Daily Archives

August 13, 2019

ଏସିଆର ସବୁଠାରୁ ସ୍ବଚ୍ଛ ଗ୍ରାମ ମେଘାଳୟର ମାଵଲ୍ୟାନ୍ନା˚ଗ

ମେଘାଳୟ ଅନ୍ତର୍ଗତ ପୂର୍ବ ଖାସୀ ପର୍ବତ ଅଞ୍ଚଳରେ ମାଵଲ୍ୟାନ୍ନା˚ଗ ଏକ ଛୋଟିଆ ଗ୍ରାମ। ଗ୍ରାମର ପରିବାର ସ˚ଖ୍ୟା ପଞ୍ଚାନବେ ଏବ˚ ବାସିନ୍ଦାଙ୍କ ସ˚ଖ୍ୟା ପାଞ୍ଚ ଶହ। ସମସ୍ତ ବାସିନ୍ଦା ଖାସୀ ସ˚ପ୍ରଦାୟର। ଅଧିକା˚ଶ କିରସ୍ତାନ ଧର୍ମାବଲମ୍ବୀ। ଗ୍ରାମର ନବେ ପ୍ରତିଶତ ସାକ୍ଷର। ବାସିନ୍ଦାଙ୍କ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଦଳ ନ ମିଶିଲେ ବି ବଳ !

କିଛିଦିନ ତଳେ କର୍ଣ୍ଣାଟକରେ ମେଣ୍ଟ ସରକାରର ପତନ ହୋଇ ସାରିଛି । କେବଳ କର୍ଣ୍ଣାଟକ ଘଟଣା ନୁହେଁ, ଗୋଟିଏ ମେଣ୍ଟ ସରକାର ପତନ ପଛରେ ଭିନ୍ନଭିନ୍ନ କାରଣ ରହିଛି । କର୍ଣ୍ଣାଟକରେ ରାଜନୈତିକ ବିଚାରଧାରା ଓ ଆଦର୍ଶ ଭିନ୍ନ ସତ୍ତ୍ୱେ ଦୁଇଦଳ କଂଗ୍ରେସ ଏବଂ ଜେଡିଏସ୍ ଏକାଠି ସରକାର ଗଠନ କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ଚାଞ୍ଚଲ୍ୟ! ରାଜଧାନୀ ଦିଲ୍ଲୀରେ ଚଳନ୍ତା ଗାଡ଼ି ମଧ୍ୟରେ ବିଦେଶିନୀ ମହିଳାଙ୍କୁ ଗଣ ଦୁଷ୍କର୍ମ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଜନୈକା ୩୧ ବର୍ଷ ବୟସ୍କା ବିଦେଶିନୀ ମହିଳାଙ୍କୁ ତିନିଜଣ ଯୁବକ ଏକ ଚଳନ୍ତା ଗାଡ଼ି ଭିତରେ ଗଣ ଦୁଷ୍କର୍ମ କରିବା ଘଟଣା ଏବେ ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ସଂପର୍କରେ ପୀଡ଼ିତା ବିଦେଶିନୀ ଜଣକ ବସନ୍ତକୁଞ୍ଜ ଥାନାରେ ଲିଖିତ ଅଭିଯୋଗ ଆଗତ କରିବା…
ଅଧିକ ଖବର ଦେଖନ୍ତୁ...

ନୀଳଗିରି ମହାବିଦ୍ୟାଳୟରେ ମାଓ ପୋଷ୍ଟର, ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାଙ୍କ ମଧ୍ୟରେ କୋକୁଆ ଭୟ

ନୀଳଗିରି: ନୀଳଗିରି ମହାବିଦ୍ୟାଳୟ ପରିସରରେ ଥିବା ଅଧ୍ୟକ୍ଷଙ୍କ ରୁମ୍‌ ନିକଟରେ ଏକ  ସିପିଆଇ ମାଓ ଛାତ୍ର ସଙ୍ଗଠନ ପକ୍ଷରୁ ଲେଖାଥିବା ଏକ  ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ କଲେଜ ନିର୍ବାଚନ ବାତିଲ ଆମର ଦାବି, ଶିକ୍ଷା ବାତାବରଣ ଫେରାଇ ଆଣିବା ଆମର ଦାବି, ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଏଥର ଜମ୍ମୁ-କଶ୍ମୀରରେ ଆଡ଼ମ୍ବର ସହକାରେ ପାଳନ ହେବ ସ୍ୱାଧୀନତା ଦିବସ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଇଦ୍‌ ସୁରୁଖୁରୁରେ କଟିବା ପରେ ସରକାର ସଂପୃକ୍ତ ଅଞ୍ଚଳରେ ଅତି ଆଡମ୍ବର ସହକାରେ ସ୍ୱାଧୀନତା ଦିବସ ପାଳନ କରିବାର ଯୋଜନା କରୁଛନ୍ତି। ଅଗଷ୍ଟ ୧୫ ତାରିଖରେ ହେବାକୁ ଥିବା ଏହି ବୃହତ୍‌ ଉତ୍ସବ ସକାଶେ ପୂର୍ବରୁ ଅଭ୍ୟାସ ଜାରି ହୋଇଛି। ଜମ୍ମୁ-କଶ୍ମୀର ଓ ଲଦାଖର…
ଅଧିକ ଖବର ଦେଖନ୍ତୁ...

ଜିଏସଟି ସଂଗ୍ରହ କ୍ଷେତ୍ରରେ ଶିଳ୍ପ ସମୃଦ୍ଧ ରାଜ୍ୟମାନଙ୍କୁ ପଛରେ ପକାଇଲା ଓଡ଼ିଶା

ନୂଆଦିଲ୍ଲୀ : ଜିଏସଟି ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟ ଶିଳ୍ପ ସମୃଦ୍ଧ ରାଜ୍ୟମାନଙ୍କୁ ପଛରେ ପକାଇଦେଇଛି । ୨୦୧୯-୨୦ ଆର୍ଥିକ ବର୍ଷର ଏପ୍ରିଲ-ଜୁଲାଇ ୪ ମାସରେ ଓଡ଼ିଶାରେ ଜିଏସଟି ସଂଗ୍ରହ ହାର ଅନ୍ୟ ପ୍ରମୁଖ ରାଜ୍ୟମାନଙ୍କ ତୁଳନାରେ ଅଧିକ ରହିଛି । ଏହି ୪ ମାସରେ ଓଡ଼ିଶାର ଜିଏସଟି ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ‘ବିମାନ ପଠାଉଛୁ, ଆସନ୍ତୁ’ ଟୁଇଟର ଜବାବ ଦେଲେ ରାହୁଲ୍‌: ମୁଁ ଏକା ନୁହେଁ ବିରୋଧୀଙ୍କ…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକଙ୍କ ‘ବିମାନ ପଠାଉଛୁ, କଶ୍ମୀର ଆସନ୍ତୁ’ ଆହ୍ଵାନକୁ ଗ୍ରହଣ କରିଛନ୍ତି। କଶ୍ମୀର ପରିସ୍ଥିତି ନେଇ ନକାରାତ୍ମକ ବୟାନ ଦେବା ପରେ ରାଜ୍ୟପାଳ ସତ୍ୟପାଲ୍‌ ମଲିକ ଟୁଇଟ୍‌ କରି କହିଥିଲେ ଯେ ଆମେ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ- କଶ୍ମୀରରେ ସ୍ଥିରତା ବଜାୟ ପାଇଁ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯିବା ଉଚିତ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରେ ସ୍ଥିରତା ବଜାୟ ସହ ଶାନ୍ତି ବାହାଲ ପାଇଁ କେନ୍ଦ୍ର ସରକାରଙ୍କୁ ସମୟ ଦିଆଯିବା ଉଚିତ ବୋଲି ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଏଥିସହ ୩୭୦ ଧାରାର ପ୍ରତ୍ୟାହାର ସହ କେନ୍ଦ୍ର ସରକାର ଜମ୍ମୁ- କଶ୍ମୀରରେ ଲାଗୁ କରିଥିବା ୧୪୪ ଧାରା ସମେତ ଅଘୋଷିତ କର୍ଫ୍ୟୁ ଓ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେଲେ ଏସଡିଏଫର ୧୦ ବିଧାୟକ

ଗାଙ୍ଗଟକ:ସିକିମରେ ଆଜି ଏକ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ତାହା ହେଲା କି ସିକିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ)ର ୧୦ ଜଣ ବିଧାୟକ ଆଜି ବିଧିବଦ୍ଧଭାବେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେ ପି ନଡ୍ଡା ଓ ସାଧାରଣ ସମ୍ପାଦକ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଧକ୍କାରେ ଛାତ୍ରୀ ଗୁରୁତର, ପ୍ରତିବାଦରେ କଟକ ଚାନ୍ଦବାଲି ରାସ୍ତା ରୋକ କଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା: କଟକ-ଚାନ୍ଦବାଲି ରାସ୍ତାର ଅନୁଆପଡା ଛକରେ ମଙ୍ଗଳବାର ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କୁ ଟ୍ରକ ଧକ୍କା ଦେଇଥିଲା।  ଫଳରେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...