ଼ିବାରୁ ର‍୍ୟାପର୍‌ ହାର୍ଡ କୌର୍‌ଙ୍କ ଟ୍ଵିଟର୍‌…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅପମାନଜନକ ଶବ୍ଦ ପ୍ରୟୋଗ କରିବାରୁ ର‍୍ୟାପର୍‌ ହାର୍ଡ କୌର୍‌ଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌କୁ ବନ୍ଦ କରି ଦିଆଯାଇଛି। ଖଲିସ୍ତାନକୁ ସମର୍ଥନ କରୁଥିବା ଏହି କଣ୍ଠଶିଳ୍ପୀ ୨.୨୦ ମିନିଟ୍‌ର ଏକ ଭିଡିଓରେ ମୋଦୀ ଓ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ୨୪ ବର୍ଷ ପରେ ଫେରିବ କ୍ରିକେଟ୍‌, ଭାରତ ପାଖରେ ପଦକ ଜିତିବାର ସୁଯୋଗ

ଦୁବାଇ: କମନୱେଲଥ ଗେମସ୍‌ ଫେଡେରେସନ୍‌ (ସିଜିଏଫ୍‌) ୨୦୨୨ରେ ଆୟୋଜନ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟି-୨୦ କ୍ରିକେଟ୍‌କୁ ସାମିଲ କରିବା ନେଇ ମଙ୍ଗଳବାର ଘୋଷଣା କରିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ ଇଂଲଣ୍ଡର ବର୍ମିଂହାମ୍‌ରେ ଅନୁଷ୍ଠିତ ହେବ। ବିଶ୍ୱସ୍ତରୀୟ ଏହି କ୍ରୀଡ଼ା ୨୦୨୨…
ଅଧିକ ଖବର ଦେଖନ୍ତୁ...

ତୀବ୍ର ହେଲା ହଂକଂରେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ, ଏୟାରପୋର୍ଟରୁ ଫ୍ଲାଇଟ୍‌ ଚଳାଚଳ ବନ୍ଦ କରାଗଲା

ହଂକଂ : ହଂକଂରେ ଚୀନ ବିରୋଧୀ ଓ ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦର ଆଗରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ବସିରହିଥିବାରୁ କ୍ରମାଗତ ଦୁଇଦିନ ଧରି ଫ୍ଲାଇଟ ଚଳାଚଳ ବନ୍ଦ ରହିଛି । ମଙ୍ଗଳବାରଦିନ ସକାଳେ ଫ୍ଲାଇଟ ସେବା କିଛି…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ରକିଙ୍କ ପରିବାରକୁ ଯାଇ ରକ୍ଷା ବନ୍ଧନ ମନାଇଲେ ଟେଲି ଅଭିନେତ୍ରୀ ହିନା ଖାନ୍‌

ମୁମ୍ବାଇ: ଆଉ ଦୁଇ ଦିନ ପରେ ରାକ୍ଷୀ ପୂର୍ଣ୍ଣିମା। ସାରା ଦେଶ ଏହି ପବିତ୍ର ଉତ୍ସବକୁ ଅପେକ୍ଷା କରି ରହିଥିବା ବେଳେ ଟେଲି ଅଭିନେତ୍ରୀ ହିନା ଖାନ୍‌ ତାଙ୍କ ପ୍ରେମିକ ରକି ଜୈସଓ୍ଵାଲ୍‌ଙ୍କ ପରିବାରକୁ ଯାଇ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି। …
ଅଧିକ ଖବର ଦେଖନ୍ତୁ...

ସଂକଟରେ ଭାରତୀୟ ଅଟୋମୋବାଇଲ ଶିଳ୍ପ, ଜୁଲାଇରେ ବିକ୍ରି ୩୧% କମିଲା

ନୂଆଦିଲ୍ଲୀ : ଭାରତର ଅଟୋମୋବାଇଲ ଉଦ୍ୟୋଗ ଏବେ ଏକ ବଡ଼ ଧରଣର ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି । ଏହା ଫଳରେ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଛଟେଇ ହୋଇସାରିଲେଣି, ଆଗକୁ ମଧ୍ୟ ଆହୁରି ଛଟେଇ ହେବାର ସମ୍ଭାବନା ଦେଖାଦେଇଛି । ଜୁଲାଇ ମାସରେ ଭାରତରେ କାର ବିକ୍ରି ପରିମାଣ ୩୦.୯୮ ପ୍ରତିଶତ ହ୍ରାସ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶାରେ ବନ୍ୟା: ରେଳ ଧାରଣା ଦେଇ ଜଳ ପ୍ରବାହିତ, ଟ୍ରାକ୍‌ ଯାଞ୍ଚ ପରେ ସମ୍ବଲପୁର-ଟିଟିଲାଗଡ଼ ରୁଟ୍‌ରେ ଗଡ଼ିିବ…

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଜିଲ୍ଲା ଦେଇ ଯାଇଥିବା ଟ୍ରେନ୍‌ ଲାଇନ୍‌ର ଅନେକ ସ୍ଥାନରେ ବନ୍ୟା ଜଳ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ରେଳ ଧାରଣାଗୁଡ଼ିକ ବୁଡ଼ି ରହିଛି।…
ଅଧିକ ଖବର ଦେଖନ୍ତୁ...

କେଉଁ ଓଲିଉଡ୍‌ ନାୟକଙ୍କ ସହ ଡେଟ୍‌ କରିବାକୁ ଚାହାନ୍ତି ଦୀପ୍ତି? କାହିଁକି ପ୍ରେମ ଆନନ୍ଦଙ୍କ ଅଧିକାଂଶ ଗୀତରେ କରନ୍ତି…

ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ପରିଚିତ ଦୀପ୍ତିରେଖା ପାଢ଼ୀ। ସେ ଏକାଧାରରେ ଜଣେ ଲୋକପ୍ରିୟ ଗାୟିକା ଓ ନାୟିକା ମଧ୍ୟ। ୨୦୦୯ ମସିହାରେ ‘ଲଭ୍‌ ଡଟ୍‌ କମ୍‌’ ଚଳଚ୍ଚିତ୍ରର ‘ଓଠ ହେଲାଣି ଭାରି ଚଗଲା..’ ଗୀତରୁ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ କରି ଏଯାବତ୍‌ ପ୍ରାୟତଃ ୩୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର : ବିବିସି, ଅଲ୍‌-ଜଜିରାକୁ ନୋଟିସ୍‌ ଜାରି କଲେ ଭାରତ ସରକାର

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ବିଶ୍ୱ ସମୁଦାୟ ନିକଟରୁ କୌଣସି ସମର୍ଥନ ପାଇପାରିନଥିବା ପାକିସ୍ତାନ ଅସହାୟ ହୋଇ ଏବେ ଭାରତ ବିରୋଧରେ ମିଥ୍ୟା ପ୍ରଚାର ଆରମ୍ଭ କରିଛି । କିନ୍ତୁ ଦୁର୍ଭାଗ୍ୟଜନକ କଥା…
ଅଧିକ ଖବର ଦେଖନ୍ତୁ...